ସଖା ହେ ସଖା ହେ କେବେ ଏକୁଟିଆ ଦିଅ ଦେଖା - Sakha He Sakha He Kebe Ekutia Dia Dekha Lyrics
ଗୀତ : ସଖା ହେ ସଖା ହେ କେବେ ଏକୁଟିଆ ଦିଅ ଦେଖା
ଭାଷା : ଓଡ଼ିଆ
କଣ୍ଠ : କୁମାର ବାପି
ଗୀତିକାର : ଶ୍ରୀକାନ୍ତ ଗୌତମ
ସଂଗୀତ ନିର୍ଦ୍ଦେଶକ : ଶାନ୍ତିରାଜ ଖୋଶଲା
ସଖା ହେ ସଖା ହେ
ସଖା ହେ ସଖା ହେ
କେବେ ଏକୁଟିଆ ଦିଅ ଦେଖା
କେବେ ଏକୁଟିଆ ଦିଅ ଦେଖା
ସପନରେ ଅବା ଗୋପନରେ
ସପନରେ ଅବା ଗୋପନରେ
ଥରେ ଏକୁଟିଆ ଦିଅ ଦେଖା
ସବୁଠି ଗହଳି ଭକତଙ୍କ ଅଳି
ପୂଜାପାଠ ହୋମ ଘଣ୍ଟ ହୁଳହୁଳୀ
ସବୁଠି ଗହଳି ଭକତଙ୍କ ଅଳି
ପୂଜାପାଠ ହୋମ ଘଣ୍ଟ ହୁଳହୁଳୀ
ଭେଟି ପାରୁନାହିଁ ଏକା
ସଖା ନମାମି ନୟନପଥ ଗାମି
ସଖା ନମାମି ହେ ଜଗନ୍ନାଥ ସ୍ଵାମୀ
ସଖା ହେ ସଖା ହେ
ସଖା ହେ ସଖା ହେ ॥
ତୁମ ଇଚ୍ଛାମତେ ସଖା ସବୁ ଦେଲ
କରିବିନି କେବେ ଅଭିମାନ
ଧର୍ମଦାଣ୍ଡେ ହେବିନାହିଁ ଦୋଷି ସଖା
ତୁମ ଆଡ଼େ ଥିବ ଲୟ ଧ୍ୟାନ
ଆଉ ଛାଡ଼ିବିନି ସଖା ତୁମ ହାତ
ତୁମ ସାଥେ ସାଥେ ରହିଥିବି
ତୁମ ଭାବ ଡୋରେ ବନ୍ଧା ମୋ ପରାଣ
ଯୁଆଡ଼େ ଟାଣିବ ତେଣେ ଯିବି
ସଭିଏଁ ନିକଟେ ହିଅ ପରିଜନ
ସବୁ ଆପଣାର ଆତ୍ମୀୟ ସ୍ଵଜନ
ସଭିଏଁ ନିକଟେ ହିଅ ପରିଜନ
ସବୁ ଆପଣାର ଆତ୍ମୀୟ ସ୍ଵଜନ
ତଥାପି ମୁଁ ଏକା ଏକା
ସଖା ନମାମି ନୟନପଥ ଗାମି
ସଖା ନମାମି ହେ ଜଗନ୍ନାଥ ସ୍ଵାମୀ
ସଖା ହେ ସଖା ହେ
ସଖା ହେ ସଖା ହେ ॥୧॥
ହୃଦୟରେ ଥିଲା ମୋର ଶୂନ୍ୟସ୍ଥାନ
ଭରିଦେଲ ସଖା ତୁମ ପ୍ରେମ
କଥାଦିଅ ସଖା ଆଉ ଏଇ ଭାବ
ଭୁଲିବନି କେବେ ଘନଶ୍ୟାମ
ହୋ.. ସୁନାର ହରିଣୀ ମୋହ ନାହିଁ ମୋର
ଇଚ୍ଛା ନାହିଁ ଆଉ ଧାଇଁବାକୁ
ଥକାମନ ଏବେ ସଖା ଶେଷ ଇଚ୍ଛା
ସେପାରିକୁ ଯାଇ ଭେଟିବାକୁ
ମୁଁ ଏ ପାରିରେ ତୁମେ ସେପାରିରେ
ସଖା ମୁଁ ତୁମକୁ ଏ ପାରିରୁ ଝୁରେ
ମୁଁ ଏ ପାରିରେ ତୁମେ ସେପାରିରେ
ସଖା ମୁଁ ତୁମକୁ ଏ ପାରିରୁ ଝୁରେ
କୁହ କେବେ ହବ ଦେଖା
ସଖା ନମାମି ନୟନପଥ ଗାମି
ସଖା ନମାମି ହେ ଜଗନ୍ନାଥ ସ୍ଵାମୀ
ସଖା ହେ ସଖା ହେ
ସଖା ହେ ସଖା ହେ ॥୨॥
କେବେ ଏକୁଟିଆ ଦିଅ ଦେଖା
କେବେ ଏକୁଟିଆ ଦିଅ ଦେଖା
ସପନରେ ଅବା ଗୋପନରେ
ସପନରେ ଅବା ଗୋପନରେ
ଥରେ ଏକୁଟିଆ ଦିଅ ଦେଖା
ସବୁଠି ଗହଳି ଭକତଙ୍କ ଅଳି
ପୂଜାପାଠ ହୋମ ଘଣ୍ଟ ହୁଳହୁଳୀ
ସବୁଠି ଗହଳି ଭକତଙ୍କ ଅଳି
ପୂଜାପାଠ ହୋମ ଘଣ୍ଟ ହୁଳହୁଳୀ
ଭେଟି ପାରୁନାହିଁ ଏକା
ସଖା ନମାମି ନୟନପଥ ଗାମି
ସଖା ନମାମି ହେ ଜଗନ୍ନାଥ ସ୍ଵାମୀ
ସଖା ହେ ସଖା ହେ
ସଖା ହେ ସଖା ହେ
ସଖା ହେ ସଖା ହେ
ସଖା ହେ ସଖା ହେ ॥
YouTube ରେ ସଖା ହେ ସଖା ହେ କେବେ ଏକୁଟିଆ ଦିଅ
= English ==
Song : Sakha He Sakha He Kebe Ekutia Dia Dekha
Language : Odia
Singer : Kumar Bapi
Lyricist : Shrikant Gautam
Music Director : Shantiraj Khoshla
Sakha he sakha he
Sakha he sakha he
Kebe ekutia dia dekha
Kebe ekutia dia dekha
Sapanare aba gopanare
Sapanare aba gopanare
Thare ekutia dia dekha
Sabuthi gahali bhakatanka ali
Pujapatha homa ghanta hulahuli
Sabuthi gahali bhakatanka ali
Pujapatha homa ghanta hulahuli
Bheti parunahin eka
Sakha namami nayanapatha gami
Sakha namami he Jagannatha swami
Sakha he sakha he
Sakha he sakha he ॥
Tuma ichhamate sakha sabu dela
Karibini kebe abhimana
Dharmadande hebinahin dosi sakha
Tuma ade thiba laya dhyana
Aau chhadibini sakha tuma hata
Tuma sathe sathe rahithibi
Tuma bhaba dore bandha mo parana
Juade taniba tene jibi
Sabhien nikate hia parijana
Sabu apanara atmiya swajana
Sabhien nikate hia parijana
Sabu apanara atmiya swajana
Tathapi mun eka eka
Sakha namami nayanapatha gami
Sakha namami he Jagannatha swami
Sakha he sakha he
Sakha he sakha he ॥1॥
Hrudayare thila mora shunyasthana
Bharidela sakha tuma prema
Kathadia sakha aau ei bhaba
Bhulibani kebe ghanashyama
Ho.. sunara harini moha nahin mora
Ichha nahin aau dhainbaku
Thakamana ebe sakha shesa ichha
Separiku jai bhetibaku
Mun e parire tume separire
Sakha mun tumaku e pariru jhure
Mun e parire tume separire
Sakha mun tumaku e pariru jhure
Kuha kebe haba dekha
Sakha namami nayanapatha gami
Sakha namami he Jagannatha swami
Sakha he sakha he
Sakha he sakha he ॥2॥
Kebe ekutia dia dekha
Kebe ekutia dia dekha
Sapanare aba gopanare
Sapanare aba gopanare
Thare ekutia dia dekha
Sabuthi gahali bhakatanka ali
Pujapatha homa ghanta hulahuli
Sabuthi gahali bhakatanka ali
Pujapatha homa ghanta hulahuli
Bheti parunahin eka
Sakha namami nayanapatha gami
Sakha namami he Jagannatha swami
Sakha he sakha he
Sakha he sakha he
Sakha he sakha he
Sakha he sakha he ॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...