Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବେବି ମୋ ବେବି ତୁ ମୋ ଗେହ୍ଲା ବେବି - Baby Mo Baby Tu Mo Gelha Baby Lyrics

== ଓଡ଼ିଆ ==

ଫିଲ୍ମଗୀତ : ବେବି ମୋ ବେବି ତୁ ମୋ ଗେହ୍ଲା ବେବି
ଭାଷା : ଓଡ଼ିଆ
ଚଳଚିତ୍ର : ବେବି
କଣ୍ଠ : ହ୍ୟୁମାନ ସାଗର, ଚୁନ୍ ମୁନ୍
ଗୀତିକାର : ଅରୁଣ ମନ୍ତ୍ରୀ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ
ମସିହା : ୨୦୧୬



(ଛୁଆ)
ଲାରେ..ଲାପା..ଲାରେ..ଲାପା..ଲାରେ..ଲାପା..
ଦୁନିଆରେ ସବୁଠାରୁ ଭଲ ମୋ ପାପା
ଲାରେ..ଲାପା..ଲାରେ..ଲାପା..ଲାରେ..ଲାପା..
ଦୁନିଆରେ ସବୁଠାରୁ ଭଲ ମୋ ପାପା
ତମ ଚାରିପାଖେ ଘୁରିଆସିଲେ ମୁଁ
ଦୁନିଆଟା ଭୁଲିଯିବି
ବେବି ମୁଁ ବେବି ମୁଁ ତମ ବେବି
ମୁଁ ତମ ଗେହ୍ଲା ବେବି
ବେବି ମୁଁ ବେବି ମୁଁ ତମ ବେବି
ମୁଁ ତମ ଗେହ୍ଲା ବେବି
(ବାପା)
ଡିଙ୍ଗ୍ ଡଙ୍ଗ୍ ଡୁବି ଡୁବି ଡୁବି ଡୁବି
ତୁ ମୋ ଦୁନିଆ ତୁ ମୋ ପୃଥିବି
ଡିଙ୍ଗ୍ ଡଙ୍ଗ୍ ଡୁବି ଡୁବି ଡୁବି ଡୁବି
ତୁ ମୋ ଦୁନିଆ ତୁ ମୋ ପୃଥିବି
ତୋ ପାଦରେ କଣ୍ଟା ଫୁଟିବା ଆଗରୁ
ମୋ ପାଦ ପକେଇ ଦେବି
ବେବି ମୋ ବେବି ତୁ ମୋର ବେବି
ତୁ ମୋ ଗେହ୍ଲା ବେବି
ବେବି ମୋ ବେବି ତୁ ମୋର ବେବି
ତୁ ମୋ ଗେହ୍ଲା ବେବି

(ଛୁଆ)
ବେବି..
ମୁଁ ଏଇଠି ବେବି
ହା..ହାହାହା..ହାହାହା ॥


(ଛୁଆ)
ଋଷିଥିଲେ ହସେ ତମ ମୁହଁକୁ ଦେଖି
ତୁମ ମୁହଁ ଦେଖି ଦେଖି ଖୋଲେ ମୋ ଆଖି
(ବାପା)
ଆଖିସିନା ତୋର ହେଲେ ସପନ ମୋର
ଦେହ ସିନା ତୋର ହେଲେ ଜୀବନ ମୋର
(ଛୁଆ)
ହେ..ରୁମ୍ ଝୁମ୍ ରୁମ୍ ଝୁମ୍ ରୁମୁକୁ ଝୁମା
ଗାଲ ମୋର ଖୋଜେ ନିତି ତମରି ଚୁମା
ରୁମ୍ ଝୁମ୍ ରୁମ୍ ଝୁମ୍ ରୁମୁକୁ ଝୁମା
ଗାଲ ମୋର ଖୋଜେ ନିତି ତମରି ଚୁମା
(ବାପା)
ହୋ..ତତେ ଛାଡ଼ି କହ କେମିତି ବଞ୍ଚିବି
କୁଆଡ଼େ ମୁଁ ଆଉ ଯିବି
ବେବି ମୋ ବେବି ତୁ ମୋର ବେବି
ତୁ ମୋ ଗେହ୍ଲା ବେବି
ବେବି ମୋ ବେବି ତୁ ମୋ ବେବି
ତୁ ମୋ ଗେହ୍ଲା ବେବି ॥୧॥


(ଛୁଆ)
ବେବି..
ଆଇ ଲଭ୍ ୟୁ ବେବି
(ବାପା)
ହୋ..ପାରିବେନି କେହି କେବେ ଅଲଗା କରି
ତୋ ସାଥେ ବନ୍ଧା ମୋର ଜୀବନ ଡୋରି
(ଛୁଆ)
ତମେ ମୋର ବେବି ପୁଣି ମୋ ବାପା ମା
ତମ ପାଇଁ ହସେ ମୋର ଟିକି ଦୁନିଆ
(ବାପା)
ତାକ୍ ତୁନା ତାକ୍ ତୁନା ତୁମ୍ ତାନାନା
ସାତ ରଜାର ତୁ ସାତ ସିନ୍ଧୁକ ସୁନା
ତାକ୍ ତୁନା ତାକ୍ ତୁନା ତୁମ୍ ତନାନା
ସାତ ରଜାର ତୁ ସାତ ସିନ୍ଧୁକ ସୁନା
(ଛୁଆ)
ସୁନା ହଜିଯିବ ରୁପା ହଜିଯିବ
ମୁଁ ତମ ପାଖରେ ଥିବି
(ବାପା)
ବେବି ମୋ ବେବି ତୁ ମୋର ବେବି
ତୁ ମୋ ଗେହ୍ଲା ବେବି
(ଛୁଆ)
ବେବି ମୁଁ ବେବି ମୁଁ ତମ ବେବି
ମୁଁ ତମ ଗେହ୍ଲା ବେବି
(ବାପା)
ବେବି ମୋ ବେବି ତୁ ମୋର ବେବି
ତୁ ମୋ ଗେହ୍ଲା ବେବି
(ଛୁଆ)
ବେବି ମୁଁ ବେବି ମୁଁ ତମ ବେବି
ମୁଁ ତମ ଗେହ୍ଲା ବେବି ॥୨॥


YouTube ରେ ବେବି ମୋ ବେବି ତୁ ମୋ ଗେହ୍ଲା ବେବି



== English ==

Movie Song : Baby Mo Baby Tu Mo Gelha Baby
Language : Odia
Movie : Baby
Singer : Humane Sagar, Chunmoon
Lyrics : Arun Mantri
Music Director : Prem Anand
Year : 2016



(Daughter)
Lare..lapa..lare..lapa..lare..lapa..
Duniare sabutharu bhala mo papa
Lare..lapa..lare..lapa..lare..lapa..
Duniare sabutharu bhala mo papa
Tama charipakhe ghuriasile mun
Duniata bhulijibi
Baby mun baby mun tama baby
Mun tama gelha baby
Baby mun baby mun tama baby
Mun tama gelha baby
(Dad)
Ding dang dubi dubi dubi dubi
Tu mo dunia tu mo pruthibi
Ding dang dubi dubi dubi dubi
Tu mo dunia tu mo pruthibi
To padare kanta phutiba agaru
Mo pada pakei debi
Baby mo baby tu mora baby
Tu mo gelha baby
Baby mo baby tu mora baby
Tu mo gelha baby

(Daughter)
Baby..
Mun eithi baby
Ha..hahaha..hahaha ॥  


(Daughter)
Rusithile hase tama muhanku dekhi
Tuma muhan dekhi dekhi khole mo akhi
(Dad)
Aakhisina tora hele sapana mora
Deha sina tora hele jibana mora
(Daughter)
He..rum jhum rum jhum rumuku jhuma
Gala mora khoje niti tamari chuma
Rum jhum rum jhum rumuku jhuma
Gala mora khoje niti tamari chuma 
(Dad)
Ho..tate chhadi kaha kemiti banchibi
Kuade mun aau jibi
Baby mo baby tu mora baby
Tu mo gelha baby
Baby mo baby tu mora baby
Tu mo gelha baby ॥1॥


(Daughter)
Baby..
I love you baby
(Dad)
Ho..paribeni kehi kebe alaga kari
To sathe bandha mora jibana dori
(Daughter)
Tame mora baby puni mo Bapa Maa
Tama pain hase mora tiki dunia
(Dad)
Tak tuna tak tuna tum tanana
Sata rajara tu sata sindhuka suna
Tak tuna tak tuna tum tanana
Sata rajara tu sata sindhuka suna
(Daughter)
Suna hajijiba rupa hajijiba
Mun tama pakhare thibi
(Dad)
Baby mo baby tu mora baby
Tu mo gelha baby
(Daughter)
Baby mun baby mun tama baby
Mun tama gelhababy
(Dad)
Baby mo baby tu mora baby
Tu mo gelha baby
(Daughter)
Baby mun baby mun tama baby
Mun tama gelha baby ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ