Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ - Maichiaa Gokhei Sahu Maipa Hataru Kahuni Khau Lyrics

== ଓଡ଼ିଆ ==

ଗୀତ : ମାଇଚିଆ ଗୋଖେଇ ସାହୁ
ଭାଷା : ଓଡ଼ିଆ
କଣ୍ଠ :  ଅକ୍ଷୟ ମହାନ୍ତି
ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି
ମସିହା : ୧୯୮୧



ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ
ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ
ଅଣ୍ଡିରାପଣ ତା’ ଚୁଲିକି
ଆରେ.. ଅଣ୍ଡିରାପଣ ତା’ ଚୁଲିକି
ଓ.. ଅଣ୍ଡିରାପଣ ତା’ ଚୁଲିକି ଯାଉ
ମାଇପ ପାଖରେ କୁଁ..କୁଁ
କୁଁକୁଁ..କୁଁକୁଁ
ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ ॥


ବାହାରେ ହୁଏ ସେ ବାଘ
ସମ୍ଭାଳି ପାରେନା ରାଗ
ବାହାରେ ହୁଏ ସେ ବାଘ
ସମ୍ଭାଳି ପାରେନା ରାଗ
କଥାକୁହ ରଖି ବାଗ
ଗାଲରେ ଦେବ ସେ ଦାଗ
କଥାକୁହ ରଖି ବାଗ
ଗାଲରେ ଦେବ ସେ ଦାଗ
ବାହାରେ କୁହେ ସେ ଜାଣମ
ବାହାରେ କୁହେ ସେ ଜାଣମ
ଆରେ.. ବାହାରେ କୁହେ ସେ ଜାଣ ମୋ ଦାଉ
ମାଇପ ପିଠିରେ ହୁଏ ମୁଁ ଲାଉ
ଉଁହୁଁ..ଉଁହୁଁ
ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ ॥୧॥


କହେ ସେ ରଖିବି ମୁହିଁ
ଘରେ ମୋର ଆଠ ରାଣୀ
କହେ ସେ ରଖିବି ମୁହିଁ
ଘରେ ମୋର ଆଠ ରାଣୀ
ଆଠ ରାଣୀ ପାଇଁ ପୁଣି
ବତିଶି ଚାକରାଣୀ
ଆଠ ରାଣୀ ପାଇଁ ପୁଣି
ବତିଶି ଚାକରାଣୀ
ବାହାରେ କୁହେ ସେ ଦେଖେଇ
ଆରେ..ବାହାରେ କୁହେ ସେ ଦେଖେଇ
ଆରେ..ବାହାରେ କୁହେ ସେ ଦେଖେଇ ଦାଉ
ମାଇପକୁ ମାରେ ଦାଉଁ ଦାଉଁ
ଦାଉଁ..ଦାଉଁ
ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ ॥୨॥

ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ
ଅଣ୍ଡିରାପଣ ତା’ ଚୁଲିକି
ଆରେ..ଅଣ୍ଡିରାପଣ ତା’ ଚୁଲିକି
ଓ.. ଅଣ୍ଡିରାପଣ ତା’ ଚୁଲିକି ଯାଉ
ମାଇପ ପାଖରେ କୁଁ..କୁଁ
କୁଁକୁଁ..କୁଁକୁଁ
ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ
ମାଇଚିଆ ଗୋଖେଇ ସାହୁ
ମାଇପ ହାତରୁ କହୁଣି ଖାଉ ॥


YouTube ରେ ମାଇଚିଆ ଗୋଖେଇ ସାହୁ



== English ==

Song : Maichiaa Gokhei Sahu
Language : Odia
Singer : Akshaya Mohanty
Music Director : Prafulla Kara, Akshaya Mohanty
Year : 1981



Maichiaa Gokhei Sahu
Maipa hataru kahuni khau
Maichiaa Gokhei Sahu
Maipa hataru kahuni khau
Andirapana ta’ chuliku
Aare.. andirapana ta’ chuliku
O.. andirapana ta’ chuliku jau
Maipa pakhare kun..kun
Kunkun..kunkun
Maichiaa Gokhei Sahu
Maipa hataru kahuni khau ॥


Bahare hue se bagha
Sambhali parena raga
Bahare hue se bagha
Sambhali parena raga
Kathakuha rakhi baga
Galare deba se daga
Kathakuha rakhi baga
Galare deba se daga
Bahare kuhe se janama
Bahare kuhe se janama
Aare.. bahare kuhe se jana mo dau
Maipa pithire hue mun lau
Unhun..unhun
Maichiaa Gokhei Sahu
Maipa hataru kahuni khau ॥1॥


Kahe se rakhibi muhin
Ghare mora atha rani
Kahe se rakhibi muhin
Ghare mora atha rani
Atha rani pain puni
Batishi chakarani
Atha rani pain puni
Batishi chakarani
Bahare kuhe se dekhei
Aare..bahare kuhe se dekhei
Aare..bahare kuhe se dekhei dau
Maipaku mare daun daun
Daundaun..daundaun
Maichiaa gokhei sahu
Maipa hataru kahuni khau ॥2॥

Maichiaa Gokhei Sahu
Maipa hataru kahuni khau
Andirapana ta’ chuliku
Aare.. andirapana ta’ chuliku
O.. andirapana ta’ chuliku jau
Maipa pakhare kun..kun
Kunkun..kunkun
Maichiaa Gokhei Sahu
Maipa hataru kahuni khau
Maichiaa gokhei sahu
Maipa hataru kahuni khau ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ