Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦି ଅକ୍ଷରରେ ଦିନ ଲୋ ରଙ୍ଗବତୀ - Di Akhyarare Dina Lo Rangabati Lyrics

== ଓଡ଼ିଆ ==

ଗୀତ : ଦି ଅକ୍ଷରରେ ଦିନ ଲୋ ରଙ୍ଗବତୀ
ଭାଷା : ଓଡ଼ିଆ
କଣ୍ଠ : ମଣ୍ଟୁ ଛୁରିଆ, ଲୋପାମୁଦ୍ରା
ଗୀତିକାର : ବସନ୍ତରାଜ ସାମଲ
ସଙ୍ଗୀତ ନିର୍ଦ୍ଦେଶକ : ବସନ୍ତରାଜ ସାମଲ
ମସିହା : ୨୦୧୯



(ପୁ)
ଦି ଅକ୍ଷରରେ ଦିନ
ଦି ଅକ୍ଷରରେ ରାତି
ଦି ଅକ୍ଷରରେ ମନ
ଦି ଅକ୍ଷରରେ ଛାତି
(ଝି)
ଦି ଅକ୍ଷରରେ ଦିନ
ଦି ଅକ୍ଷରରେ ରାତି
ଦି ଅକ୍ଷରରେ ମନ
ଦି ଅକ୍ଷରରେ ଛାତି
(ପୁ)
ଆରେ ଦି ଅକ୍ଷରରେ ପ୍ରେମ ହେଲେ
ଆହା କି ଶାନ୍ତି
(ଝି)
ଆଉ ଦି ଅକ୍ଷରରେ ଧୋକା ହେଲେ  
ଧୋକା ହେଲେ ଧୋକା ହେଲେ  
(ପୁ)
ପୁଅଙ୍କର ଡେଲି ଢକଲମ ପାର୍ଟି ଲୋ
ରଙ୍ଗବତୀ
ଝିଅଙ୍କର ଡେଲି ଡେଲି ସଙ୍କରାନ୍ତି ଲୋ
ରଙ୍ଗବତୀ
(ଝି)
ପୁଅ ସବୁ ପି ପି ଦେବଦାସ ଲୋ 
ରଙ୍ଗବତୀ
ଝିଅ ସବୁ ସିଁ ସିଁ ପାରବତୀ ଲୋ 
ରଙ୍ଗବତୀ ରଙ୍ଗବତୀ ରଙ୍ଗବତୀ ॥୧॥ 


(ପୁ)
ଦୁନିଆରେ ପ୍ରେମ କିଏ କରିନି ଥରୁଟେ
ଜୀବନରେ ନାମ କିଏ ନେଇନି ଥରୁଟେ
(ଝି)
ଦୁନିଆରେ ପ୍ରେମ କିଏ କରିନି ଥରୁଟେ
ଜୀବନରେ ନାମ କିଏ ନେଇନି ଥରୁଟେ
ଯାଣି ଶୁଣି ଭୁଲ୍ କିଏ କରିନି ଥରୁଟେ
(ପୁ)
ହାଁ.. ଦି ଅକ୍ଷରରେ ଥଣ୍ଡା 
ଦି ଅକ୍ଷରରେ ତାତି
ଦି ଅକ୍ଷରରେ ପତ୍ନି
ଦି ଅକ୍ଷରରେ ପତି
(ଝି)
ଦି ଅକ୍ଷରରେ ଗେଲା ହେଲେ
ଆହା କି ଶାନ୍ତି
(ପୁ)
ଆଉ ଦି ଅକ୍ଷରରେ ଧୋକା ହେଲେ  
ଧୋକା ହେଲେ ଧୋକା ହେଲେ
(ଝି)
ପୁଅ ସବୁ ଯାଆନ୍ତି ନିନ୍ଦାରି କାଟି ଲୋ
ରଙ୍ଗବତୀ
ଝିଅଙ୍କର ପାର୍ଲର ସାଥିରେ କଟି ଲୋ 
ରଙ୍ଗବତୀ
(ପୁ)
ପୁଅ ସବୁ ପି ପି ଦେବଦାସ ଲୋ 
ରଙ୍ଗବତୀ
ଝିଅ ସବୁ ସିଁ ସିଁ ପାରବତୀ ଲୋ 
ରଙ୍ଗବତୀ ରଙ୍ଗବତୀ ରଙ୍ଗବତୀ ॥୨॥    


(ଝି)
ଯବାନୀରେ କଉ ପୁଅ ହେଇନି ଚଗଲା
ସୁନ୍ଦରି ଝିଅଙ୍କୁ ଦେଖି ହେଇନି ପଗଲା
(ପୁ)
ଯବାନୀରେ କଉ ପୁଅ ହେଇନି ଚଗଲା
ସୁନ୍ଦରି ଝିଅଙ୍କୁ ଦେଖି ହେଇନି ପଗଲା
(ଝି)
ପୁଅ ସବୁ ମଟନ ହେଲେ
ଝିଅ ତ ମସଲା
ଦି ଅକ୍ଷରରେ କଟି
ଦି ଅକ୍ଷରରେ ମିଟି
ଦି ଅକ୍ଷରରେ ଚୁମା
ଦି ଅକ୍ଷରରେ ଚିଠି
(ପୁ)
ଦି ଅକ୍ଷରରେ ଦେଖା ହେଲେ
ଆହା କି ଶାନ୍ତି
(ଝି)
ଆଉ ଦି ଅକ୍ଷରରେ ଧୋକା ହେଲେ  
ଧୋକା ହେଲେ ଧୋକା ହେଲେ
(ପୁ)
ପୁଅଙ୍କର ଦେହ ତ ବାଡ଼େଇ ପିଟି ଲୋ
ରଙ୍ଗବତୀ
ଝିଅଙ୍କର ମୁହଁ ଫୁଲି ଯାଏ ଫାଟି
ରଙ୍ଗବତୀ
(ଝି)
ପୁଅ ସବୁ ପି ପି ଦେବଦାସ ଲୋ 
ରଙ୍ଗବତୀ
ଝିଅ ସବୁ ସିଁ ସିଁ ପାରବତୀ ଲୋ 
ରଙ୍ଗବତୀ ରଙ୍ଗବତୀ ରଙ୍ଗବତୀ ॥୩॥


YouTube ରେ ଲୋ  ରଙ୍ଗବତୀ
 
 

== English ==

Song : Di Akhyarare Dina Lo Rangabati
Language : Odia
Singer : Mantu Chhuria, Lopamudra
Lyrics : Basantaraj Samal
Music Director : Basantaraj Samal
Year : 2019



(M)
Di akhyarare dina
Di akyarare rati
Di akhyarare mana
Di akyarare chhati
(F)
Di akhyarare din
Di akyarare rati
Di akhyarare mana
Di akyarare chhati
(M)
Aare di akhyarare prema hele
Aaha ki shanti
(F)
Aau di akhyarare dhoka hele
Dhoka hele dhoka hele
(M)
Puankara daily dhakalam party lo
Rangabati
Jhiankara daily daily sankaranti lo
Rangabati
(F)
Pua sabu pi pi debadasa lo
Rangabati
Jhia sabu sin sin parabati lo
Rangabati Rangabati Rangabati  ॥1॥ 


(M)
Duniare prema kie karini tharute
Jibanare nama kie neini tharute
(F)
Duniya re prema kie karini tharute
Jibanare nama kie neini tharute
Jani shuni bhul kie karini tharute
(M)
Han.. di akhyarare thanda
Di akyarare tati
Di akhyarare patni
Di akyarare pati
(F)
Di akhyara re gela hele
Aaha ki shanti
(M)
Aau di akhyarare dhoka hele
Dhoka hele dhoka hele
(F)
Pua sabu jaanti nindari kati lo
Rangabati
Jhiankara parlour sathire kati lo
Rangabati
(M)
Pua sabu pi pi debadasa lo
Rangabati
Jhia sabu sin sin parabati lo
Rangabati Rangabati Rangabati ॥2॥ 


(F)
Jabanire kau pua heini chagala
Sundari jhianku dekhi heini pagala
(M)
Jabanire kau pua heini chagala
Sundari jhianku dekhi heini pagala
(F)
Pua sabu matan hele
Jhia ta masala
Di akhyarare kati
Di akyarare miti
Di akhyarare chuma
Di akyarare chithi
(M)
Di akhyarare dekha hele
Aaha ki shanti
(F)
Aau di akhyarare dhoka hele
Dhoka hele dhoka hele
(M)
Puankara deha ta badei piti lo
Rangabati
Jhiankara muhan phuli jae phati lo
Rangabati
(F)
Pua sabu pi pi debadasa
Lo Rangabati
Jhia sabu shin shin parabati lo
Rangabati Rangabati Rangabati ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ