Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

== ଓଡ଼ିଆ ==
 
ଗୀତ: ମୋ କଳା ଚାନ୍ଦରେ
ଭାଷା: ଓଡ଼ିଆ
କଣ୍ଠ: ପ୍ରଣତୀ ମହାନ୍ତି 
ଗୀତିକାର: ପଞ୍ଚାନନ ନାୟକ
ସଂଗୀତ ନିର୍ଦ୍ଦେଶକ: ମଳୟ ମିଶ୍ର, ବିପିନ୍ ବାରିକ 


ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ

ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ

ତୁ ମନେ ପଡ଼ିଗଲେ
ଘର ମହକୁଚି
ଚନ୍ଦନ କର୍ପୂର ଗନ୍ଧରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥୧॥


ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି
ତୋ ବିନା ବାଟ ଅନ୍ଧାର
ତୋ ହାତ ଧରି ବାଟ ଚାଲୁଥିଲେ
ମୋର ବା କାହାକୁ ଡର

ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି
ତୋ ବିନା ବାଟ ଅନ୍ଧାର
ତୋ ହାତ ଧରି ବାଟ ଚାଲୁଥିଲେ
ମୋର ବା କାହାକୁ ଡର

ତୁ’ ଥା ଦୂରେ ଯେତେ ଲଡ଼ୁଥିବି ତତେ
ଭଲରେ ହଉକି ମନ୍ଦରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥୨॥


ପାଦ ଖସିଗଲେ ପ୍ରାଣ ଚାଲିଯାଏ
ମଣିଷ ଜୀବନ ଏଇ
ବାଙ୍କ ଚାହାଣୀରେ ଚାହିଁଥାରେ ଧନ
ମରିବି ତୋ ମୁହଁ ଚାହିଁ

ପାଦ ଖସିଗଲେ ପ୍ରାଣ ଚାଲିଯାଏ
ମଣିଷ ଜୀବନ ଏଇ
ବାଙ୍କ ଚାହାଣିରେ ଚାହିଁଥାରେ ଧନ
ମରିବି ତୋ ମୁହଁ ଚାହିଁ

ତୁ ଆର ଜନମରେ ହବୁକି ମୋ ପୁଅ
ମଶାଣି ଯିବି ତୋ କାନ୍ଧରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥୩॥

ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ

ତୁ ମନେ ପଡ଼ିଗଲେ
ଘର ମହକୁଚି
ଚନ୍ଦନ କର୍ପୂର ଗନ୍ଧରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ

କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥





== English ==

Song : Mo Kala Chanda Re
Language : Odia
Singer : Pranati Mohanty
Lyricist : Panchanan Nayak
Music Director : Malay Mishra, Bipin Barik



Mo kala chandare
Dhanya to chhandare
Ki guni karichu
Dhana heli mun andhare

Mo kala chandare
Dhanya to chhandare
Ki guni karichu
Dhana heli mun andhare

Tu mane padigale
Ghara mahakuchi
Chandana karpura gandhare..
Mo kala chandare
Dhanya ta chhandare
Ki guni karichu
Dhana heli mun andhare
Ki guni karichu
Dhana heli mun andhare ॥1॥



Andhara laudi are ashabadi
To bina bata andhara
To hata dhari bata chaluthile
Mora ba kahaku dara

Andhara laudi are ashabadi
To bina bata andhara
To hata dhari bata chaluthile
Mora ba kahaku dara

Tu' tha dure jete laduthibi tate
Bhalare hauki mandare..
Mo kala chandare
Dhanya to chhandare
Ki guni karichu
Dhana heli mun andhare
Ki guni karichu
Dhana heli mun andhare ॥2॥ 


Pada khasigale prana chalijae
Manisha jibana ei
Banka chahanire chahinthare dhana
Maribi to muhan chahin

Pada khasigale prana chalijae
Manisha jibana ei
Banka chahanire chahinthare dhana
Maribi to muhan chahin

Tu ara janamare habuki mo pua
Mashani jibi to kandhare..
Mo kala chandare
Dhanya to chhandare
Ki guni karichu
Dhana heli mun andhare ॥3॥ 

Mo kala chandare
Dhanya to chhandare
Ki guni karichu
Dhana heli mun andhare

Tu mane padigale
Ghara mahakuchi
Chandana karpura gandhare..
Mo kala chandare
Dhanya to chhandare
Ki guni karichu
Dhana heli mun andhare

Ki guni karichu
Dhana heli mun andhare
Ki guni karichu
Dhana heli mun andhare ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. "Raha aare kaathuria" taa tike upload karibe sir aau "sandhya" poem taa....

    ReplyDelete
    Replies
    1. ଗଛ ଓ କାଠୁରିଆ ପ୍ରକାଶ କରିସାରିଛୁ । ଉପରେ ସର୍ଚ କରନ୍ତୁ ପାଇବେ । ସନ୍ଧ୍ଯା କବିତାଟିର ଦୁଇ ଧାଡି ଟିକେ କହିବେ କି ?

      - "ଦି ସ୍ମରଣିକା" ଟିମ୍

      ଗଛ ଓ କାଠୁରିଆ କବିତା:
      https://thesmaranika.blogspot.com/2020/05/gachha-o-kathuria-raha-are-lyrics-odia.html

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ