ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics
ଗୀତ: ମୋ କଳା ଚାନ୍ଦରେ
ଭାଷା: ଓଡ଼ିଆ
କଣ୍ଠ: ପ୍ରଣତୀ ମହାନ୍ତି
ଗୀତିକାର: ପଞ୍ଚାନନ ନାୟକ
ସଂଗୀତ ନିର୍ଦ୍ଦେଶକ: ମଳୟ ମିଶ୍ର, ବିପିନ୍ ବାରିକ
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
ତୁ ମନେ ପଡ଼ିଗଲେ
ଘର ମହକୁଚି
ଚନ୍ଦନ କର୍ପୂର ଗନ୍ଧରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥୧॥
ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି
ତୋ ବିନା ବାଟ ଅନ୍ଧାର
ତୋ ହାତ ଧରି ବାଟ ଚାଲୁଥିଲେ
ମୋର ବା କାହାକୁ ଡର
ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି
ତୋ ବିନା ବାଟ ଅନ୍ଧାର
ତୋ ହାତ ଧରି ବାଟ ଚାଲୁଥିଲେ
ମୋର ବା କାହାକୁ ଡର
ତୁ’ ଥା ଦୂରେ ଯେତେ ଲଡ଼ୁଥିବି ତତେ
ଭଲରେ ହଉକି ମନ୍ଦରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥୨॥
ପାଦ ଖସିଗଲେ ପ୍ରାଣ ଚାଲିଯାଏ
ମଣିଷ ଜୀବନ ଏଇ
ବାଙ୍କ ଚାହାଣୀରେ ଚାହିଁଥାରେ ଧନ
ମରିବି ତୋ ମୁହଁ ଚାହିଁ
ପାଦ ଖସିଗଲେ ପ୍ରାଣ ଚାଲିଯାଏ
ମଣିଷ ଜୀବନ ଏଇ
ବାଙ୍କ ଚାହାଣିରେ ଚାହିଁଥାରେ ଧନ
ମରିବି ତୋ ମୁହଁ ଚାହିଁ
ତୁ ଆର ଜନମରେ ହବୁକି ମୋ ପୁଅ
ମଶାଣି ଯିବି ତୋ କାନ୍ଧରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥୩॥
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
ତୁ ମନେ ପଡ଼ିଗଲେ
ଘର ମହକୁଚି
ଚନ୍ଦନ କର୍ପୂର ଗନ୍ଧରେ..
ମୋ କଳା ଚାନ୍ଦରେ
ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ
ଧନ ହେଲି ମୁଁ ଅନ୍ଧରେ ॥
== English ==
Song : Mo Kala Chanda Re
Language : Odia
Singer : Pranati Mohanty
Lyricist : Panchanan Nayak
Music Director : Malay Mishra, Bipin Barik
Mo kala chandare
Dhanya to chhandare
Ki guni karichu
Dhana heli mun andhare
Mo kala chandare
Dhanya to chhandare
Ki guni karichu
Dhana heli mun andhare
Tu mane padigale
Ghara mahakuchi
Chandana karpura gandhare..
Mo kala chandare
Dhanya ta chhandare
Ki guni karichu
Dhana heli mun andhare
Ki guni karichu
Dhana heli mun andhare ॥1॥
Andhara laudi are ashabadi
To bina bata andhara
To hata dhari bata chaluthile
Mora ba kahaku dara
Andhara laudi are ashabadi
To bina bata andhara
To hata dhari bata chaluthile
Mora ba kahaku dara
Tu' tha dure jete laduthibi tate
Bhalare hauki mandare..
Mo kala chandare
Dhanya to chhandare
Ki guni karichu
Dhana heli mun andhare
Ki guni karichu
Dhana heli mun andhare ॥2॥
Pada khasigale prana chalijae
Manisha jibana ei
Banka chahanire chahinthare dhana
Maribi to muhan chahin
Pada khasigale prana chalijae
Manisha jibana ei
Banka chahanire chahinthare dhana
Maribi to muhan chahin
Tu ara janamare habuki mo pua
Mashani jibi to kandhare..
Mo kala chandare
Dhanya to chhandare
Ki guni karichu
Dhana heli mun andhare ॥3॥
Mo kala chandare
Dhanya to chhandare
Ki guni karichu
Dhana heli mun andhare
Tu mane padigale
Ghara mahakuchi
Chandana karpura gandhare..
Mo kala chandare
Dhanya to chhandare
Ki guni karichu
Dhana heli mun andhare
Ki guni karichu
Dhana heli mun andhare
Ki guni karichu
Dhana heli mun andhare ॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
"Raha aare kaathuria" taa tike upload karibe sir aau "sandhya" poem taa....
ReplyDeleteଗଛ ଓ କାଠୁରିଆ ପ୍ରକାଶ କରିସାରିଛୁ । ଉପରେ ସର୍ଚ କରନ୍ତୁ ପାଇବେ । ସନ୍ଧ୍ଯା କବିତାଟିର ଦୁଇ ଧାଡି ଟିକେ କହିବେ କି ?
Delete- "ଦି ସ୍ମରଣିକା" ଟିମ୍
ଗଛ ଓ କାଠୁରିଆ କବିତା:
https://thesmaranika.blogspot.com/2020/05/gachha-o-kathuria-raha-are-lyrics-odia.html