Posts

Showing posts with the label ପୁଷ୍ପକ ପରିଡ଼ା

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ) - Tora Mora Prema Sara Duniata Janiba (Jebe Gaan Munda Masanire Jui Mora Jaliba) Lyrics

Image
== ଓଡ଼ିଆ == ଗୀତ : ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ପୁଷ୍ପକ ପରିଡ଼ା ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର ମସିହା : ୨୦୧୯ (ପୁ) ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ ସେ ହୃୟକୁ କିଏ ଯୋଡ଼ିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ ସେ ହୃୟକୁ କିଏ ଯୋଡ଼ିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ॥ (ପୁ) ପ୍ରେମ ଯଦି ହୁଏ ପବିତ୍ର ପାପ ମନୁଛି ମୁଁ ଗୋଟେ ପାପୀ ପ୍ରେମିକ ପ୍ରେମିକ..ମୁଁ ବେହିସାବୀ ବଣିକ ପ୍ରେମ ଯଦି ହୁଏ ପବିତ୍ର ପାପ ମନୁଛି ମୁଁ ଗୋଟେ ପାପୀ ପ୍ରେମିକ ପ୍ରେମିକ..ମୁଁ ବେହିସାବୀ ବଣିକ ସ୍ମୃତିକୁ ତୋର କରି ସନ୍ତକ ଜିଇଁ ମରିବି ଜୀବନ ଯାକ ମନ ଯେବେ ସ୍ମୃତି ତୋର ପାଶୋରି ଯିବ ମୋ ପ୍ରେମରେ କଳଙ୍କର ଦାଗ ଲାଗିବ ସେ ଦାଗ କିବା ଆଉ ଲିଭିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ସମସ୍ତେ) ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ପୁ) ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ ତୋର ମୋର ପ୍...

ଦେଖାହେଲା ଯେବେ ତୋ ସାଥେ (ତୁ ମୋର ଲାଗିଲୁ ତୁ ମୋର) - Dekhahela Jebe To Sathe (Tu Mora Lagilu Tu Mora) Lyrics

Image
== ଓଡ଼ିଆ == ଗୀତ : ଦେଖାହେଲା ଯେବେ ତୋ ସାଥେ ଭାଷା : ଓଡ଼ିଆ କଣ୍ଠ :  ହ୍ୟୁମାନ ସାଗର, ଦିପ୍ତୀରେଖା  ଗୀତିକାର : ପୁଷ୍ପକ ପରିଡ଼ା ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର ମସିହା : ୨୦୧୯ (ପୁ) ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର ତୁ ମୋର ଲାଗିଲୁ ତୁ ମୋର ଫେରିଲାନି ତୋ ଆଖିରୁ ଯେବେ ମୋ ନଜର ତୁ ମୋର ଲାଗିଲୁ ତୁ ମୋର (ଝି ) ଲୁଚି ଛପି ତୁ ଯେବେ ଆସି ଛାତି ତଳେ ମୋ ଗଲୁ ବସି ସେବେଠାରୁ ଲାଗିଲୁ ତୁ ନିଜଠୁ ବି ନିଜର (ପୁ) ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର ତୁ ମୋର ଲାଗିଲୁ ତୁ ମୋର ତୁ ମୋର ଲାଗିଲୁ ତୁ ମୋର ॥ (ପୁ) ମହୁଠାରୁ ବେଶି ମିଠା ତୋ କଥାରେ ହଜିଯାଏରେ ମୁଁ ଭିଜିଯାଏରେ (ଝି ) ହାଁ.. ବର୍ଷା ପରି ଛିଟା ଛିଟା ତୋ ଥଟ୍ଟାରେ ମରିଯାଏରେ ମୁଁ ଝରିଯାଏରେ (ପୁ) ଝରିଗଲା ତୋ ହସରୁ ଯେବେ ମୋତି କାକର ତୁ ମୋର ଲାଗିଲୁ ତୁ ମୋର (ଝି) ଚୁପି ଚୁପି ତୁ ଯେବେ ଆସି ପଲକରେ ମୋ ଗଲୁ ବସି ସେବେଠାରୁ ଲାଗିଗଲା ରଙ୍ଗ ଛିଟା ପ୍ରେମର ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର ତୁ ମୋର ଲାଗିଲୁ ତୁ ମୋର ତୁ ମୋର ଲାଗିଲୁ ତୁ ମୋର ॥୧॥ (ଝି) ରଫତା ରଫତା ତୋ ପ୍ରେମର ନିଶା ଲାଗେ ଭେଦିଯାଏରେ ମୋ ଛାତି ଭେଦିଯାଏରେ (ପୁ) ହୋ.. ହଫତା  ହଫତା ତୋ ପ୍ରେମର ଭାବନାରେ ମଜିରହେରେ ଏ ମନ ମଜିରହେରେ (ଝି) ଭାବନାରେ ଆସି ତୁ ଯେବେ ମନେ ତୋଳିଲୁ ଘର ତୁ ମୋର ଲାଗିଲୁ ତୁ ମୋର (ପୁ...

ମୋ ହୃଦୟ ବଦଳରେ ତମ ହୃଦୟ ଦବକି - Mo Hrudaya Badalare Tama Hrudaya Dabaki Lyrics

Image
== ଓଡ଼ିଆ == ଗୀତ : ମୋ ହୃଦୟ ବଦଳରେ ତମ ହୃଦୟ ଦବକି ଭାଷା : ଓଡ଼ିଆ କଣ୍ଠ : ଦିପ୍ତୀରେଖା, ସବିଶେଷ ମିଶ୍ର ଗୀତିକାର : ପୁଷ୍ପକ ପରିଡ଼ା ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ସମାଲ ମସିହା : ୨୦୧୯ (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ହାଁ.. ..ହାଁ..ହାଁ.. (ପୁ) ନାନା..ନାନା..ନା..ନା ନାନା..ନାନା..ନା..ନା ନାନା..ନାନା..ନା..ନା (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ତମ ଛଲକା ଛଲକା ହସ ଦେଖୁ ଦେଖୁ ମୁଁ ବେହୋସ (ଝି) ମନ ଚାହେଁ ପ୍ରେମ ସ୍ପର୍ଶ ଏକି ବୟସର ଦୋଷ (ପୁ) ହୁଁ..ଏତେ ଖାସ୍ ଲାଗ କାହିଁକି ଓ..ଓ..ଓ..ଓ..ଓ (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି ॥ (ପୁ) ଠିକ୍ ତମ ପରି ଖୋଜୁଥିଲି ଭାରି ଆଈମା ଗପର ରାଜକୁମାରୀ ହାଁ..ଆ..ଆ.. (ଝି) ହାଁ.. ମନ ମତେ ଆଜି ମାଗୁଛି ମଞ୍ଜୁରୀ ଶୁଣିବାକୁ ତମ ଶେରୁ ଶାୟରୀ ଭଲ ପାଉ ବୋଲି ଓଠ ଟିକେ ଖୋଲି ଭଲ ପାଉ ବୋଲି ଓଠ ଟିକେ ଖୋଲି କହି ଦେବକି ଓ..ଓ..ଓ..ଓ..ଓ ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି ॥୧॥ (ପୁ) ପରିଚୟ ମୋର ଥିଲା ଯାଯାବର ତ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ