Posts

Showing posts with the label Odia Humour

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ - Botala Bhangibi Gori To Duare Lyrics

Image
== ଓଡ଼ିଆ == ଗୀତ : ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ଭାଷା : ଓଡ଼ିଆ କଣ୍ଠ : ରଣଜିତ୍ ଗୀତିକାର : ଶିବନ ସ୍ୱାଇଁ ସଙ୍ଗୀତ ନିର୍ଦ୍ଦେଶକ : କେ ଆର୍ ସୌମ୍ୟ (ପୁ) ଝିଲି ଛାଡ଼ିଗଲା ମତେ ଲୋ ମିଲି ଛାଡ଼ିଗଲା ମତେ ପଟେଇଲି ଗୋରୀ ତତେ ଲୋ ପଟେଇଲି ଗୋରୀ ତତେ ହଁ..ଝିଲି ଛାଡ଼ିଗଲା ମତେ ଲୋ ମିଲି ଛାଡ଼ିଗଲା ମତେ ପଟେଇଲି ଗୋରୀ ତତେ ଲୋ ପଟେଇଲି ଗୋରୀ ତତେ କହୁଚୁ ବାଲାନ୍ସ ପକା ମତେ ବୁଲେଇ ସିନେମା ଦେଖା କହୁଚୁ ବାଲାନ୍ସ ପକା ମତେ ବୁଲେଇ ସିନେମା ଦେଖା ସାରିଦେଲୁଣି ମୋ ଟଙ୍କା ଲୋ ଗୋରୀ ସାରିଦେଲୁଣି ମୋ ଟଙ୍କା ଭଲରେ ଭଲରେ.. ହେଇଟି ଭଲରେ ଭଲରେ ନ ଆସିବୁ ଯଦି ମୋ ସାଥିରେ.. (ଝି) କ'ଣ କରିବ ? (ପୁ) ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ମୁଁ..ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ॥ (ପୁ) ଟଙ୍କା ମୋ ପାଖରେ ନାହିଁ ବୋଲି ଝିଲି ମୁହଁ ମୋଡ଼ି ଦେଇଗଲା ଟଙ୍କାର ଗଦିରେ ଶୁଇବ ବୋଲିକି ଟୋକିଟା ଉଚ୍ଛନ୍ନ ହେଲା (ଝି) ଏ ମା ସତରେ (ପୁ) ହାଁ..ଟଙ୍କା ମୋ ପାଖରେ ନାହିଁ ବୋଲି ଝିଲି ମୁହଁ ମୋଡ଼ି ଦେଇଗଲା ଟଙ୍କାର ଗଦିରେ ଶୁଇବ ବୋଲିକି ଟୋକିଟା ଉଚ୍ଛନ୍ନ ହେଲା ତୁ ତ କହନା ହଉଚୁ ଯେମିତି କଲେକ୍ଟରର ଝୁଅ ଘରେ ପଛେପଟେ ପାହୁଲା ନ ଥାଉ ଟାଇଲି କମ ନୁହଁ ଭଲରେ ଭଲରେ.. ହେଇଟି ଭଲରେ ଭଲରେ ପାଦ ନ ରଖିଲେ ମୋ'ରି ଘରେ.. ...

ଏ ଦଦୁଲୁ ବାପା (ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି) - E Dadulu Bapa (Toka Chhanduru Manduru Karuchi) Lyrics

Image
== ଓଡ଼ିଆ == ଗୀତ : ଏ ଦଦୁଲୁ ବାପା ଭାଷା : ଓଡ଼ିଆ ଆଲବମ : ବାଡୁଅ ପାଣି କଣ୍ଠ : ସଙ୍ଗିତା ମିଶ୍ର, ଶୁଭାଶିଷ ମହାକୁଡ   ମସିହା : ୨୦୦୦ (ଝି) ଏ ଦଦୁଲୁ ବାପା (ପୁ) ଓ.. (ଝି) ଏ ଦଦୁଲୁ ବାପା (ପୁ) ଆଏଁ.. (ଝି) ଖାଇଲ ପିଇଲ ଝୁଅକୁ ଦେଖିଲ ଯାହାତ କଲ କଲ ଏଏଣ୍ ମାଗୁଚ ତେଏଣ୍ ମାଗୁଚ ପୁଅକି ଅମୂଲମୂଲ ପୁଅ କ'ଣ କରୁଚି କି ? (ପୁ) ଆମ ଟୋକା ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ହେଲେ ବହୁତ ହୁନ୍ଦର ଜାଣିଚି ସିଏ ଯେତେକ ନଫଡ଼ା କରୁଚି ଏବେ କଲେଜରୁ ତଡ଼ା ଖାଇଚି ନେତାଗିରି ଟିକେ କରୁ କରୁ ସିଏ ଠିକାଦାର ବନିଯାଇଚି ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ତାର ଚା'ଲ ବଦଳି ଯାଇଚି କେବେ ହାଲ ବେହାଲ ହେଉଚି ସିଏ ବହୁତ ସୁନ୍ଦର ଜାଣିଚି (ଝି) ଏ ବୋପା ଲୋ ଏ ଦଦୁଲୁ ବାପା (ପୁ) ଓ.. (ଝି) ଏ ଦଦୁଲୁ ବାପା (ପୁ) ଆଏଁ.. ॥୧॥ (ଝି) ଏ ଦଦୁଲୁ ବାପା (ପୁ) ଓ.. (ଝି) ଏ ଦଦୁଲୁ ବାପା (ପୁ) ଆଏଁ.. (ଝି) ଅକଲ କଇଲ ଚକଲ କଇଲ ହୋସ୍ ଉଡ଼େଇ ଦଲ ଜମି ମାଗୁଚ ବାଡ଼ି ମାଗୁଚ କଥାଟା କହୁଚ ଭଲ ପୁଅ ଘର କରିନି କି ? (ପୁ) ଆମ ଟୋକା ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ଏବେ ବିଲିଡର ବନିଯାଇଚି ପୁଣି ବୋତଲ ପାଣି ସେ ପିଉଚି ଖାଲି ଚିକେନ୍ ପକୋଡ଼ା ଖାଉଚି ଫୁଲନଖରାରୁ ରାଜଧାନୀ ଯାଏଁ ପ୍ଲଟିଙ୍ଗ୍ କରି ସେ ବିକୁଚି ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ପୁଣି ଭୁବନେଶ୍ୱର ରେ ରହୁଚି ହେ...

ଦଶଟା ବେଳେ ଚାଲ କାର୍ଯ୍ୟାଳୟ - Dashata Bele Chala Karjyalaya Lyrics

Image
== ଓଡ଼ିଆ == ଗୀତ : ଦଶଟା ବେଳେ ଚାଲ କାର୍ଯ୍ୟାଳୟ ଭାଷା : ଓଡ଼ିଆ କଣ୍ଠ : ଅକ୍ଷୟ ମହାନ୍ତି ମସିହା : ୧୯୭୦ ଦଶଟା ବେଳେ ଚାଲ କାର୍ଯ୍ୟାଳୟ ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ ଦଶଟା ବେଳେ ଚାଲ କାର୍ଯ୍ୟାଳୟ ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ  ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ ଦଶଟା ବେଳେ ଚାଲ କାର୍ଯ୍ୟାଳୟ ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ  ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ॥ ଘରଣୀ ତ ଗୋଟେ ଚିତ୍ରାଳୟ ଆଲମାରି ତାଙ୍କ ବସ୍ତ୍ରାଳୟ ଘରଣୀ ତ ଗୋଟେ ଚିତ୍ରାଳୟ ଆଲମାରି ତାଙ୍କ ବସ୍ତ୍ରାଳୟ ସଉକ ତାଙ୍କର ପ୍ରେକ୍ଷାଳୟ ସ୍ଵାମୀଙ୍କ ପକେଟ ମୁଦ୍ରାଳୟ ସଉକ ତାଙ୍କର ପ୍ରେକ୍ଷାଳୟ ସ୍ଵାମୀଙ୍କ ପକେଟ ମୁଦ୍ରାଳୟ ସ୍ଵାମୀଙ୍କର ଲାଗି ଘର ବିଚାରାଳାୟ  ସ୍ଵାମୀଙ୍କର ଲାଗି ଘର ବିଚାରାଳାୟ ସ୍ତିରିଙ୍କର ଲାଗି ଘର ସଚିବାଳାୟ ସ୍ତିରିଙ୍କର ଲାଗି ଘର ସଚିବାଳାୟ ଦଶଟା ବେଳେ ଚାଲ କାର୍ଯ୍ୟାଳୟ ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ  ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ ॥୧॥ ଅଫିସି ଟା ଆଜି ନିଦ୍ରାଳୟ  ବାଟଘାଟ ସବୁ ପ୍ରେମାଳୟ ଅଫିସି ଟା ଆଜି ନିଦ୍ରାଳୟ  ବାଟଘାଟ ସବୁ ପ୍ରେମାଳୟ ଝିଅଙ୍କର ମେଳ ଚର୍ଚ୍ଚାଳୟ ଘରଣୀଙ୍କୁ ବିଷ ଶଶୁରାଳୟ ଝିଅଙ୍କର ମେଳ ଚର୍ଚ୍ଚାଳୟ ଘରଣୀଙ୍କୁ ବିଷ ଶଶ...

କାଉ ଧନ ଖାଇଲା ବୋଲି ମାଇଲୁ ଏତେ - Kau Dhana Khaila Boli Mailu Ete Lyrics

Image
== ଓଡ଼ିଆ == ଗୀତ : କାଉ ଧନ ଖାଇଲା ବୋଲି ମାଇଲୁ ଏତେ ଭାଷା : ଓଡ଼ିଆ ଚଳଚିତ୍ର : ସଉତୁଣୀ କଣ୍ଠ : ତାନସେନ୍ ସିଂ, ଏସ୍. ଜାନକୀ  ଗୀତିକାର : ସୁରେନ୍ଦ୍ର ବିଦ୍ୟାଧର ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ (ଝି) ଅଁ.. ହଁ..ହଁ..ହଁ..ହଁହଁହଁ କାଉ ଧନ ଖାଇଲା ବୋଲି..ହିଁ କାଉ ଧନ ଖାଇଲା ବୋଲି ମାଇଲୁ ଏତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ (ପୁ) ବାପଘର ଯିବୁ ତୁ ଚାଲି ଦେଖାନି ଛଇ (ଝି) ଆଁ.. (ପୁ) ବାପଘର ଯିବୁ ତୁ ଚାଲି ଦେଖାନି ଛଇ ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ ଏ ଚିମ୍ପି.. ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ ॥୧॥ (ଝି) ଜାଣିବୁ ମଜା କେତେ ଖାଇଲେ ହାତେ ରାନ୍ଧି ନିସ ତ ଯିବ ପୋଡ଼ି ସକଉଥିବୁ କାନ୍ଦି ଜାଣିବୁ ମଜା କେତେ ଖାଇଲେ ହାତେ ରାନ୍ଧି ନିସ ତ ଯିବ ପୋଡ଼ି ସକଉଥିବୁ କାନ୍ଦି (ପୁ) ନିସ ପଛକେ ପୋଡ଼ି ମୋ ଯାଉ ଚୁଲି ଫୁଙ୍କିବି ନ ଡରି ଆଉ ତୋର ଗୁମାନ ଯେତେ ଲୋ ଭାଙ୍ଗିବି ମୁହିଁ ପଛେ ମଠକୁ ଯିବି ମୁଁ ବାବାଜି ହୋଇ ତୋର ଗୁମାନ ଯେତେ ଲୋ ଭାଙ୍ଗିବି ମୁହିଁ ପଛେ ମଠକୁ ଯିବି ମୁଁ ବାବାଜି ହୋଇ (ଝି) କାଉ ଧନ ଖାଇଲା ବୋଲି ମାଇଲୁ ଏତେ କାଉ ଧନ ଖାଇଲା ବୋଲି ମାଇଲୁ ଏତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ ଆଁ.. ॥୨॥ (ଝି) ଗଳାରେ ଦେବି ଫାଶୀ ଜହର ଦ...

ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ - Maichiaa Gokhei Sahu Maipa Hataru Kahuni Khau Lyrics

Image
== ଓଡ଼ିଆ == ଗୀତ : ମାଇଚିଆ ଗୋଖେଇ ସାହୁ ଭାଷା : ଓଡ଼ିଆ କଣ୍ଠ :  ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି ମସିହା : ୧୯୮୧ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ଅଣ୍ଡିରାପଣ ତା’ ଚୁଲିକି ଆରେ.. ଅଣ୍ଡିରାପଣ ତା’ ଚୁଲିକି ଓ.. ଅଣ୍ଡିରାପଣ ତା’ ଚୁଲିକି ଯାଉ ମାଇପ ପାଖରେ କୁଁ..କୁଁ କୁଁକୁଁ..କୁଁକୁଁ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ॥ ବାହାରେ ହୁଏ ସେ ବାଘ ସମ୍ଭାଳି ପାରେନା ରାଗ ବାହାରେ ହୁଏ ସେ ବାଘ ସମ୍ଭାଳି ପାରେନା ରାଗ କଥାକୁହ ରଖି ବାଗ ଗାଲରେ ଦେବ ସେ ଦାଗ କଥାକୁହ ରଖି ବାଗ ଗାଲରେ ଦେବ ସେ ଦାଗ ବାହାରେ କୁହେ ସେ ଜାଣମ ବାହାରେ କୁହେ ସେ ଜାଣମ ଆରେ.. ବାହାରେ କୁହେ ସେ ଜାଣ ମୋ ଦାଉ ମାଇପ ପିଠିରେ ହୁଏ ମୁଁ ଲାଉ ଉଁହୁଁ..ଉଁହୁଁ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ॥୧॥ କହେ ସେ ରଖିବି ମୁହିଁ ଘରେ ମୋର ଆଠ ରାଣୀ କହେ ସେ ରଖିବି ମୁହିଁ ଘରେ ମୋର ଆଠ ରାଣୀ ଆଠ ରାଣୀ ପାଇଁ ପୁଣି ବତିଶି ଚାକରାଣୀ ଆଠ ରାଣୀ ପାଇଁ ପୁଣି ବତିଶି ଚାକରାଣୀ ବାହାରେ କୁହେ ସେ ଦେଖେଇ ଆରେ..ବାହାରେ କୁହେ ସେ ଦେଖେଇ ଆରେ..ବାହାରେ କୁହେ ସେ ଦେଖେଇ ଦାଉ ମାଇପକୁ ମାରେ ଦାଉଁ ଦାଉଁ ଦାଉଁ..ଦାଉଁ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ॥୨॥ ମାଇଚିଆ ଗୋଖ...

ସାବି ସାବି ତୁ ତ ମୋର ନାଲିପାନ ବିବି - Sabi Sabi Tu Ta Mora Nalipana Bibi Lyrics

Image
== ଓଡ଼ିଆ== ଫିଲ୍ମଗୀତ : ସାବି ସାବି ତୁ ତ ମୋର ନାଲିପାନ ବିବି ଭାଷା : ଓଡ଼ିଆ ଚଳଚିତ୍ର : ବନ୍ଧନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର ମସିହା : ୧୯୬୯ ଆଲୋ ଏ ସାବି.. ତୁ ମୋର କିସ୍ମତ୍ ର ଚାବି ତୁ କୁଆଡ଼େ ଗଲୁ ଲୋ.. ତୋତେ ମୁଁ ମଲିଣି ରାବି ରାବି ସାବି ସାବି.. ତୁ ତ ମୋର ନାଲିପାନ ବିବି ସାବି ସାବି.. ତୁ ତ ମୋର ନାଲିପାନ ବିବି ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି ଆଲୋ.. ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି ହେଲେ ମୁଁ ତ ତତେ ଦିନେ ତୋ ସାହିରୁ ଉଡ୍ଡେଇ ନେବି ସାବି ସାବି.. ତୁ ତ ମୋର ନାଲିପାନ ବିବି ସାବି ସାବି.. ତୁ ତ ମୋର ନାଲିପାନ ବିବି ॥୧॥ ତୁ ତ ମୋର ଗୋଲାପ ତୋଡ଼ା ତୋ ବିନେ ମୋ ଘର ଉଜୁଡ଼ା ତୋ ବାପ ମୋ ଶ୍ୱଶୁର ବୁଢ଼ା ସେ ନମ୍ବରୀ ବଉଁଶ ବୁଡ଼ା ତୁ ତ ମୋର ଗୋଲାପ ତୋଡ଼ା ତୋ ବିନେ ମୋ ଘର ଉଜୁଡ଼ା ତୋ ବାପ ମୋ ଶ୍ୱଶୁର ବୁଢ଼ା ସେ ନମ୍ବରୀ ବଉଁଶ ବୁଡ଼ା ତୋତେ ସେ ଶିଖେଇ ନେଲା ମୋ'ଠାରୁ ଛଡ଼େଇ ଆଲୋ.. ତତେ ସେ ଶିଖେଇ ନେଲା ମୋ'ଠାରୁ ଛଡ଼େଇ ହେଲେ ମୁଁ ତ ଦିନେ ତାକୁ ପାନେ ମଜା ଚଖେଇ ଦେବି ସାବି ସାବି.. ସାବି ସାବି.. ତୁ ତ ମୋର ନାଲିପାନ ବିବି ସାବି ସାବି.. ତୁ ତ ମୋର ନାଲିପାନ ବିବି ॥୨॥ ମୁଁ ଗେରସ୍ତ ତୁ ମୋ ଘରଣୀ ମୁଁ ବାଇୟା ତୁ ମୋ ବାୟାଣୀ ତୁ ଛାଡ଼ିବୁ ଯେବେ ରାଗେଣୀ ମୁଁ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ