Posts
Showing posts with the label ପ୍ରଭୂଦତ୍ତ ପ୍ରଧାନ
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଭାଷା : ସମ୍ବଲପୁରୀ କଣ୍ଠ : ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ ଗୀତିକାର : କାର୍ତ୍ତିକେଶ୍ୱର ନାୟକ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ (ପୁ+ଝି) ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ପୁ) ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ଝି) କେତେ ବରନ୍ ହେସି ଫୁଲର୍ ଫଗୁନ (ପୁ) ଫଗୁନ ମାସରେ ଦୁଲ ଯାତରା (ପୁ+ଝି) ଯାତରା କେ ଯିମା ଉଦିଆ ତରା ଯମୁନାର୍ କୁଲେ କଦମର୍ ମୂଲେ ମନ୍ ମହୁଥିବା ବଇଁଶୀ ସୁରେ ଫଗୁ ଉଡ଼ୁଥିବା ସହିଲୋ ଫଗୁ ଉଡ଼ୁଥିବା ସହିଲୋ ମଦୁର ଚୁଲେ ମଦୁର ଚୁଲେ ମଦୁର ଚୁଲେ କା ଡାଲଖାଇରେ ॥୧॥ (ପୁ+ଝି) ଡାଲଖାଇରେ ଡାଲଖାଇରେ ସୁରୁ ସୁରୁ ଲାଲ ଗିରେଲ ଫୁଲ (ପୁ) ସୁରୁ ସୁରୁ ଲାଲ ଗିରେଲ ଫୁଲ ସୁରୁ ସୁରୁ ଲାଲ ଗିରେଲ ଫୁଲ (ଝି) କିଣିଯିମା ଚାଲ ଦେମୁଲ ଝାର (ପୁ) ଆରେ.. ଦେମୁଲ ଝାରେଦେ ଥିମା ମହୁଲ (ପୁ+ଝି) ମହୁଲ ମାଗାନେ ହୋଇମା ଭୁଲ ବାଜିବା ଢୁଲ ଚାଙ୍ଗୁ ମାନ୍ଦଲ ଝମକୁଥିବା କା ଗୁଣର୍ ପାଞ୍ଜଲ ଝାଇଁ ମାରିନେବା ସହିଲୋ ଝାଇଁ ମାରିନେବା ସହିଲୋ କଲା କଜଲ କଲା କଜଲ କଲା କଜଲ କେ ଡାଲଖାଇରେ ॥୨॥ (ପୁ+ଝି) ଡାଲଖାଇରେ ଡାଲଖାଇରେ ବାସ ଗହଗହ ଆମ ବଉଲ (ପୁ) ବାସ ଗହଗହ ଆମ ବଉଲ ବାସ ଗହଗହ ଆମ ବଉଲ (ଝି) ଲାଲ ଚହଚ...
ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ - Le Le Le Baula Khosar Tale Mali Phula Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଲେ ଲେ ଲେ ବଉଲ ଭାଷା : ସମ୍ବଲପୁରୀ କଣ୍ଠ : ବିଭୂତି ପଟ୍ଟନାୟକ ଗୀତିକାର : ରାମପ୍ରସାଦ ପୁରୋହିତ ସଂଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ଦୁତିଆ ଜହ୍ନକେ ମରୁଛେ ଠାର ହାଏରେ ବଉଲ କିଏ ଦେବା ତାର୍ ମୁଲରେ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥ ଦେଖିଥିଲି ତତେ ଦୁତିଆ ଦିନେ ଗାଁର୍ ମଝା ଖୁଲି ଯାତରେ ଥାନେ ଦେଖିଥିଲି ତତେ ଦୁତିଆ ଦିନେ ଗାଁର୍ ମଝା ଖୁଲି ଯାତରେ ଥାନେ ଚିକନ ଖରା ଉଦିଆ ତରା ହାଏରେ ବଉଲ ତୋର୍ ଲାଗି ମୋର୍ ମନ ବିକଲ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୧॥ ଧାରା ଶିରାବନ ବରଷା ରାତି କଥା ନେଇ କହେଲେ ଫାଟୁଛେ ଛାତି ଧାରା ଶିରାବନ ବରଷା ରାତି କଥା ନେଇ କହେଲେ ଫାଟୁଛେ ଛାତି ଏ ଭାପ ତୋର ମୁନୁଗା ଚେର ହାଏରେ ବଉଲ ଛନ ଛନ ଆଖିର୍ କଜଲର୍ ଗାର ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୨॥ ଝଲମଲ କରେ ମୁହୁ ଦର୍ପନ ଘଡ଼ିମାରି ଧନ ଉଦୁଛେ ଜହ୍ନ ଝଲମଲ କରେ ମୁହୁ ଦର୍ପନ ଘଡ଼ିମାରି ଧନ ଉଦୁଛେ ଜହ୍ନ ବାହାଲ ଚନା ଲାଗୁଛେ ବନା ହାଏରେ ବଉଲ ସତେ ହେମା କାଏଁ କନିଆ ବର ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୩॥ YouTube ରେ ଲେ ଲେ ଲେ ବଉଲ ଗୀତଟିର ମୂଳ ରେକର...
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଭାଷା : ସମ୍ବଲପୁରୀ କଣ୍ଠ : ଜିତେନ୍ଦ୍ର ହରିପାଲ ଗୀତିକାର : ବିନୋଦ କୁମାର ପଶାୟତ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ କଲାକାହ୍ନୁ ହୋ.. ଆହା ପ୍ରଭୁ ବନମାଲୀ ନାଇଁ ଶୁନ ଗୁହାରୀ ମୋହନ୍ ବଏଁଶୀଧାରୀ ପ୍ରଭୁ ଡାକି ଡାକି ଥକି ଗଲି ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ କୃଷ୍ଣ କେ କରିଛେ ମୁଇଁ ଜୀବର ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୧॥ ଗିରିଗୋବର୍ଦ୍ଧନ ଧରା ଭାବ ବିନୋଦିଆ ମୋହନ ଭାବ ବିନୋଦିଆ ଯମୁନା ତଟିଆ କାହ୍ନୁ କଦମମୁଲିଆ ରେ କାହ୍ନୁ କଦମମୁଲିଆ ବଇଁଶୀ ବଜେଇ ରାଧା ଗୁରୀର୍ ମୋହି ନେଲା ମନ ଗୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୨॥ କେତେ ଗାଦି କେତେ ଧାମ ନୁରି ଥକିଗଲି ମୋହନ ନୁରି ଥକି ଗଲି କେନେ ହେଲେ କଲିଆ କାହ୍ନୁର୍ ଦେଖା ନାଇ ପାଇଲି ହୋ ମୁଇଁ ଦେଖା ନାଇ ପାଇଲି ତାହାର୍ ବିନା ଛିନା ମୋର ମନ ବୃନ୍ଦାବନ ଗୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କ...
ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା - Rangabati Rangabati Kanakalata Hasi Pade Kahala Katha Lyrics
- Get link
- X
- Other Apps
ଗୀତଟିରେ କିଛି ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ରଙ୍ଗବତୀ ରଙ୍ଗବତୀ କନକଲତା ଭାଷା : ସମ୍ବଲପୁରୀ କଣ୍ଠ : ଜିତେନ୍ଦ୍ର ହରିପାଲ, କ୍ରିଷ୍ଣା ପଟେଲ ଗୀତିକାର : ମିତ୍ରଭାନୁ ଗୌନ୍ତିଆ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ (ପୁ) ହେ ରଙ୍ଗବତୀ ରେ ରଙ୍ଗବତୀ ହୋ ରଙ୍ଗବତୀ ରେ ରଙ୍ଗବତୀ ହେ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା ହାଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା (ଝି) ହଇଗୋ ଲାଜେ ଲାଜେ ଗୋ ଲାଜେ ଲାଜେ ଏ ଲାଜେ ଲାଜେ ଗୋ ଲାଜେ ଲାଜେ ହାଏ.. ଲାଜେ ଲାଜେ ନଇଁ ଯାଇଛେ ମଥା ଗୋ ନାଇଁକର ନାଇଁକର ଅଥା ଏ.. ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ନାଇଁକର ନାଇଁକର ଅଥା (ପୁ + ଝି) ସପନ ରଜା ସପନ ସପନ ରଜା ସପନ ରାନି ତାଗେ ସୁତା ମାଲେ ହେଲାତ ଗୁଁଥା (ପୁ) ରଙ୍ଗବତୀ ରଙ୍ଗବତୀ ॥ (ଝି) ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ ହେ.. ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ (ପୁ) ମନେ ମଲି ମହକନ ଗୋ ମନେ ମଲି ମହକନ ମନେ ମଲି ମହକନ ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ ହାଏ.. ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ (ପୁ + ଝି) ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଟୁହୁ ଟୁହ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର...
ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...