Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା - Chandana Lepidebi Ki Shriange Manima

 ==ଓଡ଼ିଆ==

ଗୀତ : ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ  
ଭାଷା : ଓଡ଼ିଆ
କଣ୍ଠ : କବିତା କୃଷ୍ଣମୂର୍ତ୍ତି
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର



ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା
ଲେପିଦେବି କି ଶ୍ରୀଅଙ୍ଗେ
ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା
ଲେପିଦେବି କି ଶ୍ରୀଅଙ୍ଗେ
ଶ୍ରୀଅଙ୍ଗ ପରାସ ହୋଇଥିବ ପରା
ଶ୍ରୀଅଙ୍ଗ ପରାସ ହୋଇଥିବ ପରା
ପହଣ୍ଡିରେ ନାଚି ନାଚି ଭକତ ସଙ୍ଗେ
ଲେପିଦେବି କି ଶ୍ରୀଅଙ୍ଗେ ମଣିମା
ଲେପିଦେବି କି ଶ୍ରୀଅଙ୍ଗେ ॥


ଯିବାକୁ ଗୁଣ୍ଡିଚାଘର ସରିଲାନି ତର
ଜର ଦେହୁ ଉଠୁ ଉଠୁ ହୋଇଲ ବାହାର
ଯିବାକୁ ଗୁଣ୍ଡିଚାଘର ସରିଲାନି ତର
ଜର ଦେହୁ ଉଠୁ ଉଠୁ ହୋଇଲ ବାହାର
ନଅ ଦିନ ନଅ ରାତି ଭକତ ଗହଳେ
ନଅ ଦିନ ନଅ ରାତି ଭକତ ଗହଳେ
ନଥିବଟି ନିଦ ତୁମ ନୟନ ଯୁଗଳେ
ନଥିବଟି ନିଦ ତୁମ ନୟନ ଯୁଗଳେ
ମୋ କୋଳେ ପହୁଡ଼ିବ କି ଆନନ୍ଦେ ମଣିମା
ପହୁଡ଼ିବ କି ଆନନ୍ଦେ
ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି
ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି
ଶ୍ରୀ ଗୀତ ଗୋବିନ୍ଦ ଗାଇ ତ୍ରିପାଟା ଛନ୍ଦେ
ପହୁଡ଼ିବ କି ଆନନ୍ଦେ ମଣିମା
ପହୁଡ଼ିବ କି ଆନନ୍ଦେ ॥୧॥


ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ
ନଅ ଦିନ ନଅ ଯୁଗ ହୋଇଲା ହେ ନାଥ
ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ
ନଅ ଦିନ ନଅ ଯୁଗ ହୋଇଲା ହେ ନାଥ
ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ
ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ
ତୁମ ବିନୁ ଦେହ ଥିଲା ନଥାଇ ପରାଣ
ତୁମ ବିନୁ ଦେହ ଥିଲା ନଥାଇ ପରାଣ
ଏତିକି ରଖିବ କି ମୋ ଗୁହାରି ମଣିମା
ରଖିବ କି ମୋ ଗୁହାରି
ଥିବା ଯାଏ ଜୀବ ଦୂରେଇ ନ ଦେବ
ଥିବା ଯାଏ ଜୀବ ଦୂରେଇ ନ ଦେବ
ଏ ଦୀନଦାସୀ କୁ ପ୍ରଭୁ ଚରଣ ତୁମରି
ରଖିବ କି ମୋ ଗୁହାରି ମଣିମା
ରଖିବ କି ମୋ ଗୁହାରି

ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା
ଲେପିଦେବି କି ଶ୍ରୀଅଙ୍ଗେ
ଶ୍ରୀଅଙ୍ଗ ପରାଶ ହୋଇଥିବ ପରା
ଶ୍ରୀଅଙ୍ଗ ପରାଶ ହୋଇଥିବ ପରା
ପହଣ୍ଡିରେ ନାଚି ନାଚି ଭକତ ସଙ୍ଗେ
ଲେପିଦେବି କି ଶ୍ରୀଅଙ୍ଗେ ମଣିମା
ଲେପିଦେବି କି ଶ୍ରୀଅଙ୍ଗେ ॥୨॥


ଶବ୍ଦାର୍ଥ
ପରାସ - ଦରଜ, ବ୍ୟଥା
ପହୁଡ଼ିବା - ପାହାଡ଼ିବା, ସୁଖନିଦ୍ରାରେ ଶୋଇବା


YouTube ରେ ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ


 
ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା:   
କବିତା କୃଷ୍ଣମୂର୍ତ୍ତି ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ ଭଜନ ଗୀତ “ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।




==English==

Song : Chandana Lepidebi Ki Shriange  
Language : Odia
Singer : Kavita Krishnamurthy
Music Director : Prafulla Kar



Chandana lepidebi ki Shriange Manima
Lepidebi ki Shriange
Chandana lepidebi ki Shriange Manima
Lepidebi ki Shriange
Shrianga parasha hoithiba para
Shrianga parasha hoithiba para
Pahandire nachi nachi bhakata sange
Lepidebi ki Shriange Manima
Lepidebi ki Shriange ॥


Jibaku Gundichaghara sarilani tara
Jara dehu uthu uthu hoila bahara
Jibaku Gundichaghara sarilani tara
Jara dehu uthu uthu hoila bahara
Na dina na rati bhakata gahale
Na dina na rati bhakata gahale
Nathibati nida tuma nayana jugale
Nathibati nida tuma nayana jugale
Mo kule pahudiba ki anande Manima
Pahudiba ki anande
Shri Gita Gibinda gai Tripata chhande
Pahudiba ki anande Manima
Pahudiba ki anande ॥1॥


Bairi hoila mote Shri Gundicha Jata
Na dina Na juga hoila hey Natha
Bairi hoila mote Shri Gundicha Jata
Na dina Na juga hoila hey Natha
Jyoti binu dipa jenhe jala binu mina
Jyoti binu dipa jenhe jala binu mina
Tuma binu deha thila nathai parana
Tuma binu deha thila nathai parana
Etiki rakhiba ki mo guhari Manima
Rakhiba ki mo guhari
Thiba jae jiba durei na deba
Thiba jae jiba durei na deba
E dinadasi ku prabhu Charana Tumari
Rakhiba ki mo guhari Manima
Rakhiba ki mo guhari

Chandana lepidebi ki Shriange Manima
Lepidebi ki Shriange
Shrianga parasha hoithiba para
Shrianga parasha hoithiba para
Pahandire nachi nachi bhakata sange
Lepidebi ki Shriange Manima
Lepidebi ki Shriange ॥2॥


Chandana Lepidebi Ki Shriange Manima:   
Lyrics of song “Chandana Lepidebi Ki Shriange Manima..”, sung Kavita Krishnamurthy, music directed by Prafulla Kar on “The Smaranika” in Odia and English.


Keywords: Chandana Lepidebi Ki Shriange Manima, Kavita Krishnamurthy, Prafulla Kar, Odia Bhajan Lyrics, Jagannath Bhajan, ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା, କବିତା କୃଷ୍ଣମୂର୍ତ୍ତି, ପ୍ରଫୁଲ୍ଲ କର, ଭଜନ ଓଡ଼ିଆ, ଜଗନ୍ନାଥ ଭଜନ,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on hasi hasaiba sakala jane lyrics odia: “ଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ ”

Anonymous commented on shrita kamla kucha mandala mangala geetam shri jayadev krita gita govinda lyrics odia sanskrit english: “ମୁଁ ଆସିଛି ଦେଖୀ ମୋ କଳା ବଦନ କୁ ଭଜନ ଦରକାର୍ ”

The Smaranika commented on bana o bani dekhila kuna lyrics odia: “ଏମିତି ବହୁ କବିତା ଅଛି ଜାହାର ରଚୟିତାଙ୍କ ନାମ ବହିରେ ନାହିଁ । ସେଥିପାଇଁ ଆମେ କବି / ଲେଖକଙ୍କ ନାମ ଦେଇପାରିନାହୁଁ ସେଇ ସବୁ ଲେଖା ଗୁଡ଼ିକରେ ।…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ