ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ - Dhaga Sundar He Prabhu Nilachala Natha Lyrics
== ଓଡ଼ିଆ ==
ଭଜନ : ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଭାଷା : ଓଡ଼ିଆ
ଆଲବମ : ଶଙ୍ଖଚକ୍ର
କଣ୍ଠ : ଭିକାରି ବଳ
ଗୀତିକାର : ଭୁବନ ମୋହନ ଦାଶ
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ମସିହା : ୧୯୯୮
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଳି ଢଳି ମଣି ବିମାନରେ ଚଢ଼ି
ଢଳି ଢଳି ମଣି ବିମାନରେ ଚଢ଼ି
ଯାଉଛ ହଲାଇ ମାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥
ଢୁଳାଇ ଢୁଳାଇ ପୂଜାପଣ୍ଡା ଚାଲେ
ଧରି କମଣ୍ଡଳୁ ହାତ
ଢୋଲ ପେଏଁକାଳି ଶଙ୍ଖ ଘଣ୍ଟ ଧ୍ଵନୀ
କମ୍ପିଉଠୁଛି ଜଗତ
ଢକା ବାଜୁଅଛି ନରେନ୍ଦ୍ର ତଟରେ
ଢକା ବାଜୁଅଛି ନରେନ୍ଦ୍ର ତଟରେ
ହେଉଛି ଚନ୍ଦନ ଯାତ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୧॥
ଢେଉ ପରି ନରନାରୀ ଛୁଟିଛନ୍ତି
ଦେଖିବେ ଚାପେ ଶ୍ରୀନାଥ
ଢମପଣେ ମଲ୍ଲୀମାଳକୁ ଝୁଲାଇ
ହଲାଇ ଚାଲନ୍ତି ବାଟ
ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି
ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି
ଆମୋଦେ କରନ୍ତି ସଙ୍ଗୀତ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୨॥
ଢଳ ଢଳ ନେତ୍ରେ ଆନନ୍ଦ ଉଲ୍ଲାସେ
ଲୋଟାନ୍ତି ଶ୍ରୀପଦେ ମାଥ
ଢିମା ପଥର ହେ ଚାପଭୋଗ ସାରି
କର ନୀଳାଦ୍ରି ମଣ୍ଡିତ
ଢାଳି ନେତ୍ରବାରେ ଅନା ଏ ଦାସରେ
ଢାଳି ନେତ୍ରବାରେ ଅନା ଏ ଦାସରେ
ପ୍ରସାରି ଅଭୟ ହାତ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଳି ଢଳି ମଣି ବିମାନରେ ଚଢ଼ି
ଢଳି ଢଳି ମଣି ବିମାନରେ ଚଢ଼ି
ଯାଉଛ ହଲାଇ ମାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ପ୍ରଭୁ ନୀଳାଚଳ ନାଥ
ପ୍ରଭୁ ନୀଳାଚଳ ନାଥ ॥୩॥
ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ:
ଭିକାରୀ ବଳ ଙ୍କ କଣ୍ଠରେ, ସରୋଜ ନନ୍ଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଭୁବନ ମୋହନ ଦାଶ ଙ୍କ ରଚିତ ୧୯୯୮ ମସିହାର ଓଡ଼ିଆ ଭଜନ ଆଲବମ “ଶଙ୍ଖଚକ୍ର” ଗୀତ “ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
YouTube ରେ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
== English ==
Bhajan : Dhaga Sundar He Prabhu Nilachala Natha
Language : Odia
Album : Shankhachakra
Singer : Bhikari Bala
Lyricist : Bhuban Mohan Dash
Music Director : Saroj Nanda
Year : 1998
Dhaga sundara he Prabhu Nilachala Natha
Dhaga sundara he Prabhu Nilachala Natha
Dhali dhali mani bimanare chadhi
Dhali dhali mani bimanare chadhi
Jauchha halai matha
Dhaga sundara he Prabhu Nilachala Natha
Dhaga sundara he Prabhu Nilachala Natha ॥
Dhulai dhulai pujapanda chale
Dhari kamandalu hata
Dhola peenkali shankha ghanta dhwani
Kampiuthuchhi jagata
Daka bajuachhi Narendra tatare
Daka bajuachhi Narendra tatare
Heuchhi chandana jata
Dhaga sundara he Prabhu Nilachala Natha
Dhaga sundara he Prabhu Nilachala Natha ॥1॥
Dheu pari naranari chhutichhanti
Dekhibe chape Shrinatha
Dhamapane mallimalaku jhulai
Halai chalanti bata
Dhulu dhulu akhi bata bhanga chakhi
Dhulu dhulu akhi bata bhanga chakhi
Aamode karanti sangita
Dhaga sundara he Prabhu Nilachala Natha
Dhaga sundara he Prabhu Nilachala Natha ॥2॥
Dhala dhala netre ananda ullase
Lotanti Shripade matha
Dhima pathara he chapabhoga sari
Kara Niladri mandita
Dhali netrabare ana e dasare
Dhali netrabare ana e dasare
Prasari abhaya hata
Dhaga sundara he Prabhu Nilachala Natha
Dhaga sundara he Prabhu Nilachala Natha
Dhali dhali mani bimanare chadhi
Dhali dhali mani bimanare chadhi
Jauchha halai matha
Dhaga sundara he Prabhu Nilachala Natha
Dhaga sundara he Prabhu Nilachala Natha
Prabhu Nilachala Natha
Prabhu Nilachala Natha ॥3॥
Dhaga Sundar He Prabhu Nilachala Natha:
Lyrics of song “Dhaga Sundar He Prabhu Nilachala Natha”, sung by Bhikari Bala, music directed by Saroj Nanda, lyrics by Bhuban Mohan Dash, from Odia Bhajan album "Shankhachakra", released in the year 1998 on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...