Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପତିତପାବନ ବାନା ଆଉ କେତେ ବେଳକୁ - Patitapabana Bana Aau Kete Belaku Lyrics

== ଓଡ଼ିଆ ==

ଭଜନ : ପତିତପାବନ ବାନା ଆଉ କେତେ ବେଳକୁ
ଭାଷା : ଓଡ଼ିଆ
ଆଲବମ : ସଂଗ୍‌ସ୍‌ ଫ୍ରମ ପିପୁଲସ୍ ସୋଲ
କଣ୍ଠ : ସିକନ୍ଦର ଆଲାମ୍ (୧୯୩୯-୨୦୧୦)
ଗୀତିକାର : ଗଜପତି ବୀରକେଶରୀ ଦେବ (୧୭୩୭-୧୭୯୩)
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ
ମସିହା : ୧୯୭୬



ପତିତପାବନ ବାନା ଆଉ କେତେ ବେଳକୁ
ପତିତପାବନ ବାନା ଆଉ କେତେ ବେଳକୁ
ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ
ହରି ନାବ ଦିଅ କୂଳକୁ
ପତିତପାବନ ବାନା ଆଉ କେତେ ବେଳକୁ ॥

ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ
ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ
ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ
ହରି ହେବ ଆଦି ମୂଳକୁ
ପତିତପାବନ ବାନା ଆଉ କେତେ ବେଳକୁ ॥୧॥

ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ
ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ
ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ
ହରି ମୋ କର୍ମ ଅବଳକୁ
ପତିତପାବନ ବାନା ଆଉ କେତେ ବେଳକୁ ॥୨॥

ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ
ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ
ନକ୍ର ନାଶିବାକୁ ଚକ୍ର ଦେଲ ପେଷି ଜଳକୁ
ହରି ଦେଲ ପେଷି ଜଳକୁ
ପତିତପାବନ ବାନା ଆଉ କେତେ ବେଳକୁ ॥୩॥

ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ
ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ
ଭଣିଲେ ବୀରକେଶରୀ ଆଶା ପାଦ ତଳକୁ
ହରି ଆଶା ପାଦ ତଳକୁ
ପତିତପାବନ ବାନା ଆଉ କେତେ ବେଳକୁ ॥୪॥  


ପତିତପାବନ ବାନା ଆଉ କେତେ ବେଳକୁ:
ସିକନ୍ଦର ଆଲାମ୍ ଙ୍କ କଣ୍ଠରେ, ବାଳକୃଷ୍ଣ ଦାସ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଗଜପତି ବୀରକେଶରୀ ଦେବ ଙ୍କ ରଚିତ ୧୯୭୬ ମସିହାର ଓଡ଼ିଆ ଭଜନ ଆଲବମ “ସଂଗ୍‌ସ୍‌ ଫ୍ରମ ପିପୁଲସ୍ ସୋଲ” ଗୀତ “ପତିତପାବନ ବାନା ଆଉ କେତେ ବେଳକୁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।
 


YouTube ରେ ପତିତପାବନ ବାନା ଆଉ କେତେ ବେଳକୁ




== English ==

Bhajan : Patitapabana Bana Aau Kete Belaku
Language : Odia
Album : Songs From Peoples Soul
Singer : Sikander Alam (1939-2010)
Lyricist : Gajapati Birakishore Deb (1737- 1793)
Music Director : Balakrushna Das
Year : 1976



Patitapabana bana aau kete belaku
Patitapabana bana aau kete belaku
Bhasigali bhaba jale naba dia kulaku
Hari naba dia kulaku
Patitapabana bana aau kete belaku ॥

Ropibara brukhyagoti katuachha mulaku
Ropibara brukhyagoti katuachha mulaku
Tinipure apakirtti heba adi mulaku
Hari heba adi mulaku
Patitapabana bana aau kete belaku ॥1॥  

Dure thai daka dele derithao karnnaku
Dure thai daka dele derithao karnnaku
Nikatare na shunile mo karma abalaku
Hari mo karma abalaku
Patitapabana bana aau kete belaku ॥2॥  

Lakhye jojanare gaja daka dela tumbhanku
Lakhye jojanare gaja daka dela tumbhanku
Nakra nashibaku chakra dela pesi jalaku
Hari dela pesi jalaku
Patitapabana bana aau kete belaku ॥3॥

Jogijanamane hrude dhyauchhanti jahaku  
Jogijanamane hrude dhyauchhanti jahaku  
Bhanile Birakeshari asha pada talaku
Hari asha pada talaku
Patitapabana bana aau kete belaku ॥4॥  


Patitapabana Bana Aau Kete Belaku:
Lyrics of song “Patitapabana Bana Aau Kete Belaku”, sung by Sikander Alam, music directed by Balakrushna Das, lyrics Gajapati Birakishore Deb, from Odia Bhajan album "Songs From Peoples Soul", released in the year 1976 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ