Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ - Sakha He Kalasakha He Kain Chaadigala Kari Eka He Lyrics

== ଓଡ଼ିଆ ==

ଗୀତ : ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ
ଭାଷା : ଓଡ଼ିଆ
ଆଲବମ : ରଙ୍କୁଣୀ ଧନ
କଣ୍ଠ : ଶୈଳଭାମା ମହାପାତ୍ର
ଗୀତିକାର : ଅରୁଣ ମନ୍ତ୍ରୀ  
ସଂଗୀତ ନିର୍ଦ୍ଦେଶନା : ବିଜୟ ମଲ୍ଲ
ମସିହା : ୨୦୧୭



ସଖା ହେ କଳାସଖା ହେ କାଇଁ
ଛାଡ଼ିଗଲ କରି ଏକା ହେ
ସଖା ହେ କଳାସଖା ହେ କାଇଁ
ଛାଡ଼ିଗଲ କରି ଏକା ହେ
ଚିଠିରେ ମୋ ଇତି ଲେଖିଲା ପରେ ବି
ଚିଠିରେ ମୋ ଇତି ଲେଖିଲା ପରେ ବି
ସରୁନାହିଁ ମୋର ଲେଖା ହେ
ସଖା ହେ..
ସଖା ହେ କଳାସଖା ହେ କାଇଁ
ଛାଡ଼ିଗଲ କରି ଏକା ହେ ॥


କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ
ଆହେ ଅଭିମାନୀ ରଖିଥିଲ ମୋର ମାନ
କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ
ଆହେ ଅଭିମାନୀ ରଖିଥିଲ ମୋର ମାନ
ମାନ ଅଭିମାନ ଛାଡ଼ିଦିଅ ଏବେ
ମାନ ଅଭିମାନ ଛାଡ଼ିଦିଅ ଏବେ
ଏ ଜୀବନ ଲାଗେ ଫିକା ହେ
ସଖା ହେ..
ସଖା ହେ କଳାସଖା ହେ କାଇଁ
ଛାଡ଼ିଗଲ କରି ଏକା ହେ ॥୧॥


ଭଲପାଉଥିଲି ତୁମକୁ ମୁଁ ମନେ ମନେ
ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ
ଭଲପାଉଥିଲି ତୁମକୁ ମୁଁ ମନେ ମନେ
ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ
ଅକୁହା ପ୍ରୀତିକୁ କହିଦେବି ଖୋଲି
ଅକୁହା ପ୍ରୀତିକୁ କହିଦେବି ଖୋଲି
ଆଉ କେବେ ହବ ଦେଖା ହେ
ସଖା ହେ..
ସଖା ହେ କଳାସଖା ହେ କାଇଁ
ଛାଡ଼ିଗଲ କରି ଏକା ହେ
ସଖା ହେ କଳାସଖା ହେ କାଇଁ
ଛାଡ଼ିଗଲ କରି ଏକା ହେ

ଚିଠିରେ ମୋ ଇତି ଲେଖିଲା ପରେ ବି
ଚିଠିରେ ବି ମୋ ଇତି ଲେଖିଲା ପରେ ବି
ସରୁନାହିଁ ମୋର ଲେଖା ହେ
ସଖା ହେ..
ସଖା ହେ କଳାସଖା ହେ କାଇଁ
ଛାଡ଼ିଗଲ କରି ଏକା ହେ ॥୨॥


YouTube ରେ ହସଖା ହେ କଳାସଖା ହେ



ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ:
ଶୈଳଭାମା ମହାପାତ୍ର ଙ୍କ କଣ୍ଠରେ, ବିଜୟ ମଲ୍ଲ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅରୁଣ ମନ୍ତ୍ରୀ ଙ୍କ ରଚିତ ୨୦୧୭ ମସିହାର ଓଡ଼ିଆ ଭଜନ ଆଲବମ “ରଙ୍କୁଣୀ ଧନ” ଗୀତ “ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।




== English ==

Bhajan : Sakha He Kalasakha He Kain Chaligala
Language : Odia
Album : Rankuni Dhana
Singer : Shailabhama Mohapatra
Lyricist : Arun Mantri
Music Director : Bijay Malla
Year : 2017



Sakha he Kalasakha he kain
Chhadi chaligala kari eka he
Sakha he Kalasakha he kain
Chhadi chaligala kari eka he
Chithire mo iti lekhila pare bi
Chithire mo iti lekhila pare bi
Sarunahin mora lekha he
Sakha he..
Sakha he Kalasakha he kain
Chhadi chaligala kari eka he ॥


Kurusabhasthale karithila bastra dana
Aahe abhimani rakhithila mora mana
Kurusabhasthale karithila bastra dana
Aahe abhimani rakhithila mora mana
Mana abhimana chhadidia ebe
Mana abhimana chhadidia ebe
E jibana lage phika he
Sakha he..
Sakha he Kalasakha he kain
Chaligala kari eka he ॥1॥


Bhalapauthili tumaku mun mane mane
Tume janithila na kahile mun bi dine
Bhalapauthili tumaku mun mane mane
Tume janithila na kahile mun bi dine
Akuha pritiku kahidebi kholi
Akuha pritiku kahidebi kholi
Aau kebe haba dekha he
Sakha he..
Sakha he Kalasakha he kain
Chaligala kari eka he
Sakha he Kalasakha he kain
Chaligala kari eka he

Chithire mo iti lekhila pare bi
Chithire mo iti lekhila pare bi
Sarunahin mora lekha he
Sakha he..
Sakha he Kalasakha he kain
Chhadi chaligala kari eka he ॥2॥


Sakha He Kalasakha He Kain Chaadigala:
Lyrics of song “Sakha He Kalasakha He Kain Chaadigala Kari Eka He..”, sung by Shailabhama Mohapatra, music directed by Bijay Malla, lyrics by Arun Mantri, from Odia Bhajan album "Rankuni Dhana" released in the year 2017, on “The Smaranika” in Odia and English.

Keywords: Sakha He Kalasakha He Kain Chaligala Kari Eka He, Bhajan Odia, Odia Krushna Bhajan, Odia Bhajan Album Rankuni Dhana, Shailabhama Mohapatra, Arun Mantri, Bijay Malla, 2017 Odia Bhajan, ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ, ଭଜନ ଓଡ଼ିଆ, ଓଡ଼ିଆ କୃଷ୍ଣ ଭଜନ, ଓଡ଼ିଆ ଭଜନ ଆଲବମ ରଙ୍କୁଣୀ ଧନ, ଶୈଳଭାମା ମହାପାତ୍ର, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ, ୨୦୧୭ ମସିହା ଓଡ଼ିଆ ଭଜନ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ