Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା - Bajanare Kanha Bainshi Bajana Bainshi Bajana Jhure Kadamba aau Jhure Jamuna Lyrics

ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୯ ସେପ୍ଟେମ୍ବର ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।

== ଓଡ଼ିଆ ==

ଗୀତ : ବଜାନାରେ କାହ୍ନା ବଇଁଶୀ ବଜାନା
ଭାଷା : ଓଡ଼ିଆ
ଆଲବମ : ଦହି ହାଣ୍ଡି
କଣ୍ଠ : କୁମାର ବାପି
ଗୀତିକାର : ଜନାର୍ଦ୍ଦନ ଭୂୟାଁ
ସଂଗୀତ ନିର୍ଦ୍ଦେଶକ : ଜନାର୍ଦ୍ଦନ ଭୂୟାଁ
ମସିହା : ୨୦୦୩



ବଜାନାରେ କାହ୍ନା ବଇଁଶୀ ବଜାନା
ବଜାନାରେ କାହ୍ନା ବଇଁଶୀ ବଜାନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ରାଧା ଆସିବନି ତାକୁ ହୋଇଛି ମନା
ରାଧା ଆସିବନି ତାକୁ ହୋଇଛି ମନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ଝୁରେ କଦମ୍ବ ଆଉ ଝୁରେ ଯମୁନା ॥


ପାଦରେ ନୂପୁର ବାନ୍ଧି ମଉନେ ରାଧିକା
କୃଷ୍ଣଙ୍କୁ ସେ ଝୁରୁଛନ୍ତି ଶୂନ୍ୟ ହୃଦେ ଏକା
ନୟନ ଦେଖିବ କେବେ ଚତୁର୍ଦ୍ଧା ମୂରତି
ନିଷିଦ୍ଧ ଶିକୁଳି ଡେଇଁ ଯିବେ ସେ କେମିତି
ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ
ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ
ମୋ କଳା କହ୍ନେଇ ଅବୁଝା ହୁଅନା
ମୋ କଳା କହ୍ନେଇ ଅବୁଝା ହୁଅନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ଝୁରେ କଦମ୍ବ ଆଉ ଝୁରେ ଯମୁନା ॥୧॥


କୋକିଳ କଣ୍ଠରୁ ଝରେ ମଧୁର ମୂର୍ଚ୍ଛନା
ବସନ୍ତ ମୃଦୁ ମଳୟେ ଅଧୀର ଯମୁନା
ଶିହରଣେ କମ୍ପି ଉଠେ ତନିମା ରାଧିକା
କେବେ ପୁଣି କଳା କାହ୍ନୁ ଦେବେ ତାଙ୍କୁ ଦେଖା
କାଳେ ଅପଯଶ ହେବ କିଏ କଳଙ୍କ ବୋଳିବ
କାଳେ ଅପଯଶ ହେବ କିଏ କଳଙ୍କ ବୋଳିବ
ବିରହ ବଇଁଶୀ ସ୍ଵନ ଆଉ ତୁ ଶୁଣାନା
ବିରହ ବଇଁଶୀ ସ୍ଵନ ଆଉ ତୁ ଶୁଣାନା
ଝୁରେ କଦମ୍ବ ଆଉ ଝୁରେ ଯମୁନା

ବଜାନାରେ କାହ୍ନା ବଇଁଶୀ ବଜାନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ରାଧା ଆସିବନି ତାକୁ ହୋଇଛି ମନା
ରାଧା ଆସିବନି ତାକୁ ହୋଇଛି ମନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ଝୁରେ କଦମ୍ବ ଆଉ ଝୁରେ ଯମୁନା
ଝୁରେ କଦମ୍ବ ଆଉ ଝୁରେ ଯମୁନା ॥୨॥


ଶବ୍ଦାର୍ଥ
ତନିମା - କ୍ଷୀଣତା, କୃଶତା, Thinness
ମୂର୍ଚ୍ଛନା - ସ୍ଵରର ସୁମଧୁର କମ୍ପନବିଶେଷ, ପ୍ରତିଫଳନ, Modulations in voice while singing, Echoes


YouTube ରେ ହବଜାନାରେ କାହ୍ନା ବଇଁଶୀ ବଜାନା



ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା:
କୁମାର ବାପି ଙ୍କ କଣ୍ଠରେ, ଜନାର୍ଦ୍ଦନ ଭୂୟାଁ ଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ୨୦୦୩ ମସିହାର ଓଡ଼ିଆ ଭଜନ ଆଲବମ “ଦହି ହାଣ୍ଡି” ଗୀତ “ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।


== English ==

Bhajan : Bajanare Kanha Bainshi Bajana
Language : Odia
Album : Dahi Handi
Singer : Kumar Bapi
Lyricist : Janardan Bhuyan
Music Director : Janardan Bhuyan
Year : 2003



Bajanare Kanha bainshi bajana
Bajanare Kanha bainshi bajana
Jhure Kadamba aau jhure Jamuna
Jhure Kadamba aau jhure Jamuna
Radha aasibani boli hoichhi manaa
Radha aasibani boli hoichhi manaa
Jhure Kadamba aau jhure Jamuna
Jhure Kadamba aau jhure Jamuna ॥


Padare nuura bandhi maune Radhika
Krushnanku se jhuruchhanti shunya hrude eka
Nayana dekhiba kebe chaturddha murati
Nishiddha shikuli dein jibe se kemiti
Bahuni bahuni Rai padichhanti ghumai
Bahuni bahuni Rai padichhanti ghumai
Mo Kala Kanhei abujha huana
Mo Kala Kanhei abujha huana
Jhure Kadamba aau jhure Jamuna
Jhure Kadamba aau jhure Jamuna ॥1॥


Kokila kantharu jhare madhura murchhana
Basanta mrudu malaye adhira Jamuna
Shiharane kampi uthe tanima Radhika
Kebe puni Kala Kanhu debe tanku dekha
Kale apajasha heba kie kalanka boliba
Kale apajasha heba kie kalanka boliba
Biraha bainshi swana aau tu shunana
Biraha bainshi swana aau tu shunana
Jhure Kadamba aau jhure Jamuna

Bajanare Kanha bainshi bajana
Jhure Kadamba aau jhure Jamuna
Jhure Kadamba aau jhure Jamuna
Radha aasibani boli hoichhi manaa
Radha aasibani boli hoichhi manaa
Jhure Kadamba aau jhure Jamuna
Jhure Kadamba aau jhure Jamuna
Jhure Kadamba aau jhure Jamuna ॥2॥


Bajanare Kanha Bainshi bajana Jhure Kadamba aau Jhure Jamuna:
Lyrics of song “Bajanare Kanha Bainshi bajana Jhure Kadamba aau Jhure Jamuna..”  sung by Kumar Bapi, lyrics & music directed by Janardan Bhuyan, from Odia Bhajan album "Dahi Handi" released in the year 2003, on “The Smaranika” in Odia and English.


Keywords: Bajanare Kanha Bainshi Bajana Bainshi bajana Jhure Kadamba aau Jhure Jamuna, Odia Krushna Bhajan, Odia Bhajan Album ‘Dahi Handi’, Singer Kumar Bapi, Lyricist Janardan Bhuyan, Music Director Janardan Bhuyan, Year 2003 Odia Bhajan, ଓଡ଼ିଆ ଭଜନ ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା, ଓଡ଼ିଆ କୃଷ୍ଣ ଭଜନ, ଓଡ଼ିଆ ଭଜନ ଆଲବମ 'ଦହି ହାଣ୍ଡି', କୁମାର ବାପି, ଗୀତିକାର ଜନାର୍ଦ୍ଦନ ଭୂୟାଁ, ସଂଗୀତ ନିର୍ଦ୍ଦେଶକ ଜନାର୍ଦ୍ଦନ ଭୂୟାଁ, ୨୦୦୩ ମସିହା ଓଡ଼ିଆ ଭଜନ,


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ