Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କିଏ ଆସେରେ ଧରା ନାଚେରେ - Kie Aasere Dhara Nachere Lyrics

== ଓଡ଼ିଆ ==

ଭଜନ : କିଏ ଆସେରେ ଧରା ନାଚେରେ
ଭାଷା : ଓଡ଼ିଆ
ଚଳଚିତ୍ର : ମଥୁରା ବିଜୟ
କଣ୍ଠ : ଭିକାରି ବଳ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୯



କିଏ ଆସେରେ କିଏ ଆସେରେ
କିଏ ଆସେରେ ଧରା ନାଚେରେ
ପୁଲକେ ମନ ହସେରେ ପୁଲକେ ଆଜି
ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ
କିଏ ଆସେରେ ଧରା ନାଚେରେ
ପୁଲକେ ମନ ହସେରେ ପୁଲକେ ଆଜି
ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ
କିଏ ଆସେରେ.. ॥


ହସି ଉଠେ ଫୁଲ ବନେ ଉପବନେ
ହସି ଉଠେ ଫୁଲ ବନେ ଉପବନେ
ମଳୟ ବହୁଛି ଭୁବନେ ଭୁବନେ
ମଳୟ ବହୁଛି ଭୁବନେ ଭୁବନେ
ଆଲୋକେ ଭୁଲୋକେ ଗୋଲକେ ପୁଲକେ
ଅଧିରେ ବିଭୋରେ..
କିଏ ଆସେରେ ଧରା ନାଚେରେ
ପୁଲକେ ମନ ହସେରେ ପୁଲକେ ଆଜି
ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ
କିଏ ଆସେରେ.. ॥୧॥


ଯମୁନାର ଜଳ ବହୁଛି ଉଜାଣି
ଯମୁନାର ଜଳ ବହୁଛି ଉଜାଣି
ଉଲ୍ଲସିତ ପ୍ରାଣ କାହିଁକି କେଜାଣି
ଉଲ୍ଲସିତ ପ୍ରାଣ କାହିଁକି କେଜାଣି
ସରସେ ହରଷେ ଭରଷେ ପରଷେ
ଅଧିରେ ବିଭୋରେ..
କିଏ ଆସେରେ ଧରା ନାଚେରେ
ପୁଲକେ ମନ ହସେରେ ପୁଲକେ ଆଜି
ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ
କିଏ ଆସେରେ ଧରା ନାଚେରେ
ପୁଲକେ ମନ ହସେରେ ପୁଲକେ ଆଜି
ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ
କିଏ ଆସେରେ.. ॥୨॥


କିଏ ଆସେରେ ଧରା ନାଚେରେ:
ଭିକାରି ବଳ ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ମଥୁରା ବିଜୟ” ରୁ ସଂଗୃହିତ ଭଜନ “କିଏ ଆସେରେ ଧରା ନାଚେରେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ କିଏ ଆସେରେ ଧରା ନାଚେରେ




== English ==

Bhajan : Kie Aasere Dhara Nachere
Language : Odia
Movie : Mathura Bijaya
Singer : Bhikari Bala
Lyricist : Prafulla Kar
Music Director : Prafulla Kar
Year : 1979



Kie asere kie asere
Kie asere dhara nachere
Pulake mana hasere pulake aji
Nachi nachi jae se ta adhire bibhore
Kie asere dhara nachere
Pulake mana hasere pulake aji
Nachi nachi jae se ta adhire bibhore
Kie asere.. ॥


Hasi uthe phula bane upabane
Hasi uthe phula bane upabane
Malaya bahuchhi bhubane bhubane
Malaya bahuchhi bhubane bhubane
Aaloke bhuloke golake pulake
Adhire bibhore..
Kie asere dhara nachere
Pulake mana hasere pulake aji
Nachi nachi jae se ta adhire bibhore
Kie asere.. ॥1॥


Jamuna jala bahuchhi ujani
Jamuna jala bahuchhi ujani
Ullasita prana kahinki kejani
Ullasita prana kahinki kejani
Sarase harase bharase parase
Adhire bibhore..
Kie asere dhara nachere
Pulake mana hasere pulake aji
Nachi nachi jae se ta adhire bibhore
Kie asere dhara nachere
Pulake mana hasere pulake aji
Nachi nachi jae se ta adhire bibhore
Kie asere.. ॥2॥


Kie Aasere Dhara Nachere:
Lyrics of Odia bhajan “Kie Aasere Dhara Nachere”, sung by Bhikari Bala, lyrics and music directed by Prafulla Kar, from Odia movie "Mathura Bijaya", released in the year 1979 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ