ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ - Nua Ghara Khandi Dine Puruna Heba Lyrics
== ଓଡ଼ିଆ ==
ଗୀତ : ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : ବ୍ରହ୍ମଜ୍ଞାନ ଭଜନ
କଣ୍ଠ : ଭିକାରି ବଳ
ଗୀତିକାର : ବାଉଳି ଦାସ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ
ରେ ମନ ଥୟ ନୋହିବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥
ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି
ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି
ଛାଉଣି ଉଡ଼ିଣ ଗଲେ କାନ୍ଥ ପଡ଼ିବ
ରେ ମନ କାନ୍ଥ ପଡ଼ିବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୧॥
ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା
ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା
ଚମକ ପାଇଣ ପାରା ଉଡ଼ିଣ ଯିବ
ରେ ମନ ଉଡ଼ିଣ ଯିବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୨॥
ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ
ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ
ରୁଅ ଯାକ ଘୁଣ ଖିଆ ଗଳି ପଡ଼ିବ
ରେ ମନ ଗଳି ପଡ଼ିବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୩॥
ବହିଲାଣି ଅଣଚାଶ କେଭେ ନରଖିବ ବାସ
ବହିଲାଣି ଅଣଚାଶ କେଭେ ନରଖିବ ବାସ
କୁଟୁମ୍ବ ଜନ ପଚିଶ ମରିବେ ସର୍ବ
ରେ ମନ ମରିବେ ସର୍ବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୪॥
ଏକାକ୍ଷର ଖମ୍ବ ପୋତି ଘରକୁ ରଖ ସାଇତି
ଏକାକ୍ଷର ଖମ୍ବ ପୋତି ଘରକୁ ରଖ ସାଇତି
ବାଉଳି ଦାସର ମତି ନିଶ୍ଚଳେ ଥିବ
ରେ ମନ ନିଶ୍ଚଳେ ଥିବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ
ରେ ମନ ଥୟ ନୋହିବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୫॥
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ:
ଭିକାରି ବଳ ଙ୍କ କଣ୍ଠରେ, ବାଉଳି ଦାସ ଙ୍କ ରଚିତ “ବ୍ରହ୍ମଜ୍ଞାନ ଭଜନ” ଗୀତ “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
YouTube ରେ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ
== English ==
Bhajan : Nua Ghara Khandi Dine Puruna Heba
Language : Odia
Scripture / Book : Brahmagyana Bhajan
Singer : Bhikari Bala
Lyricist : Bauli Das
Music Direction : Traditional
Nua ghara khandi dine puruna heba
Nua ghara khandi dine puruna heba
Mariba shunya lahadi thaya nohiba
Re mana thaya nohiba
Nua ghara khandi dine puruna heba
Nua ghara khandi dine puruna heba ॥
Ui charigale ganthi bata mana jiba phiti
Ui charigale ganthi bata mana jiba phiti
Chhauni udina gale kantha padiba
Re mana kantha padiba
Nua ghara khandi dine puruna heba
Nua ghara khandi dine puruna heba ॥1॥
Rua jaka achhi bhara talileni beni oraa
Rua jaka achhi bhara talileni beni oraa
Chamaka paina para udina jiba
Re mana udina jiba
Nua ghara khandi dine puruna heba
Nua ghara khandi dine puruna heba ॥2॥
Se ghara pancha shrenia dashadwara trikonia
Se ghara pancha shrenia dashadwara trikonia
Rua jaka ghuna khia gali padiba
Re mana gali padiba
Nua ghara khandi dine puruna heba
Nua ghara khandi dine puruna heba ॥3॥
Bahilani anachasha kebhe narakhiba basa
Bahilani anachasha kebhe narakhiba basa
Kutumba jana pachisha maribe sarba
Re mana maribe sarba
Nua ghara khandi dine puruna heba
Nua ghara khandi dine puruna heba ॥4॥
Ekakhyara khamba poti gharaku rakha saiti
Ekakhyara khamba poti gharaku rakha saiti
Bauli dasara mati nischale thiba
Re mana nischale thiba
Nua ghara khandi dine puruna heba
Nua ghara khandi dine puruna heba
Mariba shunya lahadi thaya nohiba
Re mana thaya nohiba
Nua ghara khandi dine puruna heba
Nua ghara khandi dine puruna heba
Nua ghara khandi dine puruna heba ॥5॥
Nua Ghara Khandi Dine Puruna Heba:
Lyrics of song “Nua Ghara Khandi Dine Puruna Heba”, sung by Bhikari Bala, lyrics by Bauli Das, from scripture/book "Brahmagyana Bhajan", on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...