Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବିତିଲା ତ ଯାମିନୀ ମଉଳିଲା କାମିନୀ - Bitila Ta Jamini Maulila Kamini Lyrics

== ଓଡ଼ିଆ ==

ଗୀତ : ବିତିଲା ତ ଯାମିନୀ ମଉଳିଲା କାମିନୀ
ଭାଷା : ଓଡ଼ିଆ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ଗୀତିକାର : କାଳୀଚରଣ ପଟ୍ଟନାୟକ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ



ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ
ଗିରି ଶିଖେ ଚାହାଁ ଆରେ
ଗିରି ଶିଖେ ଚାହାଁ ଆରେ
ଶଶୀ ମାଗେ ମେଲାଣି
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ ॥୧॥

ମଳିନ ପ୍ରଦୀପ ଶିଖା ନୟନ କଜଳରେଖା
ମଳିନ ପ୍ରଦୀପ ଶିଖା ନୟନ କଜଳରେଖା
ନୀର ଝରି ସହୀରେ
ନୀର ଝରି ସହୀରେ
ଧାରସାର ହେଲାଣି
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ ॥୨॥

କହିବୁରେ ସମ ଯାଇ ମୋହନ ବଂଶୀ ବଜାଇ
ଝୁରି ଦିନ ରଜନୀ
ଝୁରି ଦିନ ରଜନୀ
ରାଧା ଝୁରି ମଲାଣି
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ ॥୩॥

ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି
ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି
ଦଗାଦାର ଶ୍ୟାମ ହେ
ଦଗାଦାର ଶ୍ୟାମ ହେ
କଣ୍ଟ ବିତି ଗଲାଣି
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ
ଗିରି ଶିଖେ ଚାହାଁ ଆରେ
ଗିରି ଶିଖେ ଚାହାଁ ଆରେ
ଶଶୀ ମାଗେ ମେଲାଣି
ବିତିଲା ତ ଯାମିନୀ ମଉଳିଲା କାମିନୀ
ବିତିଲା ତ ଯାମିନୀ ॥୪॥


ଶବ୍ଦାର୍ଥ
ଯାମିନୀ -
ରାତ୍ରି
ସହୀ - ସଖୀ, ସହଚରୀ, ନାରୀବନ୍ଧୁ


ବିତିଲା ତ ଯାମିନୀ ମଉଳିଲା କାମିନୀ:
ଶ୍ୟାମାମଣି ପଟ୍ଟନାୟକ ଙ୍କ କଣ୍ଠରେ, କାଳୀଚରଣ ପଟ୍ଟନାୟକ ଙ୍କ ରଚିତ ଓଡ଼ିଶୀ ଗୀତ “ବିତିଲା ତ ଯାମିନୀ ମଉଳିଲା କାମିନୀ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ବିତିଲା ତ ଯାମିନୀ ମଉଳିଲା କାମିନୀ



ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରେ ଶୁଣନ୍ତୁ ଏଇ ଗୀତଟି YouTube ରେ  



== English ==

Song : Bitila Ta Jamini Maulila Kamini
Language : Odia
Singer : Shyamamani Patnaik
Lyricist : Kalicharan Patnaik
Music Direction : Traditional
Label : JE Cassette Company



Bitila ta jamini maulila kamini
Bitila ta jamini
Bitila ta jamini maulila kamini
Bitila ta jamini
Giri shikhe chahan Aare
Giri shikhe chahan Aare
Shashi mage melani
Bitila ta jamini maulila kamini
Bitila ta jamini ॥1॥

Malina pradipa shikha nayana kajalarekha
Malina pradipa shikha nayana kajalarekha
Nira jhari sahire
Nira jhari sahire
Dharasara helani
Bitila ta jamini maulila kamini
Bitila ta jamini maulila kamini
Bitila ta jamini ॥2॥

Kahibure sama jai Mohana banshi bajai
Jhuri dina rajani
Jhuri dina rajani
Radha jhuri malani
Bitila ta jamini maulila kamini
Bitila ta jamini maulila kamini
Bitila ta jamini ॥3॥

Chahin chahin patha niti kete sahi sahi chhati
Chahin chahin patha niti kete sahi sahi chhati
Dagadara Shyama he
Dagadara Shyama he
Kanta biti galani
Bitila ta jamini maulila kamini
Bitila ta jamini
Giri shikhe chahan Aare
Giri shikhe chahan Aare
Shashi mage melani
Bitila ta jamini maulila kamini
Bitila ta jamini ॥4॥


Bitila Ta Jamini Maulila Kamini:
Lyrics of Odissi song “Bitila Ta Jamini Maulila Kamini”, sung by Shyamamani Pattanaik, lyrics by Kalicharan Patnaik on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ