Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭକତର ଡାକ ଶୁଣ ଦୀନନାଥ - Bhakatara Daka Suna Dinanatha Lyrics

== ଓଡ଼ିଆ ==

ଭଜନ : ଭକତର ଡାକ ଶୁଣ ଦୀନନାଥ
ଭାଷା : ଓଡ଼ିଆ
ଗୀତିକାର : ଶ୍ରୀ ଗୌରୀକାନ୍ତ କର
ମସିହା : ୧୯୬୫



ଭକତର ଡାକ ଶୁଣ ଦୀନନାଥ
          ରହିଛି ଦେଉଳେ ଯୋଡ଼ି ବେନି ହାତ ॥୧॥
କି ଦେଇ ପୂଜିବି କି ଅଛି ମୋହର
          ସବୁତ ନେଇଛ ଅଛି ଦେହସାର ॥୨॥
ନନ୍ଦନକାନନ ମରୁଭୂମି ସରି
          ଫୁଟେନା ତ ଫୁଲ ପୂଜିବି କିପରି ॥୩॥
ସ୍ରୋତସ୍ୱୀନି ଶୁଖିଯାଇଛି ଯେ ହରି
          କେମନ୍ତେ କ୍ଷାଳିବି ଗୋ ପାଦ ମୁଁ ତୁମରି ॥୪॥
ସୁବାସିତ ଧୂପ ଆଜି ବାସହିନ
          ସମଦଶା ଭୋଗେ ମଳୟ ଚନ୍ଦନ ॥୫॥
ତୈଳାଭାବେ ଆଉ ଦୀପ ତ ଜଳେନା
          ଜାଣି ସବୁ ତୁମେ ହେଉଛ ଅଜଣା ॥୬॥
ରକ୍ତଜବାଟି ଗୋ ରଖିଛି ସାଇତି
          ଦୟାମୟ ଘେନ ଅଶେଷ ପ୍ରଣତି ॥୭॥


ଭକତର ଡାକ ଶୁଣ ଦୀନନାଥ:
ଶ୍ରୀ ଗୌରୀକାନ୍ତ କର ଙ୍କ ରଚିତ ୧୯୬୫ ମସିହାର ଓଡ଼ିଆ ଭଜନ ଗୀତ “ଭକତର ଡାକ ଶୁଣ ଦୀନନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
 


YouTube ଭକତର ଡାକ ଶୁଣ ଦୀନନାଥ




== English ==

Bhajan : Bhakatara Daka Suna Dinanatha
Language : Odia
Lyricist : Shri Gourikanta Kar
Year : 1965



Bhakatara daka shuna Dinanatha
          Rahichha deule jodi beni hata ॥1॥
Ki dei pujibi ki achhi mohara
          Sabuta neichha achhi dehasara ॥2॥
Nandanakanana marubhumi sari
          Phutena ta phula pujibi kipari ॥3॥
Srotaswani shukhijaichhi je Hari
          Kemante khyalibi go pada mun tumari ॥4॥
Subasita dhupa aji basahina
          Samadasha bhoge malaya chandana ॥5॥
Tailabhabe aau dipa ta jalena
          Jani sabu tume heuchha ajana ॥6॥
Raktajabati go rakhichhi saiti
          Dayamaya ghena ashesa pranati ॥7॥


Bhakatara Daka Suna Dinanatha:
Lyrics of song “Bhakatara Daka Suna Dinanatha”, lyrics by Shri Gourikanta Kar, released in the year 1965 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ