ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ ଅରଜିଛି ଯେଉଁ ଯଶ (ଓଡ଼ିଆ ଦେଶାତ୍ମବୋଧକ ଗୀତ) ଲିରିକ୍ସ — Punyamayee Go Punya To Kole Arajichhi Jeun Jasha (Odia Patriotic Song) Lyrics
== ଓଡ଼ିଆ ଲିରିକ୍ସ ==
ଗୀତ : ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ
ଭାଷା : ଓଡ଼ିଆ
କଣ୍ଠ : କାହ୍ନା ମିଶ୍ର
ସଂଗୀତ ନିର୍ଦ୍ଦେଶକ : ବିଶ୍ୱନାଥ ମିଶ୍ର
ମସିହା : ୨୦୨୦
ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ
ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ
ଅରଜିଛି ଯେଉଁ ଯଶ
ଭୁଲିବି ନାହିଁ ମୁଁ ତୋ ଋଣ କିରତି
ଭୁଲିବି ନାହିଁ ମୁଁ ତୋ ଋଣ କିରତି
ପଣ ମୁଁ କରୁଛି ସତ୍ୟ..
ଅରଜିଛି ଯେଉଁ ଯଶ
ପୁଣ୍ୟମୟୀ ଗୋ.. ॥
ସାରେଗାରେ ସାରେଗାରେଗାରେ ସାରେଗାମା ପା ଧା ପା..
ପାଧାମାପାଗାମା ରେଗାସାରେ ଧା ନି ରେ ଧାନିରେସା..
ବୁଲୁଛି ବଢ଼ୁଛି ଫୁଲ ଫଳ ଖାଇ ପିଇ ଝରଣାର ନିର
ନାଲି ସୁରୁଜର ଉଷୁମ କିରଣେ ବଜ୍ର ଏ ମୋ ଶରୀର
ଖିଲିଖିଲି ବାଆ ସୁବାସେ ଅନ୍ତର
ଖିଲିଖିଲି ବାଆ ସୁବାସେ ଅନ୍ତର
ସତେ କେଡ଼େ ପୁଲକିତ..
ଅରଜିଛି ଯେଉଁ ଯଶ
ପୁଣ୍ୟମୟୀ ଗୋ.. ॥୧॥
ଆ.. ଆ.. ଆ.. ଆ ଆ ଆ
ଥିଲା ସେ ଅତୀତ ସ୍ୱର୍ଣ୍ଣ ଇତିହାସ ଗୀତା ଗଉରବ ବାଣୀ
ଭୁଲିଲା ଏ ଜାତି ପୂରୁବ କିରତି ବିଶ୍ୱର ତୁ କଲ୍ୟାଣୀ
ତୋ ଲୁହ ପୋଛିବି ଜାଗିବୁ ଭାରତୀ
ତୋ ଲୁହ ପୋଛିବି ଜାଗିବୁ ଭାରତୀ
ଦିଅ ମା ଶିରେ ଆଶିଷ..
ଅରଜିଛି ଯେଉଁ ଯଶ
ପୁଣ୍ୟମୟୀ ଗୋ.. ॥୨॥
ସାରେଗାରେ ସାରେଗାରେଗାରେ ସାରେଗାମା ପା ଧା ପା..
ପାଧାମାପାଗାମା ରେଗାସାରେ ଧା ନି ରେ ଧାନିରେସା..
କୁନି ହାତେ ମୋର ପୂଜାର ସମ୍ଭାର କରିବି ତୋର ଅର୍ଚ୍ଚନା
ଦିଅ ମା ଅଭୟ ବିଶ୍ୱ ବିଜୟୀ ଧର୍ମର ହେଉ ଜୟ
ତୋ ମାଟିର ଧୂଳି ମଥାରେ ମୋ ବୋଳି
ତୋ ମାଟିର ଧୂଳି ମଥାରେ ମୋ ବୋଳି
ରଖିବି ମାଆ ତୋର ଟେକ..
ଅରଜିଛି ଯେଉଁ ଯଶ
ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ
ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ
ଅରଜିଛି ଯେଉଁ ଯଶ
ଭୁଲିବି ନାହିଁ ମୁଁ ତୋ ଋଣ କିରତି
ଭୁଲିବି ନାହିଁ ମୁଁ ତୋ ଋଣ କିରତି
ପଣ ମୁଁ କରୁଛି ସତ୍ୟ..
ଅରଜିଛି ଯେଉଁ ଯଶ
ଅରଜିଛି ଯେଉଁ ଯଶ
ଅରଜିଛି ଯେଉଁ ଯଶ
ପୁଣ୍ୟମୟୀ ଗୋ.. ॥୩॥
କାହ୍ନା ମିଶ୍ର (Kanha Mishra) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ..[➚]
ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ:
କାହ୍ନା ମିଶ୍ରଙ୍କ କଣ୍ଠରେ, ବିଶ୍ୱନାଥ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ୨୦୨୦ ମସିହାର ଓଡ଼ିଆ ଦେଶାତ୍ମବୋଧକ ଗୀତ “ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ ଅରଜିଛି ଯେଉଁ ଯଶ..” ପଢ଼ନ୍ତୁ “ଦି ସ୍ମରଣିକା ବ୍ଲଗ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Punyamayee Go Punya To Kole
Language : Odia
Singer : Kanha Mishra
Music Director : Biswanath Mishra
Year : 2020
Punyamayee go punya to kole
Punyamayee go punya to kole
Arajichhi jeun jasha
Bhulibi nahin mun to runa kirati
Bhulibi nahin mun to runa kirati
Pana mun karuchhi satya..
Arajichhi jeun jasha
Punyamayee go.. ॥
SaReGaRe SaReGaReGaRe SaReGaMa Pa Dha Pa..
PaDhaMaPaGama ReGaSaRe Dha Ni Re DhaNiReSa..
Buluchhi badhauchhi phula phala khai pee jharanara nira
Nali surujara ushuma kirane bajra e mo sharira
Khilikhili baa subase antara
Khilikhili baa subase antara
Sate kede pulakita
Arajichhi jeun jasha
Punyamayee go.. ॥1॥
Aa.. aa.. aa.. aa aa aa
Thila se atita swarna itihasa gita gauraba bani
Bhulila e jati puruba kirati bishwara tu kalyani
To luha pochhibi jagibu Bharati
To luha pochhibi jagibu Bharati
Dia maa shire ashisha
Arajichhi jeun jasha
Punyamayee go.. ॥2॥
SaReGaRe SaReGaReGaRe SaReGaMa Pa Dha Pa..
PaDhaMaPaGama ReGaSaRe Dha Ni Re DhaNiReSa..
Kuni hate mora pujara sambhara karibi tora archana
Dia maa abhaya bishwa bijayi dharmara heu jaya
To matira dhuli mathare mo boli
To matira dhuli mathare mo boli
Rakhibi maa tora teka
Arajichhi jeun jasha
Punyamayee go punya to kole
Punyamayee go punya to kole
Arajichhi jeun jasha
Bhulibi nahin mun to runa kirati
Bhulibi nahin mun to runa kirati
Pana mun karuchhi satya..
Arajichhi jeun jasha
Arajichhi jeun jasha
Arajichhi jeun jasha
Punyamayee go.. ॥3॥
Punyamayee Go Punya To Kole:
Lyrics of Odia patriotic song “Punyamayee Go Punya To Kole Arajichhi Jeun Jasha..” sung by Kanha Mishra, music directed by Biswanath Mishra, released in the year 2020 on “The Smaranika Blog” in Odia and English.
ଖୁସି ବୁଡ଼ା (Khusi Buda) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ..[➚]
Keywords: ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ, ୨୦୨୦ ମସିହା ଓଡ଼ିଆ ଦେଶାତ୍ମବୋଧକ ଗୀତ, କାହ୍ନା ମିଶ୍ର, ବିଶ୍ୱନାଥ ମିଶ୍ର, Punyamayee Go Punya To Kole, 2020 Odia Patriotic Song, Kanha Mishra, Biswanath Mishra, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଗୀତ ଲିରିକ୍ସ, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Odia culture, Odia Language, Odia Blog, Odia website, Odia Song Lyrics, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...