Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ - Rati Pahigala Sejare Sejare Radha Shoinahin Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁନ୍ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । 

== ଓଡ଼ିଆ ==

ଗୀତ : ରାତି ପାହିଗଲା ଶେଯରେ ଶେଯରେ ରାଧା
ଭାଷା : ଓଡ଼ିଆ
ଆଲବମ : ସୁନା ସବାରିରେ ଯିବୁ ସ୍ୱର୍ଗପୂରେ
କଣ୍ଠ : ସୁରେଶ ୱାଡ଼କର
ଗୀତିକାର : ଗଣେଶ୍ୱର ମହାପାତ୍ର  
ସଂଗୀତ ନିର୍ଦ୍ଦେଶନା : ମଳୟ ମିଶ୍ର
ମସିହା : ୨୦୦୮



ରାତି ପାହିଗଲା ଶେଯରେ
ରାଧା ଶୋଇନାହିଁ ନିଦରେ
ହୋ..ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ
ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ତା ବଇଁଶୀ ତା ନୂପୁର
ତା ବଇଁଶୀ ତା ନୂପୁର
ଶୁଭିବନି କୁଞ୍ଜରେ
ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ
ହୋ..ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ ॥


ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା
ଡର ଲାଗେ କାଳେ ଫେରିବନି ଜମା
ହୋ..ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା
ଡର ଲାଗେ କାଳେ ଫେରିବନି ଜମା
ଯମୁନା ବଢ଼ିବ ରାଧାର ଲୁହରେ
ଗୋଠ ଭରିଯିବ ବଉଳ କୋହରେ
କିଏ ଆଉ ଯିବ କାହିଁ
କିଏ ଆଉ ଯିବ କାହିଁ ଯମୁନା କୁ ସଞ୍ଜରେ
ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ
ହୋ..ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ ॥୧॥
      

ସକାଳ ସୁରୁଜ ଆସିଲେ ଦେଖିବ
ଗୋପପୁର ସାରା ନିରସ ନିରବ
ସକାଳ ସୁରୁଜ ଆସିଲେ ଦେଖିବ
ଗୋପପୁର ସାରା ନିରସ ନିରବ
ଗଛଲତା ସବୁ ପଡିଛି ଝାଉଁଳି
କାହ୍ନୁ କାହ୍ନୁ କାହ୍ନୁ ବୋଲି ଯୋସାଦ ବାଉଳି
କିଏ ଆଉ ଭାଙ୍ଗିବ ଲୋ
କିଏ ଆଉ ଭାଙ୍ଗିବ ଲୋ ଦହିହାଣ୍ଡି ଗୋପରେ
ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ
ହୋ..ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ

ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ତା ବଇଁଶୀ ତା ନୂପୁର
ତା ବଇଁଶୀ ତା ନୂପୁର
ଶୁଭିବନି କୁଞ୍ଜରେ
ରାତି ପାହିଗଲା ଶେଯରେ ଶେଯରେ
ରାଧା ଶୋଇନାହିଁ ନିଦରେ ॥୨॥

YouTube ରେ ହରାତି ପାହିଗଲା ଶେଯରେ



== English ==

Bhajan : Rati Pahigala Sejare Sejare Radha  
Language : Odia
Album : Suna Sabarire Jibu Swargapure
Singer : Suresh Wadkar
Lyricist : Ganeswar Mahapatra
Music Director : Malaya Mishra
Year : 2008



Rati pahigala shejare
Radha shoinahin nidare
Ho..Rati pahigala shejare shejare
Radha shoinahin nidare
Suruja uninle Kanhu chalijiba
Suruja uninle Kanhu chalijiba
Ta bainshi ta nupura
Ta bainshi ta nupura
Shubhibani kunjare
Rati pahigala shejare shejare
Radha shoinahin nidare
Ho..Rati pahigala shejare shejare
Radha shoinahin nidare ॥


Gopare libhiba se Gopachandrama
Dara lage kale pheribani jama
Ho..Gopare libhiba se Gopachandrama
Dara lage kale pheribani jama
Jamuna badhiba Radhara luhare
Gotha bharijiba baula kohare
Kie aau jiba kahin
Kie aau jiba kahin Jamunaku sanjare
Rati pahigala shejare shejare
Radha shoinahin nidare
Ho..Rati pahigala shejare shejare
Radha shoinahin nidare ॥1॥


Sakala suruja aasile dekhiba
Gopapura sara nirasa niraba
Sakala suruja aasile dekhiba
Gopapura sara nirasa niraba
Gachhalata sabu padichhi jhaunli
Kanhu Kanhu Kanhu boli Jashoda bauli
Kie aau bhangiba lo
Kie aau bhangiba lo dahihandi Gopare
Rati pahigala shejare
Radha shoinahin nidare
Ho..Rati pahigala shejare shejare
Radha shoinahin nidare

Suruja uninle Kanhu chalijiba
Suruja uninle Kanhu chalijiba
Ta bainshi ta nupura
Ta bainshi ta nupura
Shubhibani kunjare
Rati pahigala shejare shejare
Radha shoinahin nidare
Ho..Rati pahigala shejare shejare
Radha shoinahin nidare ॥2॥

Keywords: Rati pahigala shejare Radha shoinahin nidare, Bhajan Odia, Odia Jagannath Bhajan, Suna Sabarire Jibu Swargapure, Suresh Wadkar, Ganeswar Mahapatra, Malaya Mishra, ରାତି ପାହିଗଲା ଶେଯରେ ରାଧା ଶୋଇନାହିଁ ନିଦରେ, ଭଜନ ଓଡ଼ିଆ, ଓଡ଼ିଆ ଜଗନ୍ନାଥ ଭଜନ, ସୁନା ସବାରିରେ ଯିବୁ ସ୍ୱର୍ଗପୂରେ, ସୁରେଶ ୱାଡ଼କର, ଗଣେଶ୍ୱର ମହାପାତ୍ର, ମଳୟ ମିଶ୍ର


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ