Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସିନ୍ଦୂର ନାଉଚି ରାଧା ଆଇନା ଦେଖି - Sindura Nauchi Radha Aaina Dekhi Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଅଗଷ୍ଟ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ

== ଓଡ଼ିଆ ==

ଗୀତ : ସିନ୍ଦୂର ନାଉଚି ରାଧା ଆଇନା ଦେଖି
ଭାଷା : ଓଡ଼ିଆ
ଆଲବମ : ମଣିଷ ଜୀବନ ବାଇଶି ପାହାଚ
କଣ୍ଠ : ସୁରେଶ ୱାଡ଼କର
ଗୀତିକାର : ଗୁରୁପ୍ରସାଦ ଶତପଥୀ
ସଂଗୀତ ନିର୍ଦ୍ଦେଶନା : ମଳୟ ମିଶ୍ର
ମସିହା : ୨୦୦୦



ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ସୁହାଗସିନ୍ଦୂରେ କାହ୍ନୁ ଦିଶିଯାଏ କି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି ॥


ଲାଗୁଚି ଯେମିତି କାହ୍ନୁ ଡାକୁଚି ବାହୁ ମେଲେଇ
ଆସ ଗୋ ଆସ ଗୋ ରାଈ କୁଞ୍ଜକୁ ସଜେଇହୋଇ
ଓ..ଲାଗୁଚି ଯେମିତି କାହ୍ନୁ ଡାକୁଚି ବାହୁ ମେଲେଇ
ଆସ ଗୋ ଆସ ଗୋ ରାଈ କୁଞ୍ଜକୁ ସଜେଇହୋଇ
କଦମ୍ବ ଫୁଟିଚି ବାସ ଝରିଯାଉଚି
ଚାନ୍ଦିନୀ ଝରୁଚି ସଞ୍ଜ ସରିଯାଉଚି
କେମିତି ରାଈ ଗୋ ରହିପାର ଏକାକି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି ॥୧॥


ଅମାନିଆ ଲୁହ ଦିଏ ଆଖିର କଜଳ ଧୋଇ
ଅସୁମାରି କୋହ ଆସେ ରାଈର ବୁକୁ ଫଟେଇ
ଓ..ଅମାନିଆ ଲୁହ ଦିଏ ଆଖିର କଜଳ ଧୋଇ
ଅସୁମାରି କୋହ ଆସେ ରାଈର ବୁକୁ ଫଟେଇ
ଜାଣିଛି କହ୍ନେଇ ଆଉ ଫେରିବନାହିଁ
ତଥାପି ମାନିନୀ ରାଈ ହୁଏ ସଜେଇ
ଲାଗିଯାଉ ପଛେ ଦେହେ ନିନ୍ଦା କଳଙ୍କି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି

ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ସୁହାଗସିନ୍ଦୂରେ କାହ୍ନୁ ଦିଶିଯାଏ କି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ଆଇନା ଦେଖି ରାଧା
ଆଇନା ଦେଖି
ଆଇନା ଦେଖି ରାଧା
ଆଇନା ଦେଖି ॥୨॥


ସିନ୍ଦୂର ନାଉଚି ରାଧା ଆଇନା ଦେଖି:
ସୁରେଶ ୱାଡ଼କର ଙ୍କ କଣ୍ଠରେ, ମଳୟ ମିଶ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଗୁରୁପ୍ରସାଦ ଶତପଥୀ ଙ୍କ ରଚିତ ୨୦୦୦ ମସିହାର ଓଡ଼ିଆ ଭଜନ ଆଲବମ “ମଣିଷ ଜୀବନ ବାଇଶି ପାହାଚ” ଗୀତ “ସିନ୍ଦୂର ନାଉଚି ରାଧା ଆଇନା ଦେଖି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ସିନ୍ଦୂର ନାଉଚି ରାଧା ଆଇନା ଦେଖି




== English ==

Bhajan : Sindura Nauchi Radha Aaina Dekhi  
Language : Odia
Album : Manisha Jibana Baisi Pahacha
Singer : Suresh Wadkar
Lyricist : Guruprasad Satapathy
Music Director : Malaya Mishra
Year : 2000



Sindura nauchi Radha aina dekhi
Radha aina dekhi
Sindura nauchi Radha aina dekhi
Radha aina dekhi
Sindura nauchi Radha aina dekhi
Radha aina dekhi
Gopa chhadi Kalakanhu chalijaichi
Sindura pindhile Radha hata tharuchi
Gopa chhadi Kalakanhu chalijaichi
Sindura pindhile Radha hata tharuchi
Suhagasindure Kanhu dishijae ki
Sindura nauchi Radha aina dekhi
Radha aina dekhi ॥


Laguchi jemiti Kanhu dakuchi bahu melei
Aasa go asa go Rai kunjaku sajeihoi
O..laguchi jemiti Kanhu dakuchi bahu melei
Aasa go asa go Rai kunjaku sajeihoi  
Kadamba phutichi basa jharijauchi
Chandini jharuchi sanja sarijauchi
Kemiti Rai go rahipara ekaki
Sindura nauchi Radha aina dekhi
Radha aina dekhi ॥୧॥


Amania luha die akhira kajala dhoi
Asumari koha ase Raira buku phatei
O..amania luha die akhira kajala dhoi
Asumari koha ase Raira buku phatei
Janichhi Kanhei aau pheribanahin
Tathapi manini Rai hue sajei
Lagijau pachhe dehe ninda kalanki
Sindura nauchi Radha aina dekhi
Radha aina dekhi

Sindura nauchi Radha aina dekhi
Radha aina dekhi
Gopa chhadi Kalakanhu chalijaichi
Sindura pindhile Radha hata tharuchi
Gopa chhadi Kalakanhu chalijaichi
Sindura pindhile Radha hata tharuchi
Suhagasindure Kanhu dishijae ki
Sindura nauchi Radha aina dekhi
Radha aina dekhi
Aaina dekhi Radha
Aaina dekhi
Aaina dekhi Radha
Aaina dekhi ॥2॥


Sindura Nauchi Radha Aaina Dekhi:
Lyrics of song “Sindura Nauchi Radha Aaina Dekhi”, sung by Suresh Wadkar, music directed by Malaya Mishra, lyrics by Guruprasad Satapathy, from Odia Bhajan album "Manisha Jibana Baisi Pahacha", released in the year 2000 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ