Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା - Banshire Premare To Sata Sura Bandha Lyrics

== ଓଡ଼ିଆ ==

ଭଜନ : ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଭାଷା : ଓଡ଼ିଆ
ଆଲବମ : ମହାଦାରୁ
କଣ୍ଠ : ଅନୁରାଧା ପୌଡ଼ୱାଲ
ଗୀତିକାର : ଅଲେଖ ବିଶ୍ଵାଳ, କଳ୍ପତରୁ ବଳ
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ମସିହା : ୧୯୯୬



ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା ॥


ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ
ବରଜନଗରେ କୁଳର ନାରୀକୁ କୁଳଟା କଲୁ
ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ
ବରଜନଗରେ କୁଳର ନାରୀକୁ କୁଳଟା କଲୁ
ଯମୁନା କୂଳେ କଦମ୍ବ ମୂଳେ
ଯମୁନା କୂଳେ କଦମ୍ବ ମୂଳେ
ବୁଡ଼ାଇ ମାରିଲୁ ପୀରତିର ଜଳେ
ସୁରେ ସୁରେ ଡାକିନେଇ ବୋଳିଦେଲୁ ନିନ୍ଦା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା ॥୧॥


ଏବେ ସେ କହ୍ନେଇ ଗୋପପୁରେ ନାହିଁ ଶ୍ରୀକ୍ଷେତ୍ରେ ଅଛି
ପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ଏବେ ସେ କହ୍ନେଇ ଗୋପପୁରେ ନାହିଁ ଶ୍ରୀକ୍ଷେତ୍ରେ ଅଛି
ପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ହାତ ଯେ ନାହିଁ ଧରିବା ପାଇଁ
ହାତ ଯେ ନାହିଁ ଧରିବା ପାଇଁ
ବଂଶୀରେ ଆଉ ତୁ ବାଜିବୁରେ କାହିଁ
କୋଟି କୋଟି ରାଧା ଏଠି ନାହିଁ ଟିକେ ନିନ୍ଦା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ପ୍ରେମରେ ତୋ ସାତ ସୁର ବନ୍ଧା
ପ୍ରେମରେ ତୋ ସାତ ସୁର ବନ୍ଧା ॥୨॥


YouTube ରେ ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା



== English ==

Bhajan : Banshire Premare To Sata Sura Bandha
Language : Odia
Album : Mahadaru
Singer : Anuradha Paudwal
Lyricist : Alekh Biswal, Kalpataru Bal
Music Director : Saroj Nanda
Year : 1996


Banshire premare to sata sura bandha
Banshire premare to sata sura bandha
Jeun sure tu bajile shubhe Radha Radha
Shubhe Radha Radha
Jeun sure tu bajile shubhe Radha Radha
Shubhe Radha Radha
Banshire premare to sata sura bandha
Banshire premare to sata sura bandha ॥


Baunsha khande tu emiti pirati kahun shikhilu
Barajanagare kulara nariku kulata kalu
Baunsha khande tu emiti pirati kahun shikhilu
Barajanagare kulara nariku kulata kalu
Jamuna kule kadamba mule
Jamuna kule kadamba mule
Budai marilu piratira jale
Sure sure dakinei bolidelu ninda
Banshire premare to sata sura bandha
Banshire premare to sata sura bandha ॥1॥


Ebe se Kahnei Gopapure nahin Shrikhetre achhi
Pirati Kunjaru bhakati Kunjaku chali asichhi
Ebe se Kahnei Gopapure nahin Shrikhetre achhi
Pirati kunjaru bhakati kunjaku chali asichhi
Hata je nahin dhariba pain
Hata je nahin dhariba pain
Banshire aau tu bajibure kahin
Koti koti Radha ethi nahin tike ninda
Banshire premare to sata sura bandha
Banshire premare to sata sura bandha
Jeun sure tu bajile shubhe Radha Radha
Shubhe Radha Radha
Jeun sure tu bajile shubhe Radha Radha
Shubhe Radha Radha
Banshire premare to sata sura bandha
Banshire premare to sata sura bandha
Premare to sata sura bandha
Premare to sata sura bandha ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. 𝓢𝓸 𝓫𝓮𝓪𝓾𝓽𝓲𝓯𝓾𝓵

    ReplyDelete
    Replies
    1. ଆପଣଙ୍କ ଦିପଦ କଥା ଆମ ପାଇଁ ପ୍ରେରଣାର ଉତ୍ସ — ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ