Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏ ଜୀବନେ ମୋ ଜୀବନେ ହସ ନାହିଁ - E Jibane Mo Jibane Hasa Nahin Lyrics

== ଓଡ଼ିଆ ==

ଫିଲ୍ମଗୀତ : ଏ ଜୀବନେ ମୋ ଜୀବନେ ହସ ନାହିଁ
ଭାଷା : ଓଡ଼ିଆ
ଚଳଚିତ୍ର : ମମତା ମାଗେ ମୂଲ  
କଣ୍ଠ : ମହମ୍ମଦ ଅଜିଜ
ଗୀତିକାର : ଶିବବ୍ରତ ଦାସ
ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୫



ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ
ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ
ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥


ବଗିଚାରେ ଦିନେ କେବେ ଫୁଲ ଫୁଟିଥିଲା
ଝରାଫୁଲ ସେ ବାରତା କାନେ କହିଗଲା
କେବେ ଦିନେ ଝଡ଼ ଆସିଗଲା ହାଏ ଝାଡ଼ିଦେଇ
ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ  
ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥୧॥


ମୋ ନିଜର କେହିଥିଲେ ମୁଁ ଥିଲି କାହାର
କେବେ କେଉଁଦିନ ହେଲି ଦୁନିଆଠୁ ପର
କେଉଁ ନିଆଁ କେଉଁ ଘର ଗଲା ଜାଳି ଜାଣେନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ
ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ
ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ
ଉଁ..ହୁଁହୁଁ..ହୁଁ.. ହୁଁ..ହୁଁହୁଁ..ହୁଁ ॥୨॥   


ଏ ଜୀବନେ ମୋ ଜୀବନେ ହସ ନାହିଁ:
ମହମ୍ମଦ ଅଜିଜ ଙ୍କ କଣ୍ଠରେ, ଅକ୍ଷୟ ମହାନ୍ତି ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବବ୍ରତ ଦାସ ଙ୍କ ରଚିତ ୧୯୮୫ ମସିହାର ଓଡ଼ିଆ ଚଳଚିତ୍ର “ମମତା ମାଗେ ମୂଲ” ଗୀତ “ଏ ଜୀବନେ ମୋ ଜୀବନେ ହସ ନାହିଁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ଏ ଜୀବନେ ମୋ ଜୀବନେ ହସ ନାହିଁ




== English ==

Movie Song : E Jibane Mo Jibane Hasa Nahin
Language : Odia
Movie : Mamata Mage Mula
Singer : Mohammed Aziz
Lyricist : Shibabrata Das
Music Director : Akshaya Mohanty
Year : 1985



E jibane mo jibane hasa nahin luha nahin
Tenu banchibara mane nahin mane nahin
E jibane mo jibane hasa nahin luha nahin
Tenu banchibara mane nahin mane nahin
E jibane mo jibane hasa nahin luha nahin ॥


Bagichare dine kebe phula phutithila
Jharaphula se barata kane kahigala
Kebe dine jhada asigala hae jhadidei
Tenu banchibara mane nahin mane nahin
E jibane mo jibane hasa nahin luha nahin ॥1॥


Mo nijara kehithile mun thili kahara
Kebe keundina heli duniathu para
Keun nian keun ghara gala jali janenahin
Tenu banchibara mane nahin mane nahin
E jibane mo jibane hasa nahin luha nahin
Tenu banchibara mane nahin mane nahin
E jibane mo jibane hasa nahin luha nahin
Un..hunhun..hun.. Hun..hunhun..hun ॥2॥ 


E Jibane Mo Jibane Hasa Nahin:
Lyrics of song “E Jibane Mo Jibane Hasa Nahin”, sung by Mohammed Aziz , lyrics by Shibabrata Das, music directed by Akshaya Mohanty, from Odia movie “Mamata Mage Mula”, released in the year 1985 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ