Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌ (ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା) - Dhire Dhire Pabanata Kala Mate Halchal (Hulala Ulala Chal Dustami Chal Dustami Kariba Shala) Lyrics

 == ଓଡ଼ିଆ==

ଫିଲ୍ମଗୀତ : ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌
ଭାଷା : ଓଡ଼ିଆ
ଚଳଚିତ୍ର : ଲଭ୍‌ ପାଇଁ କୁଛ୍‌ଭି କରେଗା
କଣ୍ଠ : ପାମେଲା ଜୈନ୍
ଗୀତିକାର : ନିର୍ମଳ ନାୟକ
ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର
ମସିହା : ୨୦୧୬



(ଝି)
ହାଁ..ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌
ମନ କହେ ନାଚି ଗାଇ ଝୁମି ଯିବି ହ‌‌ର୍‌ପଲ୍
ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌
ମନ କହେ ନାଚି ଗାଇ ଝୁମି ଯିବି ହ‌‌ର୍‌ପଲ୍
ନମ୍‌କିନ୍‌ ବୟସଟା ଟୁଇଷ୍ଟ ମାଇଲା..
ହୁଲାଲା ଉଲାଲା
ଚାଲ୍ ଦୁଷ୍ଟାମି କରିବା ଶାଲା
ହେଲେ ପଛେ ହେଇଯାଉ
ହାଲ୍ଲା ଗୁଲ୍ଲା
ହୁଲାଲା ଉଲାଲା
ଚାଲ୍ ଦୁଷ୍ଟାମି କରିବା ଶାଲା
ହେଲେ ପଛେ ହେଇଯାଉ
ହାଲ୍ଲା ଗୁଲ୍ଲା
(ପୁ)
ନାରେ ବାବା ସମ୍ଭାଳିଯା ହଅନା ତୁ ହଲ୍‌ଚଲ୍
ସଜ ସଜ ମୁହଁ ତୋର ଚାନ୍ଦପରି ଝଲ୍‌ମଲ୍‌
ଭୁଲ୍‌ ଟିକେ ହେଇଗଲେ ଭାରି ଝାମେଲା
(ଝି)
ହୁଲାଲା ଉଲାଲା
ଚାଲ୍ ଦୁଷ୍ଟାମି କରିବା ଶାଲା
ହେଲେ ପଛେ ହେଇଯାଉ
ହାଲ୍ଲା ଗୁଲ୍ଲା
ହୁଲାଲା ଉଲାଲା
ଚାଲ୍ ଦୁଷ୍ଟାମି କରିବା ଶାଲା
ହେଲେ ପଛେ ହେଇଯାଉ
ହାଲ୍ଲା ଗୁଲ୍ଲା
ଆରେ ହାଲ୍ଲା ଗୁଲ୍ଲା ॥


(ଝି)
ହାଁ..ସିଲିସିଲି ଏ ମଉସମଟା
ମହୁଝରାଏ ଭାରି ମଜାଲାଗେ
(ପୁ)
ହାଁ..ଏତେ ଚଗଲି କେମିତି ହେଲୁ
ବିଜୁଳି ପରି ଚମ୍‌କୁ ଭସାମେଘେ
(ଝି)
ହାଁ..ଆକାଶଟା ମୋ ପାଇଁ କି ଗାଏ ଆଜି ସର୍‌ଗମ୍‌
ଇଚ୍ଛାହୁଏ ଗୁଡ଼ିପରି ଉଡ଼ିବାକୁ ହର୍‌ଦମ୍‌
ନଟେଇର ସୁତା କିଏ କଟେଇ ଦେଲା
ଆଃ ହାଃ ହାଃ ହାଃ..
ହୁଲାଲା ଉଲାଲା
ଚାଲ୍ ଦୁଷ୍ଟାମି କରିବା ଶାଲା
ହେଲେ ପଛେ ହେଇଯାଉ
ହାଲ୍ଲା ଗୁଲ୍ଲା ॥୧॥


(ଝି)
ଆରେ ଲାଗୁଚି ଆଜି ପାଇଚି ଖୋଜି
ମନତଳେ ମୋ ଥିଲା ଯେତେ ଆଶା
(ପୁ)
ହଁ..ତୋରି ହସ ତୋରି ଖୁସି
ସାଜିଚି ମୋର ଜୀବନର ନିଶା
(ଝି)
ଉଁ..କହିଲେ ତ କହୁପଛେ ଏ ଦୁନିଆ ବେଶରମ୍‌
ବଦମାସି ଖୋଜେ ମନ ଟିକେ ବେଶି ଟିକେ କମ୍‌
ଧର ଧର ହାତ ମୋର ପାଦ ଖସିଲା
ଏ ଏ..ଆରେ ରେରେ ରେରେ..
ହୁଲାଲା ଉଲାଲା
ଚାଲ୍ ଦୁଷ୍ଟାମି କରିବା ଶାଲା
ହେଲେ ପଛେ ହେଇଯାଉ
ହାଲ୍ଲା ଗୁଲ୍ଲା
ହୁଲାଲା ଉଲାଲା
ଚାଲ୍ ଦୁଷ୍ଟାମି କରିବା ଶାଲା
ହେଲେ ପଛେ ହେଇଯାଉ
ହାଲ୍ଲା ଗୁଲ୍ଲା ॥୨॥


ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌ (ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା):
ପାମେଲା ଜୈନ୍ ଙ୍କ କଣ୍ଠରେ, ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିର୍ମଳ ନାୟକ ଙ୍କ ରଚିତ ୨୦୧୬ ମସିହାର ଓଡ଼ିଆ ଚଳଚିତ୍ର “ଲଭ୍‌ ପାଇଁ କୁଛ୍‌ଭି କରେଗା” ଗୀତ “ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌.. ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ଧୀରେ ଧୀରେ ପବନଟା କଲା




== English ==

Movie Song : Dhire Dhire Pabanata Kala Mate Halchal
Language : Odia
Film : Love Pain Kuchhbhi Karega
Singer : Pamela Jain
Lyrics : Nirmal Nayak
Music Director : Abhijit Majumdar
Year : 2016



(F)
Han..dhire dhire pabanata kala mate halchal
Mana kahe nachi gai jhumi jibi harpal
Dhire dhire pabanata kala mate halchal
Mana kahe nachi gai jhumi jibi harpal
Namkini bayasata twist maila..
Hulala ulala
Chal dustami kariba shala
Hele pachhe heijau
Halla gulla
Hulala ulala
Chal dustami kariba shala
Hele pachhe heijau
Halla gulla
(M)
Nare baba sambhalija hana tu halchal
Saja saja muhan tora chandapari jhalmal
Bhul tike heigale bhari jhamela
(F)
Hulala ulala
Chal dustami kariba shala
Hele pachhe heijau
Halla gulla
Hulala ulala
Chal dustami kariba shala
Hele pachhe heijau
Halla gulla
Aare halla gulla ॥


(F)
Han..silisili e mausamata
Mahujharae bhari majalage
(M)
Han..ete chagali kemiti helu
Bijuli pari chamku bhasameghe
(F)
Han..akashata mo pain ki gae aji sargam
Ichhahue gudipari udibaku hardam
Nateira suta kie katei dela
Aah hah hah hah..
Hulala ulala
Chal dustami kariba shala
Hele pachhe heijau
Halla gulla ॥1॥


(F)
Aare laguchi aji paichi khoji
Manatale mo thila jete asha
(M)
Han..tori hasa tori khusi
Sajichi mora jibanara nisha
(F)
Un..kahile ta kahupachhe e dunia besharam
Badamasi khoje mana tike beshi tike kam  
Dhara dhara hata mora pada khasila
E e..aare rere rere..
Hulala ulala
Chal dustami kariba shala
Hele pachhe heijau
Halla gulla
Hulala ulala
Chal dustami kariba shala
Hele pachhe heijau
Halla gulla ॥2॥

 
Dhire Dhire Pabanata Kala Mate Halchal (Hulala Ulala Chal Dustami Chal Dustami Kariba Shala):
Lyrics of song “Dhire Dhire Pabanata Kala Mate Hal Chal.. Ulala Ulala Chal Dustami Chal Dustami Kariba Shala..”, sung by Pamela Jain, lyrics by Nirmal Nayak, music directed by Abhijit Majumdar, from Odia movie “Love Pain Kuchhbhi Karega”, released in the year 2016 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ