Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏଇ ଯେ ବନ ଲତା ପାହାଡ଼ - Ei Je Bana Lata Pahada Lyrics

== ଓଡ଼ିଆ ==

ଗୀତ : ଏଇ ଯେ ବନ ଲତା ପାହାଡ଼
ଭାଷା : ଓଡ଼ିଆ
ଚଳଚିତ୍ର : ଫୁଲ ଚନ୍ଦନ
କଣ୍ଠ : ଅକ୍ଷୟ ମହାନ୍ତି
ଗୀତିକାର : ଦିଲ୍ଲୀପ ଦାସ   
ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ  
ମସିହା : ୧୯୮୨



(ପୁ)
ଓ..
(ଝି-ସମସ୍ତେ)
ଆ..ଆ..ଆ
(ପୁ)
ଓ..
(ଝି-ସମସ୍ତେ)
ଆ..ଆ..ଆ
(ପୁ)
ଓହୋ..ହୋ
(ଝି-ସମସ୍ତେ)
ହୁଁ..ଉଁ
(ପୁ)
ଏଇ ଯେ ବନ ଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ଏଇ ଯେ ବନ ଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ହୋ..
ଏଠି ଦିନ ସରେନା
ଏଠି ରାତି ସରେନା
ଏଠି ଦିନ ସରେନା
ଏଠି ରାତି ସରେନା
ଏଇ ଯେ ବନ ଲତା ପାହାଡ଼ ॥


(ପୁ)
ମାଦଳ ଛନ୍ଦେ ବାଦଲ ଝୁମେ
ବନ ପକ୍ଷୀ ସୁରେ ଜଲସା ଜମେ
ଏଇଠି ମାଟିକୁ ଆକାଶ ଚୁମେ

ଏମିତି ମିଳନ ଦେଖିନି କାହିଁ
ହଜି ହଜି ସତେ ଯାଉଚି ମୁହିଁ
ବୁଲୁଚି ନାଚି ଗାଇ ହସି ଝୁଲି ଝରଣା
ତାର ଗୀତ ସରେନା
ତାର ନାଚ ସରେନା
ତାର ଗୀତ ସରେନା
ତାର ନାଚ ସରେନା
ଏଇ ଯେ ବନ ଲତା ପାହାଡ଼ ॥୧॥


(ପୁ)
କିଏ ସେ ରୂପସୀ ମୋ ମନ ଜାଣି
ସଜାଇଛି ବନ ମୁରୁଜ ବୁଣି
ଆଖି ଖୋଜେ ତାରେ ଖୋଜେ ପାଏନି

ମୋ ପ୍ରିୟା ଅବା ପାଇ ମୋ ଚିଠି
ଲାଜ ତାର ଲେଖି ଦେଇଚି ଏଠି
ଅଗଣା ହସେ ପିନ୍ଧି ସେଇ ଲାଜ ଗହଣା
ତାର ହସ ସରେନା
ମୋର ମନ ପୁରେନା
ତାର ହସ ସରେନା
ମୋର ମନ ପୁରେନା
ଏଇ ଯେ ବନ ଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ଓ..
ଏଠି ଦିନ ସରେନା
ଏଠି ରାତି ସରେନା
ଏଠି ଦିନ ସରେନା
ଏଠି ରାତି ସରେନା
ଏଇ ଯେ ବନ ଲତା ପାହାଡ଼ ॥୨॥


ଶବ୍ଦାର୍ଥ
ଜଲସା -
ଜଳସା, ଆନନ୍ଦ ଉତ୍ସବ, ମଜଲିସ୍


ଏଇ ଯେ ବନ ଲତା ପାହାଡ଼:
ଅକ୍ଷୟ ମହାନ୍ତି ଙ୍କ କଣ୍ଠରେ, ସରୋଜ ପଟ୍ଟନାୟକ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଦିଲ୍ଲୀପ ଦାସ ଙ୍କ ରଚିତ ୧୯୮୨ ମସିହାର ଓଡ଼ିଆ ଚଳଚିତ୍ର “ଫୁଲ ଚନ୍ଦନ” ଗୀତ “ଏଇ ଯେ ବନ ଲତା ପାହାଡ଼” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ଏଇ ଯେ ବନ ଲତା ପାହାଡ଼




== English ==

Song : Ei Je Bana Lata Pahada
Language : Odia
Movie : Phula Chandana
Singer : Akshay Mohanty
Lyricist : Dillip Das
Music Director : Saroj Patnaik
Year : 1982



(M)
0..
(F-All)
Aa..aa..aa
(M)
0..
(F-All)
Aa..aa..aa
(M)
Oho..ho
(F-All)
Hun..un
(M)
Ei je bana lata pahada
Aahare dishe kede sundara
Ei je bana lata pahada
Aahare dishe kede sundara
Ho..
Ethi dina sarena
Ethi rati sarena
Ethi dina sarena
Ethi rati sarena
Ei je bana lata pahada ॥


(M)
Madala chhande badala jhume
Bana pakhi sure jalsa jame
Eithi matiku akasha chume

Emiti milana dekhini kahin
Haji haji sate jauchi muhin
Buluchi nachi gai hasi jhuli jharana
Tara gita sarena
Tara nacha sarena
Tara gita sarena
Tara nacha sarena
Ei je bana lata pahada ॥1॥


(M)
Kie se rupasi mo mana jani
Sajaichhi dina muruja buni
Aakhi khoje tare khoje paena

Mo priya aba pain mo chithi
Laja tara lekhi deichi ethi
Agana hase pindhi sei laja gahana
Tara hasa sarena
Mora mana purena
Tara hasa sarena
Mora mana purena
Ei je bana lata pahada
Aahare dishe kede sundara
O..
Ethi dina sarena
Ethi rati sarena
Ethi dina sarena
Ethi rati sarena
Ei je bana lata pahada ॥2॥

 
Ei Je Bana Lata Pahada:
Lyrics of song “Ei Je Bana Lata Pahada”, sung by Akshay Mohanty, lyrics by Dillip Das, music directed by Saroj Patnaik, from Odia movie “Phula Chandana”, released in the year 1982 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ