Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସାରାରା ସାରାରା ସିଲି ସିଲି - Sarara Sarara Sili Sili Lyrics

== ଓଡ଼ିଆ==

ଫିଲ୍ମଗୀତ : ସାରାରା ସାରାରା ସିଲି ସିଲି
ଭାଷା : ଓଡ଼ିଆ
ଚଳଚିତ୍ର : ପର୍ଶୁରାମ
କଣ୍ଠ : ସୌରିନ୍ ଭଟ୍ଟ, ନିବେଦିତା
ଗୀତିକାର : ଶ୍ରୀକାନ୍ତ ଗୌତମ
ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର
ମସିହା : ୨୦୧୨



(ପୁ)
ସାରାରା
(ଝି)
ସାରାରା
(ପୁ)
ସିଲି ସିଲି
(ଝି)
ସିଲି ସିଲି
(ଝି)
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି
ମୁଁ ପଢ଼ିଦେଲି ପଢ଼ିଦେଲି
ତୋ ମନ କଥା ପଢ଼ିଦେଲି
ପଢ଼ୁ ପଢ଼ୁ ଭଲ ପାଇଗଲି
ପାଇଗଲି..
(ପୁ)
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି
ମୋ ବାଟରେ ମୁଁ ଯାଉଥିଲି
ମୁଁ ତତେ ଦେଖି ରହିଗଲି
ଦେଖୁ ଦେଖୁ ମନ ଦେଇଦେଲି
ଦେଇଦେଲି..
(ଝି)
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି ॥


(ଝି)
ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ
ଆଖି ଦୁଇ ପକ୍ଷୀ ମୋର ଉଡ଼ି ଗଲେ ଦୂରକୁ
(ପୁ)
ଦୂରେ ଦୂରେ ଖୋଜି ଖୋଜି ପାଇଗଲି ଜଣକୁ
ଆଜି ଯାଏ ମନେମନେ ଖୋଜୁଥିଲି ଯାହାକୁ
(ଝି)
ମୁଁ ଛୁଇଁଦେଲି ଛୁଇଁଦେଲି
ତୋ ମନକୁ ମୁଁ ଛୁଇଁଦେଲି
ଛାତି ତଳେ ତୋର ଘର କଲି
ଘର କଲି..
(ପୁ)
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି ॥୧॥


(ପୁ)
ପ୍ରେମଋତୁ ଅଚାନକ ଛୁଇଁ ଯାଏ ଏମିତି
ଭଲଲାଗେ ପୃଥିବୀଟା ନୂଆ ନୂଆ ଯେମିତି
(ଝି)
ଆଖି କଥା ଆଖି ବୁଝେ ମନ ଜାଣି ହୁଏନା
ଅଧାକଥା ବୁଝିହୁଏ ଅଧା ବୁଝି ହୁଏନା
(ପୁ)
ମୋ ନିଦକୁ ମୁଁ ହଜେଇଲି
ମୋ ସପନ ମୁଁ ସଜେଇଲି
ନୂଆ ଦୁନିଆରେ ପାଦ ଦେଲି
ପାଦ ଦେଲି..
(ଝି)
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି
ମୁଁ ପଢ଼ିଦେଲି ପଢ଼ିଦେଲି
(ପୁ)
ତୋ ମନ କଥା ପଢ଼ିଦେଲି
(ଝି)
ପଢ଼ୁ ପଢ଼ୁ ଭଲ ପାଇଗଲି
ପାଇଗଲି..
(ଝି+ପୁ)
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି ॥୨॥


ସାରାରା ସାରାରା ସିଲି ସିଲି:
ସୌରିନ୍ ଭଟ୍ଟ, ନିବେଦିତା ଙ୍କ କଣ୍ଠରେ, ମନ୍ମଥ ମିଶ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶ୍ରୀକାନ୍ତ ଗୌତମ ଙ୍କ ରଚିତ ୨୦୧୨ ମସିହାର ଓଡ଼ିଆ ଚଳଚିତ୍ର “ପର୍ଶୁରାମ” ଗୀତ “ସାରାରା ସାରାରା ସିଲି ସିଲି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ସାରାରା ସାରାରା ସିଲି ସିଲି




== English ==

Movie Song : Sarara Sarara Sili Sili
Language : Odia
Film : Parshuram
Singer : Sourin Bhatt, Nibedita
Lyrics : Srikant Gautam
Music Director : Manmath Mishra
Year : 2012



(M)
Sarara
(F)
Sarara
(M)
Sili sili
(F)
Sili sili
(F)
Sarara sarara sili sili
Sarara sarara sili sili
Mun padhideli padhideli
To mana katha padhideli
Padhu padhu bhala paigali
Paigali..
(M)
Sarara sarara sili sili
Sarara sarara sili sili
Mo batare mun jauthili
Mun tate dekhi rahigali
Dekhu dekhu mana deideli
Deideli..
(F)
Sarara sarara sili sili
Sarara sarara sili sili ॥


(F)
Hrudayara chithi nei daba pain janaku
Aakhi dui pakhi mora udi gale duraku
(M)
Dure dure khoji khoji paigali janaku
Aaji jae manemane khojuthili jahaku
(F)
Mun chhuindeli chhuindeli
To manaku mun chhuindeli
Chhati tale tora ghara kali
Ghara kali..
(M)
Sarara sarara sili sili
Sarara sarara sili sili ॥1॥


(M)
Premarutu achanaka chhuin jae emiti
Bhalalage pruthibita nua nua jemiti
(F)
Aakhi katha akhi bujhe mana jani huena
Adhakatha bujhihue adha bujhi huena
(M)
Mo nidaku mun hajeili
Mo sapana mun sajeili
Nua duniare pada deli
Pada deli..
(F)
Sarara sarara sili sili
Sarara sarara sili sili
Mun padhideli padhideli
(M)
To mana katha padhideli
(F)
Padhu padhu bhala paigali
Paigali..
(F+M)
Sarara sarara sili sili
Sarara sarara sili sili
Sarara sarara sili sili
Sarara sarara sili sili ॥2॥


Sarara Sarara Sili Sili:
Lyrics of song “Sarara Sarara Sili Sili”, sung by Sourin Bhatt, Nibedita, lyrics by Srikant Gautam, music directed by Manmath Mishra, from Odia movie “Parshuram”, released in the year 2012 on “The Smaranika” in Odia and English.

 

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ