Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମାଝିରେ ଶେଷ ଶ୍ରାବଣ ପୂରୁବା ପବନ - Majhire Shesha Shrabana Puruba Pabana Lyrics

 
 == ଓଡ଼ିଆ ==

ଫିଲ୍ମଗୀତ : ମାଝିରେ ଶେଷ ଶ୍ରାବଣ ପୂରୁବା ପବନ
ଭାଷା : ଓଡ଼ିଆ
ଚଳଚିତ୍ର : ଶେଷ ଶ୍ରାବଣ
କଣ୍ଠ : ଚିତ୍ତ ଜେନା
ଗୀତିକାର : ଶିବବ୍ରତ ଦାସ
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୬



ମାଝିରେ..
ଶେଷ ଶ୍ରାବଣ ପୂରୁବା ପବନ
ବହିଯାଏ..
ମାଝିରେ..
ଝୁରେ ରାଈ ପରାଣ
ଶ୍ୟାମ କି ବୁଝେ ତା ମନ
ଝୁରେ ରାଈ ପରାଣ
ମାଝିରେ.. ॥


ବୃନ୍ଦାବନେ କଳାକାହ୍ନୁ ଖେଳ ଦେଖି ରାଧା
ହେଲା ବାଇ
ଆପଣାର ବୋଲି ଭାବି ମନେ ମନେ ସେ ଯେ
ଗଲା ଧାଇଁ
କହରେ ମାଝି କିଏ ବା ଆଜି
ବୁଝେ ତା'ର ମନ..
ଭଲା ବିହି ହେଲା ବାମ
ଝୁରେ ରାଈ ପରାଣ
ଶ୍ୟାମ କି ବୁଝେ ତା ମନ
ଝୁରେ ରାଈ ପରାଣ
ମାଝିରେ.. ॥୧॥


ଜାଣେନା ସେ କିଏ ପର ଏଠି କିଏ ପୁଣି
ଆପଣାର
କିଏ ତା'ର ପରବାସ ପୁଣି କାହିଁ ଅବା
ନିଜ ଘର
କହରେ ମାଝି କିଏ ବା ଆଜି
ବୁଝେ ତା'ର ମନ..
ଭଲା ବିହି ହେଲା ବାମ
ଝୁରେ ରାଈ ପରାଣ
ଶ୍ୟାମ କି ବୁଝେ ତା ମନ
ଝୁରେ ରାଈ ପରାଣ
ମାଝି.. ରେ..ମାଝି..
ମାଝିରେ.. ମାଝିରେ.. ମାଝିରେ.. ମାଝିରେ.. ॥୨॥


ମାଝିରେ ଶେଷ ଶ୍ରାବଣ ପୂରୁବା ପବନ:
ଚିତ୍ତ ଜେନା ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବବ୍ରତ ଦାସ ଙ୍କ ରଚିତ ୧୯୭୬ ମସିହାର ଓଡ଼ିଆ ଚଳଚିତ୍ର “ଶେଷ ଶ୍ରାବଣ” ଗୀତ “ମାଝିରେ ଶେଷ ଶ୍ରାବଣ ପୂରୁବା ପବନ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ମାଝିରେ ଶେଷ ଶ୍ରାବଣ ପୂରୁବା ପବନ 




== English ==

Movie Song : Majhire Shesha Shrabana Puruba Pabana
Language : Odia
Movie : Sesha Shrabana
Singer : Chitta Jena
Lyricist : Shibabrata Das
Music Director : Prafulla Kar
Year : 1976



Majhire..
Shesa Shrabana puruba pabana
Bahijae..
Majhire..
Jhure Rai parana
Shyama ki bujhe ta mana
Jhure Rai parana
Majhire.. ॥


Brundabane Kalakanhu khela dekhi Radha
Hela bai
Aapanara boli bhabi mane mane se je
Gala dhain
Kahare Majhi kie ba aji
Bujhe ta’ra mana..
Bhala bihi hela bama
Jhure Rai parana
Shyama ki bujhe ta mana
Jhure Rai parana
Majhire.. ॥1॥


Janena se kie para ethi kie puni
Aapanara
Kie ta’ra parabasa puni kahin aba
Nija ghara
Kahare Majhi kie ba aji
Bujhe ta’ra mana..
Bhala bihi hela bama
Jhure Rai parana
Shyama ki bujhe ta mana
Jhure Rai parana
Majhi.. re.. Majhi..
Majhire.. Majhire.. Majhire.. Majhire.. ॥2॥  


Majhire Shesha Shrabana Puruba Pabana:
Lyrics of song “Majhire Shesha Shrabana Puruba Pabana”, sung by Chitta Jena, lyrics by Shibabrata Das, music directed by Prafulla Kar, from Odia movie “Sesha Shrabana”, released in the year 1976 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ