Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏ ମିଳନ କାହାଣୀ ଆମ ଜୀବନର - E Milana Kahani Aama Jibanara Lyrics

== ଓଡ଼ିଆ==

ଫିଲ୍ମଗୀତ : ଏ ମିଳନ କାହାଣୀ ଆମ ଜୀବନର
ଭାଷା : ଓଡ଼ିଆ
ଚଳଚିତ୍ର : ପୁଅ ମୋର କଳା ଠାକୁର
କଣ୍ଠ : କବିତା କୃଷ୍ଣମୂର୍ତ୍ତି, ଉଦିତ ନାରାୟଣ
ଗୀତିକାର : ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ  
ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୮



(ଝି)
ଉଁ..ଉଁ..ଆ..ଆ..
ଏ ମିଳନ କାହାଣୀ ଆମ ଜୀବନର
ଏ ମିଳନ କାହାଣୀ ଆମ ଜୀବନର
କାଲି ତମେ ଥିଲ ଅଚିହ୍ନା ଅଜଣା
କାଲି ତମେ ଥିଲ ଅଚିହ୍ନା ଅଜଣା
ଆଜି ତ ନିଜଠୁ ନିଜର
ଏ ମିଳନ କାହାଣୀ ଆମ ଜୀବନର ॥


(ଝି)
ମୁଁ ଜାଣିନଥିଲି ଏତେ ମିଠା ସତେ
ଘରକରଣା ଘରକରଣା
ପଥର ଛାତିରେ ବୋହିଯିବ ବୋଲି
ସୁନା ଝରଣା ସୁନା ଝରଣା
ଏ ଝରଣା ଲହରି ସେ ହୃଦୟର
ଏ ଝରଣା ଲହରି ସେ ହୃଦୟର
ତାହାରି ଛୁଆଁରେ ସବୁଦିନ ରାତି
ତାହାରି ଛୁଆଁରେ ସବୁଦିନ ରାତି
ଲାଗେତ ଆହୁରି ମଧୁର
ଏ ମିଳନ କାହାଣୀ ଆମ ଜୀବନର ॥୧॥


(ଝି)
ତୁମରି ଘରେ ମୁଁ ବିଜୁଳି ପରିକା
ଝଲସୁଥିବି ଝଲସୁଥିବି
ତୁମରି ଛାତିରେ ନୂଆ ମେଘ ପରି
ବରଷୁଥିବି ବରଷୁଥିବି
(ପୁ)
ଏ ବରଷା ତଥାପି ଲାଗୁଚି ଡର
ଏ ବରଷା ତଥାପି ଲାଗୁଚି ଡର
କେତେ ସୁଖ ସତେ ସହିକି ପାରିବି
କେତେ ସୁଖ ସତେ ସହିକି ପାରିବି
ପଚାରୁଛି ମନ ମୋର
ଏ ବରଷା ତଥାପି ଲାଗୁଚି ଡର ॥୨॥


(ପୁ)
ମୁଁ ତ ନିଜେ ଥିଲି ଅଜଣା ଅଖୋଜା
ସାରା ଜୀବନ ସାରା ଜୀବନ
ତୁମେ ଆଜି ମୋତେ ଉପହାର ଦେଲ
ସୁନେଲି ଜହ୍ନ ସୁନେଲି ଜହ୍ନ
(ଝି)
ଏ ଜହ୍ନ କାହାଣୀ ଆମ ସପନର
ଏ ଜହ୍ନ କାହାଣୀ ଆମ ସପନର
କାଲି ସେ ସପନ ସତ ହେଲାବେଳେ
କାଲି ସେ ସପନ ସତ ହେଲାବେଳେ
ଝଲମଲ ହେବ ଏ ଘର
(ଝି+ପୁ)
ଏ ମିଳନ କାହାଣୀ ଆମ ଜୀବନର
ଏ ମିଳନ କାହାଣୀ ଆମ ଜୀବନର
ଏ ମିଳନ କାହାଣୀ ଆମ ଜୀବନର ॥୩॥


YouTube ରେ ହଏ ମିଳନ କାହାଣୀ ଆମ



ଏ ମିଳନ କାହାଣୀ ଆମ ଜୀବନର:
କବିତା କୃଷ୍ଣମୂର୍ତ୍ତି, ଉଦିତ ନାରାୟଣ ଙ୍କ କଣ୍ଠରେ, ଅକ୍ଷୟ ମହାନ୍ତି ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ ଙ୍କ ରଚିତ ୧୯୮୮ ମସିହାର ଓଡ଼ିଆ ଚଳଚିତ୍ର “ପୁଅ ମୋର କଳା ଠାକୁର” ଗୀତ “ଏ ମିଳନ କାହାଣୀ ଆମ ଜୀବନର..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।




== English ==

Movie Song : E Milana Kahani Aama Jibanara
Language : Odia
Film : Pua Mora Kala Thakura
Singer : Udit Narayan, Kavita Krishnamurthy
Lyrics : Devdas Chhotray, Sirsananda Das Kanungo
Music Director : Akshaya Mohanty
Year : 1988



(F)
Un..Un..Aa..Aa..
E milana kahani aama jibanara
E milana kahani aama jibanara
Kali tame thila achinha ajana
Kali tame thila achinha ajana
Aaji ta nijathu nijara
E milana kahani aama jibanara ॥


(F)
Mun janinathili ete mitha sate
Gharakarana gharakarana
Pathara chhatire bohijiba boli
Suna jharana suna jharana
E jharana lahari se hrudayara
E jharana lahari se hrudayara
Tahari chhuanre sabudina rati
Tahari chhuanre sabudina rati
Lageta aahuri madhura
E milana kahani aama jibanara ॥1॥


(F)
Tumari ghare mun bijuli parika
Jhalasuthibi jhalasuthibi
Tumari chhatire nua megha pari
Barasuthibi barasuthibi
(M)
E barasa tathapi laguchi dara
E barasa tathapi laguchi dara
Kete sukha sate sahiki paribi  
Kete sukha sate sahiki paribi
Pacharuchhi mana mora
E barasa tathapi laguchi dara ॥2॥


(M)
Mun ta nije thili ajana akhoja
Sara jibana sara jibana
Tume aaji mote upahara dela
Suneli janha suneli janha
(F)
E janha kahani aama sapanara
E janha kahani aama sapanara
Kali se sapana sata helabele
Kali se sapana sata helabele
Jhalamala heba e ghara
(F+M)
E milana kahani aama jibanara
E milana kahani aama jibanara
E milana kahani aama jibanara ॥3॥


E Milana Kahani Aama Jibanara:
Lyrics of song “E Milana Kahani Aama Jibanara..”, sung by Udit Narayan, Kavita Krishnamurthy, lyrics by Devdas Chhotray, Sirsananda Das Kanungo, and music directed by Akshaya Mohanty, from Odia movie “Pua Mora Kala Thakura”, released in the year 1988 on “The Smaranika” in Odia and English.


Keywords: E Milana Kahani Aama Jibanara, Odia Movie Song Lyrics, Odia Film Song Lyrics, Pua Mora Kala Thakura, Udit, Narayan, Kavita Krishnamurthy, Devdas Chhotray, Sirsananda Das Kanungo, Akshaya Mohanty, 2011 Odia Movie Song, The Smaranika, ଏ ମିଳନ କାହାଣୀ ଆମ ଜୀବନର, ଓଡ଼ିଆ ଫିଲ୍ମ ଗୀତ ଲିରିକ୍ସ, ଓଡ଼ିଆ ଚଳଚିତ୍ର ଗୀତ ଲିରିକ୍ସ, ପୁଅ ମୋର କଳା ଠାକୁର, କବିତା କୃଷ୍ଣମୂର୍ତ୍ତି, ଉଦିତ ନାରାୟଣ, ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ, ଅକ୍ଷୟ ମହାନ୍ତି, ୧୯୮୮ ମସିହା ଓଡ଼ିଆ ଚଳଚିତ୍ର, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ