ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ହୁଆ ହେ ପେହେଲି ବାର୍ (ମୋ ଦୁନିଆ ତୋ'ରି ପାଇଁ) - Pyar It's Only Pyar Dekhona Hua He Peheli Baar (Mo Dunia Tori Pain) Lyrics
== ଓଡ଼ିଆ==
ଫିଲ୍ମଗୀତ : ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା
ଭାଷା : ଓଡ଼ିଆ
ଚଳଚିତ୍ର : ଲୋଫର୍
କଣ୍ଠ : ସାନ୍, ତପୁ ମିଶ୍ର
ଗୀତିକାର : ବାପୁ ଗୋସ୍ଵାମୀ
ସଙ୍ଗୀତ ନିର୍ଦ୍ଦେଶକ: ଗୁଡ଼ଲି ରଥ
ମସିହା : ୨୦୧୧
(ସମସ୍ତେ)
ଓଠ ତୁନି ରହେ ପ୍ରେମ ଯେବେ ହୁଏ
ଆଖି କଥାକୁହେ ପ୍ରେମ ଯେବେ ହୁଏ
ତେରେ ଇସ୍କ ମେଁ ମେ ଜିଉଁ
ତେରେ ଇସ୍କ ମେଁ ମେ ମରୁଁ
ତେରେ ବିନ୍ ମେ କୁଛ୍ ଭି ନେହିଁ
ବସ୍ ତେରା ସଜ୍ଦା କରୁଁ
(ପୁ)
ମୋ ଦୁନିଆ ତୋରି ପାଇଁ
ସାତରଙ୍ଗୀ ଲାଗେ କାଇଁ
ସବୁଠି ତୋ ଛାଇ
(ଝି)
ମୋ ବାଟରେ ଖରା ଛାଇ
ମୋ ସାଥିରେ ଖେଳେ କାଇଁ
ଏ ସବୁ ତୋ ପାଇଁ
(ପୁ)
ଅଳପ ନିଦରେ ଶୋଉଚି ଚେଉଁଚି
(ଝି)
ଖୋଲିଲେ ଏ ଆଖି ତୋ ମୁହଁ ନାଚୁଚି
(ପୁ)
ଶୀତ କି ବସନ୍ତ ସଞ୍ଜ କି ସକାଳ
ରାତି ହଉକି ୱୋ..
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ଝି)
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ପୁ+ଝି)
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍ ॥
(ସମସ୍ତେ)
ନିସାପା..ଗାମାଗାପାରେ..
ସାରେନିସା..ଗାରେମାଗା..
ରେମାରେ..ସାନି..
(ଝି)
ଲାଲାଲା..ଲାଲା..
(ସମସ୍ତେ)
ଗାମାରେ..ନିସାଧାପା..ମାପାଗାମାରେସାନି
ସାଗାମାଗାନିସାଗାମାପା..
(ପୁ)
ହଜାରେ ଥର ମୁଁ ପଚାରେ
କହରେ ଜହ୍ନ ତୁ କହରେ
କାହିଁକି ତୋ ମୁହଁ ତା'ପରି ଦିଶେରେ
(ଝି)
ପୁନେଇ ଜୋଛନା ରାତିରେ
ତାରାରେ ତାରାକୁ ଯୋଡ଼େରେ
ଯୋଡ଼ିଲେ କାହିଁକି ତୋ ନାଁ ପଢ଼େରେ
(ପୁ)
ଏମିତି ବନ୍ଧନ କିଏ ସେ ବାନ୍ଧିଚି
(ଝି)
ଉଁ..ଏମିତି ପାଖକୁ କିଏ ସେ ଟାଣୁଚି
(ପୁ)
ପ୍ରେମର ଫାଶରୁ ମୁକୁଳିବା ପାଇଁ
ନାହିଁ ନିଜ ପାଖେ ଜୋର୍..
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ଝି)
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ପୁ+ଝି)
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍ ॥୧॥
(ସମସ୍ତେ)
ଆଖି କଥାକୁହେ ପ୍ରେମ ଯେବେ ହୁଏ
ତେରେ ଇସ୍କ ମେଁ ମେ ଜିଉଁ
ତେରେ ଇସ୍କ ମେଁ ମେ ମରୁଁ
ତେରେ ବିନ୍ ମେ କୁଛ୍ ଭି ନେହିଁ
ବସ୍ ତେରା ସଜ୍ଦା କରୁଁ
(ଝି)
ଭିଜେ ମୁଁ ଅତର ମେଘରେ
ପାଗଳ ଭଅଁର ଖୋଜେରେ
ନାହିଁକି ଋତୁ ଠୁ ରୂପସୀ ଦିଶେରେ
(ପୁ)
ମୋତି ପରି ଝଲସେ କାକର
ମିଠା ଲାଗେ ଆଜି ସାଗର
ଇଏକି ପହିଲି ଲକ୍ଷଣ ପ୍ରେମର
(ଝି)
ଚଗଲା ପବନେ ଘାସ ମୁଁ ବୁଣୁଚି
(ପୁ)
ଭିଜିବୁ ଆ'ରେ ଶ୍ରାବଣ ଡାକୁଛି
(ଝି)
ଛୁଇଁ ପ୍ରଜାପତି କାନପାତି ନିତି
କରେ କାଇଁ ଏତେ ଶୋର..
(ପୁ)
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ଝି)
ରାରାରା..ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ପୁ)
ୟେ..ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ଝି)
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍
(ପୁ)
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
ଦେଖୋନା ହୁଆ ହେ ପେହେଲି ବାର୍ ॥୨॥
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ହୁଆ ହେ ପେହେଲି ବାର୍ (ମୋ ଦୁନିଆ ତୋ'ରି ପାଇଁ):
ସାନ୍, ତପୁ ମିଶ୍ର ଙ୍କ କଣ୍ଠରେ, ଗୁଡ଼ଲି ରଥ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ବାପୁ ଗୋସ୍ଵାମୀ ଙ୍କ ରଚିତ ୨୦୧୧ ମସିହାର ଓଡ଼ିଆ ଚଳଚିତ୍ର “ଲୋଫର୍” ଗୀତ “ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ହୁଆ ହେ ପେହେଲି ବାର୍ ମୋ ଦୁନିଆ ତୋ'ରି ପାଇଁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
YouTube ରେ ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍
== English ==
Movie Song : Pyar It's Only Pyar Dekhona
Language : Odia
Film : Loafer
Singer : Shaan, Tapu Mishra
Lyrics : Bapu Goswami
Music Director : Goodly Rath
Year : 2011
(All)
Otha tuni rahe prema jebe hue
Aakhi kathakuhe prema jebe hue
Tere ishq mein me jiun
Tere ishq mein me marun
Tere bin me kuchh bhi nehin
Bas tera sajda karun
(M)
Mo dunia tori pain
Satarangi lage kain
Sabuthi to chhai
(F)
Mo batare khara chhai
Mo sathire khele kain
E sabu to pain
(M)
Alapa nidare shouchi cheunchi
(F)
Kholile e akhi to muhan nachuchi
(M)
Shita ki basanta sanja ki sakala
Rati hauki wo..
Pyar it's only pyar
Dekhona hua he peheli baar
(F)
Pyar it's only pyar
Dekhona hua he peheli baar
(M+F)
Pyar it's only pyar
Dekhona hua he peheli baar ॥
(All)
Nisapa..gamagapare..
Sarenisa..garemaga..
Remare..sani..
(F)
Lalala..lala..
(All)
Gamare..nisadhapa..mapagamaresani
Sagamaganisagamapa..
(M)
Hajare thara mun pachare
Kahare janha tu kahare
Kahinki to muhan ta’pari dishere
(F)
Punei jochhana ratire
Tarare taraku jodere
Jodile kahinki to nan padhere
(M)
Emiti bandhana kie se bandhichi
(F)
Un..emiti pakhaku kie se tanuchi
(M)
Premara phasharu mukuliba pain
Nahin nija pakhe jor..
Pyar it's only pyar
Dekhona hua he peheli baar
(F)
Pyar it's only pyar
Dekhona hua he peheli baar
(M+F)
Pyar it's only pyar
Dekhona hua he peheli baar ॥1॥
(All)
Aakhi kathakuhe prema jebe hue
Tere ishq mein me jiun
Tere ishq mein me marun
Tere bin me kuchh bhi nehin
Bas tera sajda karun
(F)
Bhije mun atara meghare
Pagala bhaanra khojere
Nahinki rutu thu rupasi dishere
(M)
Moti pari jhalase kakara
Mitha lage aji sagara
Ieki pahili lakhyana premara
(F)
Chagala pabane ghasa mun bunuchi
(M)
Bhijibu aa’re shrabana dakuchhi
(F)
Chhuin prajapati kanapati niti
Kare kain ete shor..
(M)
Pyar it's only pyar
Dekhona hua he peheli baar
(F)
Rarara..pyar it's only pyar
Dekhona hua he peheli baar
(M)
Ye..pyar it's only pyar
Dekhona hua he peheli baar
(F)
Pyar it's only pyar
Dekhona hua he peheli baar
(M)
Pyar it's only pyar
Dekhona hua he peheli baar ॥2॥
Pyar It's Only Pyar Dekhona Hua He Peheli Baar (Mo Dunia Tori Pain):
Lyrics of song “Pyar It's Only Pyar Dekhona Hua He Peheli Baar Mo Dunia Tori Pain”, sung by Shaan, Tapu Mishra, lyrics by Bapu Goswami, music directed by Goodly Rath, from Odia movie “Loaferi”, released in the year 2011 on “The Smaranika” in Odia and English.
Keywords: Odia Film Song Lyrics, Shaan, Tapu Mishra, Bapu Goswami, Goodly Rath, Pyar It's Only Pyar Odia Song, Loafer Odia Movie, Mo Dunia Tori Pain, The Smaranika, ଚଳଚିତ୍ର ଗୀତ ଓଡ଼ିଆ, ସାନ୍, ତପୁ ମିଶ୍ର, ବାପୁ ଗୋସ୍ଵାମୀ, ଗୁଡ଼ଲି ରଥ, ଦି ସ୍ମରଣିକା
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...