ଝୁମ୍କା ଟିକେ ତୁ ତ ହଲେଇଦେ - Jhumka Tike Tu Ta Haleide Lyrics
== ଓଡ଼ିଆ ==
ଗୀତ : ଝୁମ୍କା ଟିକେ ତୁ ତ ହଲେଇଦେ
ଭାଷା : ଓଡ଼ିଆ
ଚଳଚିତ୍ର : ଚିହ୍ନା ଅଚିହ୍ନା
କଣ୍ଠ : ତାନ୍ସେନ୍ ସିଂ
ଗୀତିକାର : ବିନୋଦ ନନ୍ଦ
ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ
ମସିହା : ୧୯୭୯
ଝୁମ୍କା ଟିକେ ତୁ ତ ହଲେଇଦେ
ରୁମ୍ଝୁମ୍ କରି ଟିକେ ବଜେଇଦେ
ଝୁମ୍କା ଟିକେ ତୁ ତ ହଲେଇଦେ
ରୁମ୍ଝୁମ୍ କରି ଟିକେ ବଜେଇଦେ
ବଜେଇଦେ..ବଜେଇଦେ..ବଜେଇଦେ..
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ହେ..ଏଇ..ଏଇ..ଏଇ..ଏଇ
ଝୁମ୍କା ଟିକେ ତୁ ତ ହଲେଇଦେ
ରୁମ୍ଝୁମ୍ କରି ଟିକେ ବଜେଇଦେ
ଝୁମ୍କା ଟିକେ ତୁ ତ ହଲେଇଦେ ॥
ଝୁଲି ଝୁଲି ତୁହି ଚାଲୁଚୁ ଏମିତି
ମନକୁ ନଉଚୁ ଟାଣି
ମନ ମୋ ଚାହୁଁଚି ଏଇଲାଗି ତୋତେ
କରନ୍ତିକି ପାଟରାଣୀ
ଝୁଲି ଝୁଲି ତୁହି ଚାଲୁଚୁ ଏମିତି
ମନକୁ ନଉଚୁ ଟାଣି
ମନ ମୋ ଚାହୁଁଚି ଏଇଲାଗି ତୋତେ
କରନ୍ତିକି ପାଟରାଣୀ
ତୋରି ପାଇଁ ମୁଁ ସବୁ ଭୁଲିଲି
ଭଲା ମୁଁ ତୋତେ ଭଲପାଇଲି
ହେଲେ ଜାଣି ତୁ ଅଜଣା କାହିଁକି
ମନ ଖୋଲି କହିଦେ
ଝୁମ୍କା ଟିକେ ତୁ ତ ହଲେଇଦେ
ରୁମ୍ଝୁମ୍ କରି ଟିକେ ବଜେଇଦେ
ଝୁମ୍କା ଟିକେ ତୁ ତ ହଲେଇଦେ ॥୧॥
ଯାହା ତୁ କହିବୁ ତାହା ମୁଁ କରିବି
ସିନେମା ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନ କରି
ହୋଟେଲରେ ଖୁଆଇବି
ଯାହା ତୁ କହିବୁ ତାହା ମୁଁ କରିବି
ସିନେମା ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନ କରି
ହୋଟେଲରେ ଖୁଆଇବି
ବାପା ବୋଉଙ୍କୁ ସବୁ କହିବି
ରାଜି ନହେଲେ ଘର ଛାଡ଼ିବି
ବାହାହେବାକୁ ରାଜି କି ଅରାଜି
ଦେହ ଛୁଇଁ କହିଦେ
ଝୁମ୍କା ଟିକେ ତୁ ତ ହଲେଇଦେ
ରୁମ୍ଝୁମ୍ କରି ଟିକେ ବଜେଇଦେ
ଝୁମ୍କା ଟିକେ ତୁ ତ ହଲେଇଦେ
ରୁମ୍ଝୁମ୍ କରି ଟିକେ ବଜେଇଦେ
ବଜେଇଦେ..ବଜେଇଦେ..ବଜେଇଦେ..
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ହେ..ଏଇ..ଏଇ..ଏଇ..ଏଇ
ଝୁମ୍କା ଟିକେ ତୁ ତ ହଲେଇଦେ
ରୁମ୍ଝୁମ୍ କରି ଟିକେ ବଜେଇଦେ
ଝୁମ୍କା ଟିକେ ତୁ ତ ହଲେଇଦେ ॥୨॥
YouTube ରେ ହଝୁମ୍କା ଟିକେ ତୁ ତ ହଲେଇଦେ
ଝୁମ୍କା ଟିକେ ତୁ ତ ହଲେଇଦେ:
ତାନ୍ସେନ୍ ସିଂ ଙ୍କ କଣ୍ଠରେ, ବାସୁଦେବ ରଥ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ବିନୋଦ ନନ୍ଦ ଙ୍କ ରଚିତ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ଚିହ୍ନା ଅଚିହ୍ନା” ଗୀତ “ଝୁମ୍କା ଟିକେ ତୁ ତ ହଲେଇଦେ.. ରୁମ୍ଝୁମ୍ କରି ଟିକେ ବଜେଇଦେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
== English ==
Movie Song : Jhumka Tike Tu Ta Haleide
Language : Odia
Film : Chinha Achinha
Singer : Tansen Singh
Lyrics : Binod Nanda
Music Director : Basudev Rath
Year : 1979
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide
Rumjhum kari tike bajeide
Bajeide..Bajeide..Bajeide..
Beni to haliba mana mo nachiba
Geli tu hasile mukuta jharaiba
Beni to haliba mana mo nachiba
Geli tu hasile mukuta jharaiba
Aalo tu to mor pari
Aare kie heba tora sari
Aalo tu to mor pari
Aare kie heba tora sari
Hey..Ei..Ei..Ei..Ei
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide ॥
Jhuli jhuli tuhi chaluchu emiti
Manaku nauchu tani
Mana mo chahunchi eilagi tote
Karantiki patarani
Jhuli jhuli tuhi chaluchu emiti
Manaku nauchu tani
Mana mo chahunchi ei lagi tote
Karantiki patarani
Tori pain mun sabu bhulili
Bhala mun tote bhalapaili
Hele jani tu ajana kahinki
Mana kholi kahide
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide ॥1॥
Jaha tu kahibu taha mun karibi
Cinema dekhei nebi
Ghare tu basibu rosei na kari
Hotelre khuaibi
Jaha tu kahibu taha mun karibi
Cinema dekhei nebi
Ghare tu basibu rosei na kari
Hotelre khuaibi
Bapa bounku sabu kahibi
Raji nahele ghara chhadibi
Bahahebaku raji ki araji
Deha chhuin kahide
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide
Rumjhum kari tike bajeide
Bajeide..Bajeide..Bajeide..
Beni to haliba mana mo nachiba
Geli tu hasile mukuta jharaiba
Beni to haliba mana mo nachiba
Geli tu hasile mukuta jharaiba
Aalo tu to mor pari
Aare kie heba tora sari
Aalo tu to mor pari
Aare kie heba tora sari
Hey..Ei..Ei..Ei..Ei
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide ॥2॥
Jhumka Tike Tu Ta Haleide:
Lyrics of song “Jhumka tike tu ta haleide..Rumjhum kari tike bajeide..”, sung by Tansen Singh, lyrics by Binod Nanda, and music directed by Basudev Rath, from Odia movie “Chinha Achinha”, released in the year 1979 on “The Smaranika” in Odia and English.
Keywords: Jhumka Tike Tu Ta Haleide, Odia Film Song Lyrics, Chinha Achinha, Tansen Singh, Binod Nanda, Basudev Rath, 1979 Odia Movie Song, The Smaranika, ଝୁମ୍କା ଟିକେ ତୁ ତ ହଲେଇଦେ, ଓଡ଼ିଆ ଫିଲ୍ମ ଗୀତ ଲିରିକ୍ସ, ଚିହ୍ନା ଅଚିହ୍ନା, ତାନ୍ସେନ୍ ସିଂ, ବିନୋଦ ନନ୍ଦ, ବାସୁଦେବ ରଥ, ୧୯୭୯ ମସିହା ଓଡ଼ିଆ ଚଳଚିତ୍ର, ଚଳଚିତ୍ର ଗୀତ ଓଡ଼ିଆ, ଦି ସ୍ମରଣିକା
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...