Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଝୁମ୍‌କା ଟିକେ ତୁ ତ ହଲେଇଦେ - Jhumka Tike Tu Ta Haleide Lyrics

== ଓଡ଼ିଆ ==

ଗୀତ : ଝୁମ୍‌କା ଟିକେ ତୁ ତ ହଲେଇଦେ
ଭାଷା : ଓଡ଼ିଆ
ଚଳଚିତ୍ର : ଚିହ୍ନା ଅଚିହ୍ନା
କଣ୍ଠ : ତାନ୍‌ସେନ୍‌ ସିଂ
ଗୀତିକାର : ବିନୋଦ ନନ୍ଦ
ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ
ମସିହା : ୧୯୭୯



ଝୁମ୍‌କା ଟିକେ ତୁ ତ ହଲେଇଦେ
ରୁମ୍‌ଝୁମ୍‌ କରି ଟିକେ ବଜେଇଦେ
ଝୁମ୍‌କା ଟିକେ ତୁ ତ ହଲେଇଦେ
ରୁମ୍‌ଝୁମ୍‌ କରି ଟିକେ ବଜେଇଦେ
ବଜେଇଦେ..ବଜେଇଦେ..ବଜେଇଦେ..
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ହେ..ଏଇ..ଏଇ..ଏଇ..ଏଇ
ଝୁମ୍‌କା ଟିକେ ତୁ ତ ହଲେଇଦେ
ରୁମ୍‌ଝୁମ୍‌ କରି ଟିକେ ବଜେଇଦେ
ଝୁମ୍‌କା ଟିକେ ତୁ ତ ହଲେଇଦେ ॥


ଝୁଲି ଝୁଲି ତୁହି ଚାଲୁଚୁ ଏମିତି
ମନକୁ ନଉଚୁ ଟାଣି
ମନ ମୋ ଚାହୁଁଚି ଏଇଲାଗି ତୋତେ
କରନ୍ତିକି ପାଟରାଣୀ
ଝୁଲି ଝୁଲି ତୁହି ଚାଲୁଚୁ ଏମିତି
ମନକୁ ନଉଚୁ ଟାଣି
ମନ ମୋ ଚାହୁଁଚି ଏଇଲାଗି ତୋତେ
କରନ୍ତିକି ପାଟରାଣୀ

ତୋରି ପାଇଁ ମୁଁ ସବୁ ଭୁଲିଲି
ଭଲା ମୁଁ ତୋତେ ଭଲପାଇଲି
ହେଲେ ଜାଣି ତୁ ଅଜଣା କାହିଁକି
ମନ ଖୋଲି କହିଦେ
ଝୁମ୍‌କା ଟିକେ ତୁ ତ ହଲେଇଦେ
ରୁମ୍‌ଝୁମ୍‌ କରି ଟିକେ ବଜେଇଦେ
ଝୁମ୍‌କା ଟିକେ ତୁ ତ ହଲେଇଦେ ॥୧॥


ଯାହା ତୁ କହିବୁ ତାହା ମୁଁ କରିବି
ସିନେମା ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନ କରି
ହୋଟେଲରେ ଖୁଆଇବି
ଯାହା ତୁ କହିବୁ ତାହା ମୁଁ କରିବି
ସିନେମା ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନ କରି
ହୋଟେଲରେ ଖୁଆଇବି
ବାପା ବୋଉଙ୍କୁ ସବୁ କହିବି
ରାଜି ନହେଲେ ଘର ଛାଡ଼ିବି
ବାହାହେବାକୁ ରାଜି କି ଅରାଜି
ଦେହ ଛୁଇଁ କହିଦେ

ଝୁମ୍‌କା ଟିକେ ତୁ ତ ହଲେଇଦେ
ରୁମ୍‌ଝୁମ୍‌ କରି ଟିକେ ବଜେଇଦେ
ଝୁମ୍‌କା ଟିକେ ତୁ ତ ହଲେଇଦେ
ରୁମ୍‌ଝୁମ୍‌ କରି ଟିକେ ବଜେଇଦେ
ବଜେଇଦେ..ବଜେଇଦେ..ବଜେଇଦେ..
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ବେଣୀ ତୋ ହଲିବ ମନ ମୋ ନାଚିବ
ଗେଲି ତୁ ହସିଲେ ମୁକୁତା ଝରିବ
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ଆଲୋ ତୁ ତ ମୋର ପରି
ଆରେ କିଏ ହେବ ତୋର ସରି
ହେ..ଏଇ..ଏଇ..ଏଇ..ଏଇ
ଝୁମ୍‌କା ଟିକେ ତୁ ତ ହଲେଇଦେ
ରୁମ୍‌ଝୁମ୍‌ କରି ଟିକେ ବଜେଇଦେ
ଝୁମ୍‌କା ଟିକେ ତୁ ତ ହଲେଇଦେ ॥୨॥


YouTube ରେ ହଝୁମ୍‌କା ଟିକେ ତୁ ତ ହଲେଇଦେ


ଝୁମ୍‌କା ଟିକେ ତୁ ତ ହଲେଇଦେ:
ତାନ୍‌ସେନ୍‌ ସିଂ ଙ୍କ କଣ୍ଠରେ, ବାସୁଦେବ ରଥ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ବିନୋଦ ନନ୍ଦ ଙ୍କ ରଚିତ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ଚିହ୍ନା ଅଚିହ୍ନା” ଗୀତ “ଝୁମ୍‌କା ଟିକେ ତୁ ତ ହଲେଇଦେ.. ରୁମ୍‌ଝୁମ୍‌ କରି ଟିକେ ବଜେଇଦେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।




== English ==

Movie Song : Jhumka Tike Tu Ta Haleide
Language : Odia
Film : Chinha Achinha
Singer : Tansen Singh  
Lyrics : Binod Nanda
Music Director : Basudev Rath
Year : 1979



Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide
Rumjhum kari tike bajeide
Bajeide..Bajeide..Bajeide..
Beni to haliba mana mo nachiba
Geli tu hasile mukuta jharaiba
Beni to haliba mana mo nachiba
Geli tu hasile mukuta jharaiba
Aalo tu to mor pari
Aare kie heba tora sari
Aalo tu to mor pari
Aare kie heba tora sari
Hey..Ei..Ei..Ei..Ei
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide ॥


Jhuli jhuli tuhi chaluchu emiti
Manaku nauchu tani
Mana mo chahunchi eilagi tote
Karantiki patarani
Jhuli jhuli tuhi chaluchu emiti
Manaku nauchu tani
Mana mo chahunchi ei lagi tote
Karantiki patarani

Tori pain mun sabu bhulili
Bhala mun tote bhalapaili
Hele jani tu ajana kahinki
Mana kholi kahide
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide ॥1॥


Jaha tu kahibu taha mun karibi
Cinema dekhei nebi
Ghare tu basibu rosei na kari
Hotelre khuaibi
Jaha tu kahibu taha mun karibi
Cinema dekhei nebi
Ghare tu basibu rosei na kari
Hotelre khuaibi
Bapa bounku sabu kahibi
Raji nahele ghara chhadibi
Bahahebaku raji ki araji
Deha chhuin kahide

Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide
Rumjhum kari tike bajeide
Bajeide..Bajeide..Bajeide..
Beni to haliba mana mo nachiba
Geli tu hasile mukuta jharaiba
Beni to haliba mana mo nachiba
Geli tu hasile mukuta jharaiba
Aalo tu to mor pari
Aare kie heba tora sari
Aalo tu to mor pari
Aare kie heba tora sari
Hey..Ei..Ei..Ei..Ei
Jhumka tike tu ta haleide
Rumjhum kari tike bajeide
Jhumka tike tu ta haleide ॥2॥


Jhumka Tike Tu Ta Haleide:
Lyrics of song “Jhumka tike tu ta haleide..Rumjhum kari tike bajeide..”, sung by Tansen Singh, lyrics by Binod Nanda, and music directed by Basudev Rath, from Odia movie “Chinha Achinha”, released in the year 1979 on “The Smaranika” in Odia and English.


Keywords: Jhumka Tike Tu Ta Haleide, Odia Film Song Lyrics, Chinha Achinha, Tansen Singh, Binod Nanda, Basudev Rath, 1979 Odia Movie Song, The Smaranika, ଝୁମ୍‌କା ଟିକେ ତୁ ତ ହଲେଇଦେ, ଓଡ଼ିଆ ଫିଲ୍ମ ଗୀତ ଲିରିକ୍ସ, ଚିହ୍ନା ଅଚିହ୍ନା, ତାନ୍‌ସେନ୍‌ ସିଂ, ବିନୋଦ ନନ୍ଦ, ବାସୁଦେବ ରଥ, ୧୯୭୯ ମସିହା ଓଡ଼ିଆ ଚଳଚିତ୍ର, ଚଳଚିତ୍ର ଗୀତ ଓଡ଼ିଆ, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ