Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଗୋରୀ ଲୋ ଗୋରୀ ତୁ ସେପାରିକୁ - Gori Lo Gori Tu Se Pariku Jibu Lyrics

== ଓଡ଼ିଆ ==

ଫିଲ୍ମଗୀତ : ଗୋରୀ ଲୋ ଗୋରୀ ତୁ ସେପାରିକୁ
ଭାଷା : ଓଡ଼ିଆ
ଚଳଚିତ୍ର : କନ୍ୟାଦାନ
କଣ୍ଠ : ସୁରେଶ ୱାଡ଼କର୍
ଗୀତିକାର : ଅରୁଣ ମହାନ୍ତି
ସଙ୍ଗୀତ ନିର୍ଦ୍ଦେଶକ: ଅରୁଣ ମହାନ୍ତି
ମସିହା : ୧୯୮୮



(ପୁ)
ହାଁ..ଗୋରୀ ଲୋ ଗୋରୀ
ତୁ ସେପାରିକୁ ଯିବୁ
ସେପାରିର ମନ୍ଦିରରେ
କ'ଣ ମନାସିବୁ
ହୋ..ଗୋରୀ ଲୋ ଗୋରୀ
ତୁ ସେପାରିକୁ ଯିବୁ
ସେପାରିର ମନ୍ଦିରରେ
କ'ଣ ମନାସିବୁ
ପଣତର କାନିରେ ମୋ ପାଶାକୁ ବାନ୍ଧିବୁ
ମୋ ନାଁର ସଳିତାରେ ଦୀପଟି ଜାଳିବୁ
ହାଃ..
ଗୋରୀ ଲୋ ଗୋରୀ
ତୁ ସେପାରିକୁ ଯିବୁ
ସେପାରିର ମନ୍ଦିରରେ
କ'ଣ ମନାସିବୁ ॥


ଆଜି ତୋର ମୋର ବାଲିଘର
କେବେ ସାଜିଯିବ ସେ ନଅର
ରାଣୀ ସାଜିଥିବୁ ତୁହି ସେଠି
ରାଜା ସାଜିଥିବି ମୁହିଁ ତୋର
ହାଁ..ଆଜି ତୋର ମୋର ବାଲିଘର
କେବେ ସାଜିଯିବ ସେ ନଅର
ରାଣୀ ସାଜିଥିବୁ ତୁହି ସେଠି
ରାଜା ସାଜିଥିବି ମୁହିଁ ତୋର
ଗୋରୀ ଲୋ ଗୋରୀ
ତୁ ସେପାରିକୁ ଯିବୁ
ସେପାରିର ମନ୍ଦିରରେ
କ'ଣ ମନାସିବୁ
ଆହା.. ॥୧॥


ସରଗେ ଅଛନ୍ତି ଯେତେ ପରି
ଅପରୂପ ଶୋଭା ଦେହେ ଧରି
ସତ କହୁଛି ତୋ ଦେହ ଛୁଇଁ
କେହି ହେବେ ନାହିଁ ତୋର ସରି
ସରଗେ ଅଛନ୍ତି ଯେତେ ପରି
ଅପରୂପ ଶୋଭା ଦେହେ ଧରି
ସତ କହୁଛି ତୋ ଦେହ ଛୁଇଁ
କେହି ହେବେ ନାହିଁ ତୋର ସରି
ଗୋରୀ ଲୋ ଗୋରୀ
ତୁ ସେପାରିକୁ ଯିବୁ
ସେପାରିର ଯତରାରେ ଝୁମୁକା ନାଇବୁ
ରୁଣୁଝୁଣୁ ଶବଦରେ ଦୁନିଆ ଭୁଲିବୁ
ହେଲେ ମୋ ଗୀତରେ
ମୋ ପ୍ରୀତିକୁ ସାଇତି ରଖିବୁ
ଆହା..ଗୋରୀ ଲୋ ଗୋରୀ
ତୁ ସେପାରିକୁ ଯିବୁ
ସେପାରିର ମନ୍ଦିରରେ
କ'ଣ ମନାସିବୁ
ଗୋରୀ ଲୋ ଗୋରୀ
ତୁ ସେପାରିକୁ ଯିବୁ
ସେପାରିର ମନ୍ଦିରରେ
କ'ଣ ମନାସିବୁ ॥୨॥


ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ:
ସୁରେଶ ୱାଡ଼କର୍ ଙ୍କ କଣ୍ଠରେ, ଅରୁଣ ମହାନ୍ତି ଙ୍କ ରଚିନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୮୮ ମସିହାର ଓଡ଼ିଆ ଚଳଚିତ୍ର “କନ୍ୟା ଦାନ” ଗୀତ “ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ହଗୋରୀ ଲୋ ଗୋରୀ ତୁ ସେପାରିକୁ



== English ==

Movie Song : Gori Lo Gori Tu Se Pariku
Language : Odia
Movie : Kanyadana
Singer : Suresh Wadkar
Lyricist : Arun Mohanty
Music Director : Arun Mohanty
Year : 1988



(M)
Han..Gori lo Gori
Tu separiku jibu
Separira mandirare
Ka’na manasibu
Ho..Gori lo Gori
Tu separiku jibu
Separira mandirare
Ka’na manasibu   
Panatara kanire mo pashaku bandhibu
Mo naara salitare dipati jalibu
Hah..
Gori lo Gori
Tu separiku jibu
Separira mandirare
Ka’na manasibu ॥


Aaji tora mora balighara
Kebe sajijiba se naara
Rani sajithibu tuhi sethi
Raja sajithibi muhin tora
Han..aaji tora mora balighara
Kebe sajijiba se naara
Rani sajithibu tuhi sethi
Raja sajithibi muhin tora
Gori lo Gori
Tu separiku jibu
Separira mandirare
Ka’na manasibu
Aaha.. ॥1॥


Sarage achhanti jete pari
Aparupa shobha dehe dhari
Sata kahuchhi to deha chhuin
Kehi hebe nahin tora sari
Sarage achhanti jete pari
Aparupa shobha dehe dhari
Sata kahuchhi to deha chhuin
Kehi hebe nahin tora sari
Gori lo Gori
Tu separiku jibu
Separira jatarare jhumuka naibu
Runujhunu shabadare dunia bhulibu
Hele mo gitare
Mo pritiku saiti rakhibu
Aaha..Gori lo Gori
Tu separiku jibu
Separira mandirare
Ka’na manasibu
Gori lo Gori
Tu separiku jibu
Separira mandirare
Ka’na manasibu ॥2॥


Gori Lo Gori Tu Se Pariku Jibu:
Lyrics of song “Gori Lo Gori Tu Se Pariku Jibu”, sung by Suresh Wadkar, lyrics and music directed by Arun Mohanty, from Odia movie “Kanya Dana”, released in the year 1988 on “The Smaranika” in Odia and English.

Keywords: Gori Lo Gori Tu Se Pariku Jibu Separira Mandirare Ka’na Manasibu, Odia Film Song Lyrics, Odia Film Song Lyrics, Kanya Dana, Suresh Wadkar, Arun Mohanty, 1988 Odia Movie Song, The Smaranika, ଗୋରୀ ଲୋ ଗୋରୀ ତୁ ସେପାରିକୁ ସେପାରିର ମନ୍ଦିରରେ କ'ଣ ମନାସିବୁ, ଓଡ଼ିଆ ଫିଲ୍ମ ଗୀତ ଲିରିକ୍ସ, ଓଡ଼ିଆ ଚଳଚିତ୍ର ଗୀତ ଲିରିକ୍ସ, କନ୍ୟାଦାନ, ସୁରେଶ ୱାଡ଼କର୍, ଅରୁଣ ମହାନ୍ତି, ୧୯୮୮ ମସିହା ଓଡ଼ିଆ ଚଳଚିତ୍ର, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ