Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର - Shunyataku Pachare Jebe Mun Kie Tumara Lyrics

== ଓଡ଼ିଆ==

ଫିଲ୍ମଗୀତ : ଶୁନ୍ୟତାକୁ ପଚାରେ ଯେବେ
ଭାଷା : ଓଡ଼ିଆ
ଚଳଚିତ୍ର : ସୁପର୍ ମିଛୁଆ
କଣ୍ଠ : ବାବୁସାନ୍ ମହାନ୍ତି
ଗୀତିକାର : ଶ୍ରୀକାନ୍ତ ଗୌତମ
ସଙ୍ଗୀତ ନିର୍ଦ୍ଦେଶକ : ବିକାଶ ଦାସ
ମସିହା : ୨୦୧୫



ଶୁନ୍ୟତାକୁ ପଚାରେ ଯେବେ
ମୁଁ କିଏ ତୁମର
ପ୍ରତିଧ୍ଵନି କହେ ଯେ ମତେ
ମୁଁ ଏକା ତୁମର

ଶୁନ୍ୟତାକୁ ପଚାରେ ଯେବେ
ମୁଁ କିଏ ତୁମର
ପ୍ରତିଧ୍ଵନି କହେ ଯେ ମତେ
ମୁଁ ଏକା ତୁମର
ଶୁଣ କି ନ ଶୁଣ ତୁମେ
ତଥାପି ମୁଁ ତୁମର
ତଥାପି ମୁଁ ତୁମର
ଶୁନ୍ୟତାକୁ ପଚାରେ ଯେବେ
ମୁଁ କିଏ ତୁମର
ପ୍ରତିଧ୍ଵନି କହେ ଯେ ମତେ
ମୁଁ ଏକା ତୁମର ॥


କାଗଜର ଦସ୍ତାବିଜ କଲା ମତେ ଅଲଗା
ତୁମ ଠାରୁ ଅଲଗା
ନା ମନରୁ ନା ସ୍ଵପ୍ନରୁ
କେହି ତୁମକୁ ପାରିବେନି କରି ଅଲଗା
ପାରିବେନି କରି ଅଲଗା
ଶୁନ୍ୟତାକୁ ପଚାରେ ଯେବେ
ମୁଁ କିଏ ତୁମର
ପ୍ରତିଧ୍ଵନି କହେ ଯେ ମତେ
ମୁଁ ଏକା ତୁମର ॥୧॥


ଯେତେ ସ୍ମୃତି ତୁମର ରଖିଚି ମୁଁ ସାଇତି
ଛାତି ତଳେ ସେମିତି
ନା ଭୁଲିଚି ନା ଭୁଲିବି
କେବେ ତୁମକୁ ହୃଦୟରେ ଅଛ ସେମିତି
ହୃଦୟରେ ଅଛ ସେମିତି
ଶୁନ୍ୟତାକୁ ପଚାରେ ଯେବେ
ମୁଁ କିଏ ତୁମର
ପ୍ରତିଧ୍ଵନି କହେ ଯେ ମତେ
ମୁଁ ଏକା ତୁମର
ଶୁଣ କି ନ ଶୁଣ ତୁମେ
ତଥାପି ମୁଁ ତୁମର
ତଥାପି ମୁଁ ତୁମର
ଉଁହୁଁ ହୁଁହୁଁ..ହୁଁହୁଁ ହୁଁହୁଁ ହୁଁ..ଉଁହୁଁ ହୁଁହୁଁ ହୁଁହୁଁ
ଉଁହୁଁ ହୁଁହୁଁ..ହୁଁହୁଁ ହୁଁହୁଁ ହୁଁ..ଉଁହୁଁ ହୁଁହୁଁ ହୁଁହୁଁ ॥୨॥


ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର:
ବାବୁସାନ୍ ମହାନ୍ତି ଙ୍କ କଣ୍ଠରେ, ବିକାଶ ଦାସ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶ୍ରୀକାନ୍ତ ଗୌତମ ଙ୍କ ରଚିତ ୨୦୧୫ ମସିହାର ଓଡ଼ିଆ ଚଳଚିତ୍ର “ସୁପର୍ ମିଛୁଆ” ଗୀତ “ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ଶୁନ୍ୟତାକୁ ପଚାରେ ଯେବେ  




== English ==

Movie Song : Shunyataku Pachare Jebe
Language : Odia
Film : Super Michhua
Singer : Babusan Mohanty
Lyrics : Srikant Gautam
Music Director : Bikas Das
Year : 2015



Shunyataku pachare jebe
Mun kie tumara
Pratidhwani kahe je mate
Mun eka tumara

Shunyataku pachare jebe
Mun kie tumara
Pratidhwani kahe je mate
Mun eka tumara
Shuna ki na shuna tume
Tathapi mun tumara
Tathapi mun tumara
Shunyataku pachare jebe
Mun kie tumara
Pratidhwani kahe je mate
Mun eka tumara ॥


Kagajara dastabija kala mate alaga
Tuma tharu alaga
Na manaru na swapnaru
Kehi tumaku paribeni kari alaga
Paribeni kari alaga
Shunyataku pachare jebe
Mun kie tumara
Pratidhwani kahe je mate
Mun eka tumara ॥1॥


Jete smruti tumara rakhichi mun saiti
Chhati tale semiti
Na bhulichi na bhulibi
Kebe tumaku hrudayare achha semiti
Hrudayare achha semiti
Shunyataku pachare jebe
Mun kie tumara
Pratidhwani kahe je mate
Mun eka tumara
Shuna ki na shuna tume
Tathapi mun tumara
Tathapi mun tumara
Unhun hunhun..hunhun hunhun hun..unhun hunhun hunhun  
Unhun hunhun..hunhun hunhun hun..unhun hunhun hunhun ॥2॥


Shunyataku Pachare Jebe Mun Kie Tumara:
Lyrics of song “Shunyataku Pachare Jebe Mun Kie Tumara”, sung by Babusan Mohanty, lyrics by Srikant Gautam, music directed by Bikas Das, from Odia movie “Super Michhua”, released in the year 2015 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ