Posts

Showing posts with the label ବାବୁସାନ୍

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର - Shunyataku Pachare Jebe Mun Kie Tumara Lyrics

Image
== ଓଡ଼ିଆ== ଫିଲ୍ମଗୀତ : ଶୁନ୍ୟତାକୁ ପଚାରେ ଯେବେ ଭାଷା : ଓଡ଼ିଆ ଚଳଚିତ୍ର : ସୁପର୍ ମିଛୁଆ କଣ୍ଠ : ବାବୁସାନ୍ ମହାନ୍ତି ଗୀତିକାର : ଶ୍ରୀକାନ୍ତ ଗୌତମ ସଙ୍ଗୀତ ନିର୍ଦ୍ଦେଶକ : ବିକାଶ ଦାସ ମସିହା : ୨୦୧୫ ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ଶୁଣ କି ନ ଶୁଣ ତୁମେ ତଥାପି ମୁଁ ତୁମର ତଥାପି ମୁଁ ତୁମର ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ॥ କାଗଜର ଦସ୍ତାବିଜ କଲା ମତେ ଅଲଗା ତୁମ ଠାରୁ ଅଲଗା ନା ମନରୁ ନା ସ୍ଵପ୍ନରୁ କେହି ତୁମକୁ ପାରିବେନି କରି ଅଲଗା ପାରିବେନି କରି ଅଲଗା ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ॥୧॥ ଯେତେ ସ୍ମୃତି ତୁମର ରଖିଚି ମୁଁ ସାଇତି ଛାତି ତଳେ ସେମିତି ନା ଭୁଲିଚି ନା ଭୁଲିବି କେବେ ତୁମକୁ ହୃଦୟରେ ଅଛ ସେମିତି ହୃଦୟରେ ଅଛ ସେମିତି ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ଶୁଣ କି ନ ଶୁଣ ତୁମେ ତଥାପି ମୁଁ ତୁମର ତଥାପି ମୁଁ ତୁମର ଉଁହୁଁ ହୁଁହୁଁ..ହୁଁହୁଁ ହୁଁହୁଁ ହୁଁ..ଉଁହୁଁ ହୁଁହୁଁ ହୁଁହୁଁ ଉଁହୁଁ ହୁଁହୁଁ..ହୁଁହୁଁ ହୁଁହୁଁ ହୁଁ..ଉଁହୁଁ ହୁଁହୁଁ ହୁଁହୁଁ ॥୨॥ ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର: ବାବୁସାନ୍ ମହାନ୍ତି ...

ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା - Muskil he jina tere bina muskil he jina Lyrics

Image
ଫିଲ୍ମଗୀତ: ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ଭାଷା: ଓଡ଼ିଆ  ଚଳଚିତ୍ର: ଅଜବ ସଞ୍ଜୁର ଗଜବ ଲଭ୍  କଣ୍ଠ: ବାବୁସାନ୍, ଦିପ୍ତୀରେଖା  ଗୀତିକାର: ସୁବ୍ରତ ସ୍ଵାଇଁ   ସଙ୍ଗୀତ ନିର୍ଦ୍ଦେଶକ: ପ୍ରେମାନନ୍ଦ  == ଓଡ଼ିଆ == (ପୁ) ଓଠ ତୋର ମଧୁଶାଳା ମିଠା ମିଠା ମହୁ ଝରା ମହୁ ବିନା ପ୍ରଜାପତି ରହି ପାରେନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା (ଝି) ଆଖି ତୋର ସ୍ଵପ୍ନ ଝରା ତୋଫା ତୋଫା ଜହ୍ନ ତାରା ଜହ୍ନ ବିନା ରାତି ଜମା ସୋଇ ପାରେନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା (ପୁ) ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ॥୧॥ (ପୁ) ପ୍ରଥମ ଦେଖାରୁ ତୁ ଯୁଆଡ଼େ ଯାଉଚି ମୁଁ ରେଶମି ସୂତାରେ ମୋତେ ଧୀରେ ଧୀରେ ପାଖକୁ ଟାଣୁଛୁ ତୁ (ଝି) ପ୍ରଥମ ଚିହ୍ନାରୁ ତୁ ଆନମନା ଭାରି ମୁଁ ଅଜଣାରେ କେବେ ଆସିଯାଉ ଯେବେ ଚମକି ପଡ଼ୁଛି ମୁଁ (ପୁ) ଚାହାଁଣୀରେ ହୀରା ମୋତି ଚାହିଁ ଚାହିଁ ସରେ ରାତି ମୋତି ବିନା ଶାମୁକାତ ରହିପାରେନା.. ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା (ଝି...

ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ - Tote Khali Dekhibaku Aakhi Mage Manjuri Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ଭାଷା : ଓଡ଼ିଆ ଚଳଚିତ୍ର : ଲୋକାଲ ଟୋକା ଲଭ୍ ଚୋଖା     କଣ୍ଠ : ବାବୁସାନ୍, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର : ବାପୁ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ  ମସିହା : ୨୦୧୮ (ପୁ) ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ ମନ ସାରା ମହକେ ତୋ ପ୍ରେମ କସ୍ତୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ପୁ) ସୁରମୟୀ ଆଖି ତୋର କଲା କିମିଆଁ ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା (ଝି) ନହ୍ନା ମୁନା ତୋ ହୃଦୟ ଏତେ ପାଗଳ କିଣିନେଲା ମୋର ସଞ୍ଜ ସକାଳ (ପୁ) ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି ଋତୁପର୍ଣ୍ଣା ରାଣୀ ତୁ ଲୋ ମନ ମୟୂରୀ ଛୁଇଁ ଦେଲେ ପବନରେ ବାଜେ ମହୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୧)  (ଝି) ଏମିତି ତୁ ରହିଗଲୁ ଆଖି ପଲକେ ସାତରଙ୍ଗୀ ସମାୟଟା ଅଟକେ (ପୁ) ଓ... ସୁନାରଙ୍ଗୀ ତୋ ଚେହେରା ସୁନା ପତିଆ ଝଲସେଇ ଦେଲା ମୋର ଦୁନିଆ (ଝି) ଲାଗୁ କାଇଁ ମୋ ପାଇଁ କି ତୁ ଏତେ ଜରୁରୀ ରହିଯିବ ଜୀବନଟା ତୋ ବିନା ଅଧୁରୀ ତୋ ପ୍ରେମରେ ମନ ମୋର ଯାଏ ବାହାରି (ପୁ) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ଝି) ସନ ସନ ସନ ନ ନ ଶାୟାରୀ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ