Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନା ମୁଁ ତତେ କେବେ ଚିଠି ଦେଇଚି - Na Mun Tate Kebe Chithi Deichi Lyrics

== ଓଡ଼ିଆ ==

ଗୀତ : ନା ମୁଁ ତତେ କେବେ ଚିଠି ଦେଇଚି
ଭାଷା : ଓଡ଼ିଆ
ଆଲବମ : ରଜନୀ ଗନ୍ଧା
କଣ୍ଠ : ଉଦିତ ନାରାୟଣ  
ଗୀତିକାର : ଶ୍ରୀକାନ୍ତ ଗୌତମ  
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ମସିହା : ୧୯୯୫



ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି
ମନେ ମନେ ତତେ ମୁଁ
ମନେ ମନେ ତତେ ମୁଁ ଭଲପାଇବସିଚି
ମନେ ମନେ ହସୁଚି
ମନେ ମନେ କାନ୍ଦୁଚି
ମନେ ମନେ ହସୁଚି
ମନେ ମନେ କାନ୍ଦୁଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି ॥


ଭାବେ କେବେ କେବେ କହିଦେବି ଖୋଲି
ଦେଖା ହେଲେ ଏଇଥର
ମନ କଥା ମୋର ଓଠ ପାଖୁ ଆସି
ଫେରିଯାଏ ସବୁଥର
ରାତି ହେଲେ ବେଶି ଚିଠି ଲେଖେ ବସି
ଲେଖୁଥାଏ ଗୀତ ମୋର
ଜାଣିପାରେ ନାହିଁ ରାତି ଯାଏ ପାହି
ସରେନାହିଁ ଲେଖା ମୋର
ଦିନରାତି ତୋ କଥା
ଦିନରାତି ତୋ କଥା ସବୁ ବେଳେ ଭାବୁଚି
ମନେ ମନେ ଖୋଜୁଚି
ମନେ ମନେ ଝୁରୁଚି
ମନେ ମନେ ଖୋଜୁଚି
ମନେ ମନେ ଝୁରୁଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି ॥୧॥  


କହିପାରୁନାହିଁ ଲେଖିପାରୁନାହିଁ
କେତେ ଭଲପାଏ ତତେ
ଏତିକି ଜାଣିଚି ପାରୁନାହିଁ ବଞ୍ଚି
ଭୁଲିପାରିବିନି ତତେ
ଶୋଇପାରୁନାହିଁ ଚାହିଁପାରୁନାହିଁ
ଛଟପଟ ହୁଏ ମନ
ନ ଦେଖିଲେ ତତେ ପ୍ରାଣଛାଡ଼ିଯାଏ
ବିତିଗଲେ ଗୋଟେ ଦିନ
ଛାତି ତଳେ ମନରେ  
ଛାତି ତଳେ ମନରେ ନିଆଁ ଲାଗିଯାଇଚି
ମନେ ମନେ ଜଳୁଚି
ମନେ ମନେ କାନ୍ଦୁଚି
ମନେ ମନେ ଖୋଜୁଚି
ମନେ ମନେ ଝୁରୁଚି
ମନେ ମନେ ଜଳୁଚି
ମନେ ମନେ ସହୁଚି ॥୨॥


ନା ମୁଁ ତତେ କେବେ ଚିଠି ଦେଇଚି:
ଉଦିତ୍ ନାରାୟଣ ଙ୍କ କଣ୍ଠରେ, ସରୋଜ ନନ୍ଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶ୍ରୀକାନ୍ତ ଗୌତମ ଙ୍କ ଲିଖିତ ୧୯୯୫ ମସିହାର ଓଡ଼ିଆ ଆଲବମ “ରଜନୀ ଗନ୍ଧା” ଗୀତ “ନା ମୁଁ ତତେ କେବେ ଚିଠି ଦେଇଚି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।

 

YouTube ରେ ନା ମୁଁ ତତେ କେବେ ଚିଠି ଦେଇଚି




== English ==

Song : Na Mun Tate Kebe Chithi Deichi
Language : Odia
Album : Rajanigandha
Singer : Udit Narayan
Lyrics : Srikant Gautam
Music Director : Saroj Nanda
Year : 1995



Na mun tate kebe chithi deichi
Na mun kebe mana kholi kahichi
Na mun tate kebe chithi deichi
Na mun kebe mana kholi kahichi
Mane mane tate mun
Mane mane tate mun bhalapaibasichi
Mane mane hasuchi
Mane mane kanduchi
Mane mane hasuchi
Mane mane kanduchi
Na mun tate kebe chithi deichi
Na mun kebe mana kholi kahichi ॥


Bhabe kebe kebe kahidebi kholi
Dekha hele eithara
Mana katha mora otha pakhu asi
Pherijae sabuthara
Rati hele beshi chithi lekhe basi
Lekhuthae gita mora
Janipare nahin rati jae pahi
Sarenahin lekha mora
Dinarati to katha
Dinarati to katha sabu bele bhabuchi
Mane mane khojuchi
Mane mane jhuruchi
Mane mane khojuchi
Mane mane jhuruchi
Na mun tate kebe chithi deichi
Na mun kebe mana kholi kahichi ॥1॥  


Kahiparunahin lekhiparunahin
Kete bhalapae tate
Etiki janichi parunahin banchi
Bhuliparibini tate
Shoiparunahin chahinparunahin
Chhatapata hue mana
Na dekhile tate pranachhadijae
Bitigale gote dina
Chhati tale manare
Chhati tale manare nian lagijaichi
Mane mane jaluchi
Mane mane kanduchi
Mane mane khojuchi
Mane mane jhuruchi
Mane mane jaluchi
Mane mane sahuchi ॥2॥


Na Mun Tate Kebe Chithi Deichi:
Lyrics of Odia album song “Na Mun Tate Kebe Chithi Deichi”, sung by Udit Narayan, music directed by Saroj Nanda, lyrics by Srikant Gautam, from Odia album “Rajanigandha”, released in the year 1995 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ