Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶୋଇଯା ମାମା ମେଘ ପାଲିଙ୍କିରେ ଜହ୍ନ ଆସିବ - Shoija Mama Megha Palinkire Janha Asiaba Lyrics

 == ଓଡ଼ିଆ ==

ଫିଲ୍ମଗୀତ : ଶୋଇଯା ମାମା
ଭାଷା : ଓଡ଼ିଆ
ଚଳଚିତ୍ର : ସୁନା ପଞ୍ଜୁରି
କଣ୍ଠ : ସୁରେଶ ୱାଡ଼କର୍
ଗୀତିକାର : ନିଜାମ୍
ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି  
ମସିହା : ୧୯୯୫



(ଅଜା)
ଉଁ..ଉଁ..ଉଁ
ଶୋଇଯା ମାମା ହୋ
ଶୋଇଯା ମାମା
ଶୋଇଯା ମାମା ହୋ
ଶୋଇଯା ମାମା
ମେଘ ପାଲିଙ୍କିରେ ଜହ୍ନ ଆସିବ
ପରୀ ରାଇଜକୁ ବୁଲେଇ ନବ
ଅଝଟ ହେଲେ ସେ ନବନି ଜମା
ଶୋଇଯା ମାମା ହୋ
ଶୋଇଯା ମାମା
ଶୋଇଯା ମାମା ହୋ
ଶୋଇଯା ମାମା ॥


(ନାତୁଣୀ)
ଉଦୁ ଉଦୁମା ତାଳ ଗୋଟମା
ମୁଁ ସୁନା ସବୁ ପିତଳ ସମା
ଦଶଟା ମିଠେଇ ହାତରେ ଦେଲେ
ଗାଲରେ ଦେବି ଗୋଟିଏ ଚୁମା
ହାହାହା..
(ଅଜା)
ନାଲି ଟୁକୁ ଟୁକୁ ତୋ'ରି ହସରେ
ଲୁଚିଛି କାହା ହସ
ଦି'ଦିନରେ ମୋତେ କିମିଆ କରି ସେ
କରିନେଲା ତ ବଶ
ହୋ..ନାଲି ଟୁକୁ ଟୁକୁ ତୋ'ରି ହସରେ
ଲୁଚିଛି କାହା ହସ
ଦି'ଦିନରେ ମୋତେ କିମିଆ କରି ସେ
କରିନେଲା ତ ବଶ
କଥାକୁହା ଛୋଟ କଣ୍ଢେଇ ତୁ ମୋର
ତୋରି ପାଇଁ ମୁଁ ହସିଲା ଏ ଘର
ଦୁଃଖ ଭୁଲାଏ ତୋ ଓଠ ଚୁମା
ଶୋଇଯା ମାମା ହୋ
ଶୋଇଯା ମାମା
ଶୋଇଯା ମାମା ହୋ
ଶୋଇଯା ମାମା ॥୧॥


(ନାତୁଣୀ)
ଇଟିକିଲି ମିଟିକିଲି
ତୁମ ସାଙ୍ଗରେ କଟି କଲି
କଟି ଫିଟିଲେ ହୋଇବ ମିଟି
ତେବେ ତୁମକୁ ମିଳିବ ଛୁଟି
(ଅଜା)
ମିଠା ମିଠା ତୋର କଥା ଶୁଣି ମୋର
କଟିଯାଏ ତ ଦିନ
ରାତି ସରେ ନାହିଁ ଝୁରେ ତୋ ପାଇଁ
ମୋର ଏଇ ମନ
ହୋ..ମିଠା ମିଠା ତୋର କଥା ଶୁଣି ମୋର
କଟିଯାଏ ତ ଦିନ
ରାତି ସରେ ନାହିଁ ଝୁରେ ତୋ ପାଇଁ
ମୋର ଏଇ ମନ
ତୁ ଶୋଇପଡ଼ ମୋ ନିଦ ନେଇ
ସାରା ଜୀବନ ମୁଁ ରହିବି ଚେଇଁ
ତୁ ହି ତୋ ମୋର ହଜିଲା ସୁନା
ଶୋଇଯା ମାମା ହୋ
ଶୋଇଯା ମାମା
ଶୋଇଯା ମାମା ହୋ
ଶୋଇଯା ମାମା

ମେଘ ପାଲିଙ୍କିରେ ଜହ୍ନ ଆସିବ
ପରି ରାଇଜକୁ ବୁଲେଇ ନବ
ଅଝଟ ହେଲେ ସେ ନବନି ଜମା
ଶୋଇଯା ମାମା ହୋ
ଶୋଇଯା ମାମା
ଶୋଇଯା ମାମା ହୋ
ଶୋଇଯା ମାମା
ଉଁ..ହୁଁ..ହୁଁହୁଁ..ହୁଁ
ଉଁ..ହୁଁ..ହୁଁହୁଁ
ଉଁ..ହୁଁ..ହୁଁହୁଁ..ହୁଁ
ଉଁ..ହୁଁ..ହୁଁହୁଁ
ଉଁ..ହୁଁ..ହୁଁହୁଁ ॥୨॥


ଶୋଇଯା ମାମା ମେଘ ପାଲିଙ୍କିରେ ଜହ୍ନ ଆସିବ:
ସୁରେଶ ୱାଡ଼କର୍ ଙ୍କ କଣ୍ଠରେ, ଅମରେନ୍ଦ୍ର ମହାନ୍ତି ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିଜାମ୍ ଙ୍କ ରଚିତ ୧୯୯୫ ମସିହାର ଓଡ଼ିଆ ଚଳଚିତ୍ର “ସୁନା ପଞ୍ଜୁରି” ଗୀତ “ଶୋଇଯା ମାମା ମେଘ ପାଲିଙ୍କିରେ ଜହ୍ନ ଆସିବ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ଶୋଇଯା ମାମା




== English ==

Song : Shoija Mama
Language : Odia
Film : Suna Panjuri
Singer : Suresh Wadkar
Lyricist : Nizam
Music Director : Amarendra Mohanty
Year : 1995



(Uncle)
Un..un..un
Shoija mama ho
Shoija Mama
Shoija Mama ho
Shoija mama
Megha palinkire janha asiba
Pari raijaku bulei naba
Ajhata hele se nabani jama
Shoija Mama ho
Shoija Mama
Shoija Mama ho
Shoija Mama ॥


(Grand daughter)
Udu uduma tala gotama
Mun suna sabu pitala sama
Dashata mithei hatare dele
Galare debi gotie chuma
Hahaha..
(Uncle)
Nali tuku tuku to’ri hasare
Luchichhi kaha hasa
Di’dinare mote kimia kari se
Karinela ta basha
Ho..nali tuku tuku to’ri hasare
Luchichhi kaha hasa
Di’dinare mote kimia kari se
Karinela ta basha  
Kathakuha chhota kandhei tu mora
Tori pain mun hasila e ghara
Duhkha bhulae to otha chuma
Shoija Mama ho
Shoija Mama
Shoija Mama ho
Shoija Mama ॥1॥


(Grand daughter)
Itikili mitikili
Tuma sangare kati kali
Kati phitile hoiba miti
Tebe tumaku miliba chhuti
(Uncle)
Mitha mitha tora katha shuni mora
Katijae ta dina
Rati sare nahin jhure to pain
Mora ei mana
Ho..mitha mitha tora katha shuni mora
Katijae ta dina
Rati sare nahin jhure to pain
Mora ei mana
Tu shoipada mo nida nei
Sara jibana mun rahibi chein
Tu hi to mora hajila suna
Shoija Mama ho
Shoija Mama
Shoija Mama ho
Shoija Mama

Megha palinkire janha asiba
Pari raijaku bulei naba
Ajhata hele se nabani jama
Shoija Mama ho
Shoija Mama
Shoija Mama ho
Shoija mama
Un..hun..hunhun..hun
Un..hun..hunhun
Un..hun..hunhun..hun
Un..hun..hunhun
Un..hun..hunhun ॥2॥
 

Shoija Mama Megha Palinkire Janha Asiaba:
Lyrics of song “Shoija Mama Megha Palinkire Janha Asiaba”, sung by Suresh Wadkar, lyrics by Nizam, music directed by Amarendra Mohanty, from Odia movie “Suna Panjuri”, released in the year 1995 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ