Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଜହ୍ନରେ ତତେ ପୁନେଇ ରାଣ - Janhare Tate Punei Rana Lyrics

== ଓଡ଼ିଆ ==

ଗୀତ : ଜହ୍ନରେ ତତେ ପୁନେଇ ରାଣ  
ଭାଷା : ଓଡ଼ିଆ
ଆଲବମ : ଜହ୍ନରେ ତତେ ପୁନେଇ ରାଣ
କଣ୍ଠ : ଉଦିତ ନାରାୟଣ
ଗୀତିକାର : ଶ୍ରୀକାନ୍ତ ଗୌତମ
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୧୯୯୫



ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ବେଗି ବେଗି ତୁ ଆଜି ନ ଯା' ନ ଯା' ନ ଯା'
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ ॥


ଅଳତା ନାଇ ସିନ୍ଦୁର ନାଇ
ମଥାରେ ହାତେ ଓଢ଼ଣା ଦେଇ
ବସିଚି ଲାଜେ ନୁଆ କନିଆ
ମୁହଁ ଲୁଚେଇ ମୁହଁ ଲୁଚେଇ
କହେ ସିନ୍ଦୁର କଥା ମୁଁ ଦେଲି
ସାରା ଜୀବନ ମୁଁ ତୁମର ହେଲି
କହୁଚି ଶଙ୍ଖା ପ୍ରଥମ ଦେଖା
ଯିବନି ଭୁଲି ଯିବନି ଭୁଲି

ଚଉଠି ରାତି ଚମକେ ଛାତି
ଏତେ ବେଗି ଆଜି ନ ପାହୁ ରାତି
ଚଉଠି ରାତି ଚମକେ ଛାତି
ଏତେ ବେଗି ଆଜି ନ ପାହୁ ରାତି
ସିଏ ରାଣୀ ମୁଁ ଆଜି ରଜା ରଜା ରଜା
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଏ ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ ॥୧॥


ସଜେଇ ହେଇ ବସିଚି ରାଧା
ଓଢ଼ଣା ତଳେ ହସୁଚି ଅଧା
ମହକେ ରାତି ମହକେ ଶେଯ
ରଜନୀଗନ୍ଧା ରଜନୀଗନ୍ଧା
ଗୋଲାପ ଶେଯେ ଅଳସ କନ୍ୟା
ଅଳସ ଦେହେ ପ୍ରୀତିର ବନ୍ୟା
ଦୁଇଟି ମନ ଆଜି ମିଳନ
ଗଙ୍ଗା ଯମୁନା ଗଙ୍ଗା ଯମୁନା

ମଧୁ ଚନ୍ଦ୍ରିକା ମଧୁର ପ୍ରୀତି
ଏମିତି ରାତି ସେତ ଅଭୁଲା ସ୍ମୃତି
ମଧୁ ଚନ୍ଦ୍ରିକା ମଧୁର ପ୍ରୀତି
ଏମିତି ରାତି ସେତ ଅଭୁଲା ସ୍ମୃତି
ଛାଡ଼ି ଏକା ଆମକୁ ତୁ ନ ଯା' ନ ଯା' ନ ଯା'
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା

ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ବେଗି ବେଗି ତୁ ଆଜି ନ ଯା' ନ ଯା' ନ ଯା'
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଘଡ଼ିଏ ରହିଯା ଘଡ଼ିଏ ରହିଯା ॥୨॥


ଜହ୍ନରେ ତତେ ପୁନେଇ ରାଣ:
ଉଦିତ୍ ନାରାୟଣ ଙ୍କ କଣ୍ଠରେ, ମଳୟ ମିଶ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶ୍ରୀକାନ୍ତ ଗୌତମ ଙ୍କ ଲିଖିତ ୧୯୯୫ ମସିହାର ଓଡ଼ିଆ ଆଲବମ “ଜହ୍ନରେ ତତେ ପୁନେଇ ରାଣ” ଗୀତ “ଜହ୍ନରେ ତତେ ପୁନେଇ ରାଣ ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ଜହ୍ନରେ ତତେ ପୁନେଇ ରାଣ




== English ==

Song : Janhare Tate Punei Rana
Language : Odia
Album : Janhare Tate Punei Rana
Singer : Udit Narayan
Lyrics : Srikant Gautam
Music Director : Malaya Mishra
Year : 1995



Janhare Tate punei rana
Janhare Tate punei rana
Ghadie rahija aau ghadie rahija
Chandini rati chandana sathi
Sarini laja sari jauchhi rati
Chandini rati chandana sathi
Sarini laja sari jauchhi rati
Begi begi tu aji na jaa’ na jaa’ na jaa’
Ghadie rahija aau ghadie rahija
Janhare Tate punei rana
Janhare Tate punei rana ॥


Alata nai sindura nai
Mathare hate odhana dei
Basichi laje nua kania
Muhan luchei muhan luchei
Kahe sindura katha mun deli
Sara jibana mun tumara heli
Kahuchi shankha prathama dekha
Jibani bhuli jibani bhuli

Chauthi rati chamake chhati
Ete begi aji na pahu rati
Chauthi rati chamake chhati
Ete begi aji na pahu rati
Sie rani mun aji raja raja raja
Ghadie rahija aau ghadie rahija
E Janhare Tate punei rana
Janhare Tate punei rana ॥1॥


Sajei hei basichi Radha
Odhana tale hasuchi adha
Mahake rati mahake sheja
Rajanigandha rajanigandha
Golapa sheje alasa kanya
Alasa dehe pritira banya
Duiti mana aji milana
Ganga Jamuna Ganga Jamuna

Madhu chandrika madhura priti
Emiti rati seta abhula smruti
Madhu chandrika madhura priti
Emiti rati seta abhula smruti
Chhadi eka amaku tu na jaa’ na jaa’ na jaa’
Ghadie rahija aau ghadie rahija
Janhare Tate punei rana
Janhare Tate punei rana
Ghadie rahija aau ghadie rahija

Chandini rati chandana sathi
Sarini laja sari jauchhi rati
Chandini rati chandana sathi
Sarini laja sari jauchhi rati
Begi begi tu aji na jaa’ na jaa’ na jaa’
Ghadie rahija aau ghadie rahija
Ghadie rahija ghadie rahija ॥2॥


Janhare Tate Punei Rana:
Lyrics of Odia album song “Janhare Tate Punei Rana Ghadie Rahija Aau Ghadie Rahija”, sung by Udit Narayan, music directed by Malaya Mishra, lyrics by Srikant Gautam, from Odia album “Janhare Tate Punei Rana”, released in the year 1995 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ