Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ - Rupeli Nai Dhare Chhotia Gaan tie Lyrics

== ଓଡ଼ିଆ ==

ଗୀତ : ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ଭାଷା : ଓଡ଼ିଆ
ଆଲବମ : ରୁପେଲି ନଈ ଧାରେ
କଣ୍ଠ : ସୋହମ୍‌, ନିବେଦିତା
ଗୀତିକାର : ନିଜାମ୍
ସଂଗୀତ ନିର୍ଦ୍ଦେଶକ : ପୂର୍ଣ୍ଣ ଖୁଣ୍ଟିଆ
ମସିହା : ୨୦୦୧



(ପୁ)
ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ
ପଚାରିଲି ତାକୁ କହ ଲୋ ରୂପସୀ
କାହା କଥା ଭାବୁ ନଈତୁଠେ ବସି
ଘୋଟିଗଲା କି ମେଘ ତା ଗୋରା ମୁହେଁ
ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ ॥


(ପୁ)
କହ ସୁକୁମାରୀ ଚାହିଁଚୁ କାହାକୁ
କିଏ କଲା ଚୁନା ତୋ ସୁନା ମନକୁ
(ଝି)
କଥାରେ ଛନ୍ଦି ଦେଇ
ହାଏ ଗଲା ମୋ ପରଦେଶୀ
ଭରସା କରି ତାକୁ ମୁଁ ଝୁରୁଛି ଦିନରାତି
ଚିଠି ନା ପତର କଥା ନା ଖବର
ବଡ଼ ବେଦରଦୀ ପରଦେଶୀ ମୋର
ତଥାପି ଏ ମନ ତାକୁ ଝୁରିହୁଏ
(ପୁ)
ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ ॥୧॥


(ଝି)
ପକ୍ଷୀ ଫେରିଆସେ ଫେରେ ଦିନରାତି
କହରେ ବାଟୋଇ କାହିଁ ମୋର ସାଥୀ
(ପୁ)
ଆଲୋ ମୋ ସୁନୟନା
ତୁ କରନା ମନ ଉଣା
ପ୍ରେମିକ ମହୁ ମାଛି ତୋ ପୀରତି ମହୁ ଫେଣା
ତୋ ମନର ଡୋରି ଆଣିବ ଲୋ ଟାଣି
ସାଜିବୁ ତୁ ଦିନେ ତା ମନର ରାଣୀ
ସବାରିରେ ଯିବୁ ସାଜି ବୋହୂ ଟିଏ
ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ ॥୨॥


ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ:
ସୋହମ୍‌, ନିବେଦିତା ଙ୍କ କଣ୍ଠରେ, ପୂର୍ଣ୍ଣ ଖୁଣ୍ଟିଆ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିଜାମ୍ ଙ୍କ ଲିଖିତ ୨୦୦୧ ମସିହାର ଓଡ଼ିଆ ଆଲବମ “ରୁପେଲି ନଈ ଧାରେ” ଗୀତ “ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ




== English ==

Song : Rupeli Nai Dhare Chhotia Gaan tie
Language : Odia
Album : Rupeli Nai Dhare
Singer : Soham, Nibedita
Lyrics : Nizam
Music Director : Purnna Khuntia
Year : 2001



(M)
Rupeli nai dhare chhotia Gaan tie
Sei Gaanre rahe sundari jhia tie
Pacharili taku kaha lo rupasi
Kaha katha bhabu naituthe basi
Ghotigala ki megha ta gora muhen
Rupeli nai dhare chhotia Gaan tie
Sei Gaanre rahe sundari jhia tie ॥


(M)
Kaha sukumari chahinchu kahaku
Kie kala chuna to suna manaku
(F)
Kathare chhandi dei
Hae gala mo paradeshi
Bharasa kari taku mun jhuruchhi dinarati
Chithi na patara katha na khabara
Bada bedaradi paradeshi mora
Tathapi e mana taku jhurihue
(M)
Rupeli nai dhare chhotia Gaan tie
Sei Gaanre rahe sundari jhia tie ॥1॥


(F)
Pakhi pheriase phere dinarati
Kahare batoi kahin mora sathi
(M)
Aalo mo sunayana
Tu karana mana una
Premika mahu machhi to pirati mahu phena
To manara dori aniba lo tani
Sajibu tu dine ta manara rani
Sabarire jibu saji bohu tie
Rupeli nai dhare chhotia Gaan tie
Sei Gaanre rahe sundari jhia tie ॥2॥


Rupeli Nai Dhare Chhotia Gaan tie:
Lyrics of Odia album song “Rupeli Nai Dhare Chhotia Gaan tie”, sung by Soham, Nibedita, music directed by Purnna Khuntia, lyrics by Nizam, from Odia album “Rupeli Nai Dhare”, released in the year 2001 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ