ନର୍କରୁ ଲେଖୁଚି ଚିଠି ହେ କଳାଠାକୁର - Narkaru Lekhichi Chithi He Kalathakura Lyrics
== ଓଡ଼ିଆ ==
ଭଜନ : ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଭାଷା : ଓଡ଼ିଆ
କଣ୍ଠ : ସୁବାସ ଦାସ
ଗୀତିକାର : ଅରୁଣ ମନ୍ତ୍ରୀ
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ ବେହେରା
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଅନେକ ଯାତନା ଭୁଗିଲିଣି ସିନା
ଅନେକ ଯାତନା ଭୁଗିଲିଣି ସିନା
ମୋ କଥା ଏଥର ବିଚାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର ॥
ଯମଦୂତ ମାନେ ମୋତେ ବାନ୍ଧି ଦିନେ
ନରକ ଭୁବନେ ମୋତେ ତ ଆଣିଲେ
କଣ୍ଟାରେ ପୋଡ଼ିଲେ ନିଆରେ ପୋଡ଼ିଲେ
ତତଲା ତେଲରେ ମତେ ବୁଡ଼େଇଲେ
ମୁଁ ଯେ ଆକୁଳରେ ନିବେଦନ କରେ
ମୁଁ ଯେ ଆକୁଳରେ ନିବେଦନ କରେ
ମୋ ଶାସ୍ତି ଟିକେ କୋହଳ କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର ॥୧॥
ମାୟାରେ ମୁଁ ପଡ଼ି ମିଛରେ ମୁଁ ବୁଡ଼ି
ବାଟ ଦିନେ ହୁଡ଼ି କଲି କେତେ ପାପ
ନାହିଁ ଧର୍ମବଳ ଭୁଗେ କର୍ମଫଳ
ଆଜି ମୁଁ ନର୍କରେ କରେ ଅନୁତାପ
ବୈକୁଣ୍ଠବିହାରୀ କରୁଚି ଗୁହାରି
ବୈକୁଣ୍ଠବିହାରୀ କରୁଚି ଗୁହାରି
ନେଇଯାଅ ଥରେ ସରଗପୁର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଅନେକ ଯାତନା ଭୁଗିଲିଣି ସିନା
ଅନେକ ଯାତନା ଭୁଗିଲିଣି ସିନା
ମୋ କଥା ଏଥର ବିଚାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର ॥୨॥
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର:
ସୁବାସ ଦାସ ଙ୍କ କଣ୍ଠରେ, ପ୍ରଫୁଲ୍ଲ ବେହେରା ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅରୁଣ ମନ୍ତ୍ରୀ ଙ୍କ ରଚିତ ଓଡ଼ିଆ ଭଜନ ଗୀତ “ନର୍କରୁ ଲେଖୁଚି ଚିଠି ହେ କଳାଠାକୁର” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
YouTube re ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
== English ==
Bhajan : Narkaru Lekhichi Chithi He Kalathakura
Language : Odia
Singer : Subash Das
Lyricist : Arun Mantri
Music Director : Prafulla Behera
Narkaru lekhuchi chithi he Kalathakura
Uddhara karahe mote uddhara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Aneka jatana bhugilini sina
Aneka jatana bhugilini sina
Mo katha ethara bichara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Uddhara karahe mote uddhara kara ॥
Jamaduta mane mote bandhi dine
Naraka bhubane mote ta anile
Kantare podile niare podile
Tatala telare mate budeile
Mun je akulare nibedana kare
Mun je akulare nibedana kare
Mo shasti tike kohala kara
Narkaru lekhuchi chithi he Kalathakura
Uddhara karahe mote uddhara kara
Uddhara karahe mote uddhara kara ॥1॥
Mayare mun padi michhare mun budi
Bata dine hudi kali kete papa
Nahin dharmabala bhuge karmaphala
Aaji mun narkare kare anutapa
Baikunthabihari karuchi guhari
Baikunthabihari karuchi guhari
Neijao thare saragapura
Narkaru lekhuchi chithi he Kalathakura
Uddhara karahe mote uddhara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Aneka jatana bhugilini sina
Aneka jatana bhugilini sina
Mo katha ethara bichara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Uddhara karahe mote uddhara kara
Uddhara karahe mote uddhara kara ॥2॥
Narkaru Lekhichi Chithi He Kalathakura:
Lyrics of song “Narkaru Lekhichi Chithi He Kalathakura”, sung by Subash Das, music directed by Prafulla Behera, lyrics by Arun Mantri on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...