Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନର୍କରୁ ଲେଖୁଚି ଚିଠି ହେ କଳାଠାକୁର - Narkaru Lekhichi Chithi He Kalathakura Lyrics

== ଓଡ଼ିଆ ==

ଭଜନ : ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଭାଷା : ଓଡ଼ିଆ
କଣ୍ଠ : ସୁବାସ ଦାସ
ଗୀତିକାର : ଅରୁଣ ମନ୍ତ୍ରୀ
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ ବେହେରା



ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଅନେକ ଯାତନା ଭୁଗିଲିଣି ସିନା
ଅନେକ ଯାତନା ଭୁଗିଲିଣି ସିନା
ମୋ କଥା ଏଥର ବିଚାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର ॥


ଯମଦୂତ ମାନେ ମୋତେ ବାନ୍ଧି ଦିନେ
ନରକ ଭୁବନେ ମୋତେ ତ ଆଣିଲେ
କଣ୍ଟାରେ ପୋଡ଼ିଲେ ନିଆରେ ପୋଡ଼ିଲେ
ତତଲା ତେଲରେ ମତେ ବୁଡ଼େଇଲେ
ମୁଁ ଯେ ଆକୁଳରେ ନିବେଦନ କରେ
ମୁଁ ଯେ ଆକୁଳରେ ନିବେଦନ କରେ
ମୋ ଶାସ୍ତି ଟିକେ କୋହଳ କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର ॥୧॥


ମାୟାରେ ମୁଁ ପଡ଼ି ମିଛରେ ମୁଁ ବୁଡ଼ି
ବାଟ ଦିନେ ହୁଡ଼ି କଲି କେତେ ପାପ
ନାହିଁ ଧର୍ମବଳ ଭୁଗେ କର୍ମଫଳ
ଆଜି ମୁଁ ନର୍କରେ କରେ ଅନୁତାପ
ବୈକୁଣ୍ଠବିହାରୀ କରୁଚି ଗୁହାରି
ବୈକୁଣ୍ଠବିହାରୀ କରୁଚି ଗୁହାରି
ନେଇଯାଅ ଥରେ ସରଗପୁର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଅନେକ ଯାତନା ଭୁଗିଲିଣି ସିନା
ଅନେକ ଯାତନା ଭୁଗିଲିଣି ସିନା
ମୋ କଥା ଏଥର ବିଚାର କର
ନର୍କରୁ ଲେଖୁଚି ଚିଠି ହେ କଳାଠାକୁର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର
ଉଦ୍ଧାର କରହେ ମୋତେ ଉଦ୍ଧାର କର ॥୨॥


ନର୍କରୁ ଲେଖୁଚି ଚିଠି ହେ କଳାଠାକୁର:
ସୁବାସ ଦାସ ଙ୍କ କଣ୍ଠରେ, ପ୍ରଫୁଲ୍ଲ ବେହେରା ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅରୁଣ ମନ୍ତ୍ରୀ ଙ୍କ ରଚିତ ଓଡ଼ିଆ ଭଜନ ଗୀତ “ନର୍କରୁ ଲେଖୁଚି ଚିଠି ହେ କଳାଠାକୁର” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
 


YouTube re ନର୍କରୁ ଲେଖୁଚି ଚିଠି ହେ କଳାଠାକୁର




== English ==

Bhajan : Narkaru Lekhichi Chithi He Kalathakura
Language : Odia
Singer : Subash Das
Lyricist : Arun Mantri
Music Director : Prafulla Behera



Narkaru lekhuchi chithi he Kalathakura
Uddhara karahe mote uddhara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Aneka jatana bhugilini sina
Aneka jatana bhugilini sina
Mo katha ethara bichara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Uddhara karahe mote uddhara kara ॥


Jamaduta mane mote bandhi dine
Naraka bhubane mote ta anile
Kantare podile niare podile
Tatala telare mate budeile
Mun je akulare nibedana kare
Mun je akulare nibedana kare
Mo shasti tike kohala kara
Narkaru lekhuchi chithi he Kalathakura
Uddhara karahe mote uddhara kara
Uddhara karahe mote uddhara kara ॥1॥


Mayare mun padi michhare mun budi
Bata dine hudi kali kete papa
Nahin dharmabala bhuge karmaphala
Aaji mun narkare kare anutapa
Baikunthabihari karuchi guhari
Baikunthabihari karuchi guhari
Neijao thare saragapura
Narkaru lekhuchi chithi he Kalathakura
Uddhara karahe mote uddhara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Aneka jatana bhugilini sina
Aneka jatana bhugilini sina
Mo katha ethara bichara kara
Narkaru lekhuchi chithi he Kalathakura
Uddhara karahe mote uddhara kara
Uddhara karahe mote uddhara kara
Uddhara karahe mote uddhara kara ॥2॥


Narkaru Lekhichi Chithi He Kalathakura:
Lyrics of song “Narkaru Lekhichi Chithi He Kalathakura”, sung by Subash Das, music directed by Prafulla Behera, lyrics by Arun Mantri on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ