Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁ ସୁନା ତୁ ହୀରା ତୁ ଗୋଟେ ମୋତିର ଡାଲା - Tu Suna Tu Hira Tu Gote Motira Dala Lyrics

== ଓଡ଼ିଆ ==

ଗୀତ : ତୁ ସୁନା ତୁ ହୀରା ତୁ ଗୋଟେ ମୋତିର
ଭାଷା : ଓଡ଼ିଆ
ଆଲବମ : ତୁ ସୁନା ତୁ ହୀରା
କଣ୍ଠ : ମହମ୍ମଦ ଅଜିଜ୍, ଇରା ମହାନ୍ତି
ଗୀତିକାର : ମଳୟ ମିଶ୍ର
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର



(ପୁ)
ତୁ ସୁନା ତୁ ହୀରା
ତୁ ସୁନା ତୁ ହୀରା
ତୁ ଗୋଟେ ମୋତିର ଡାଲା
ତତେ ମୁଁ ସାଇତି ପାରିଲେ ହେଲା
(ଝି)
ହାଏ ମୁଁ ରହିତ ପାରିଲେ ହେଲା
ତୁ ଛାଇ ତୁ ଖରା
ତୁ ଛାଇ ତୁ ଖରା
ତୁ ଗୋଟେ ମେଘ ଚଗଲା
ହାଏ ମୁଁ ଭିଜିତ ପାରିଲେ ହେଲା
(ପୁ)
ତତେ ମୁଁ ଭିଜେଇ ପାରିଲେ ହେଲା ॥


(ପୁ)
ତୋ ଲାଜ ତୋ ସଜ ତୋ ଚାହାଣି
ପାଗଳ କଲା କାଇଁ ଜାଣିନି
(ଝି)
ତୋ ରାଗ ତୋ ହସ ତୋ କାହାଣୀ
ବୁଝି ମୁଁ ଜମା କାଇଁ ପାରୁନି
(ପୁ)
ତୋ ଲାଜ ତୋ ସଜ ତୋ ଚାହାଣି
ପାଗଳ କଲା କାଇଁ ଜାଣିନି
(ଝି)
ତୋ ରାଗ ତୋ ହସ ତୋ କାହାଣୀ
ବୁଝି ମୁଁ ଜମା କାଇଁ ପାରୁନି
(ପୁ)
ତୁ ଜହ୍ନ ତୁ ତାରା
ତୁ ଜହ୍ନ ତୁ ତାରା
ତୁ ଗୋଟେ ରାତି ଝୁମିଲା
ତତେ ମୁଁ ଝୁମେଇ ପାରିଲେ ହେଲା
(ଝି)
ହାଏ ମୁଁ ଝୁମିତ ପାରିଲେ ହେଲା
ତୁ ଆଶା ତୁ ବସା
ତୁ ଆଶା ତୁ ବସା
ତୁ ଗୋଟେ ପକ୍ଷୀ ବଗୁଲା
ତତେ ମୁଁ ଉଡେଇ ପାରିଲେ ହେଲା
(ପୁ)
ହାଏ ମୁଁ ଉଡ଼ିତ ପାରିଲେ ହେଲା ॥୧॥


(ଝି)
ମୋ ଘରେ ମୋ ବାଟେ ଥିଲା କାଦୁଅ
ତୋ ପାଇଁ ଫୁଟିଗଲା ପଦୁଅଁ
(ପୁ)
ମୋ ରାତି ମୋ ଦିନ ଥିଲା ଅନ୍ଧାର
ତୋ ପାଇଁ ଜଳିଗଲା ଆଲୁଅ
(ଝି)
ମୋ ଘରେ ମୋ ବାଟେ ଥିଲା କାଦୁଅ
ତୋ ପାଇଁ ଫୁଟିଗଲା ପଦୁଅଁ
(ପୁ)
ମୋ ରାତି ମୋ ଦିନ ଥିଲା ଅନ୍ଧାର
ତୋ ପାଇଁ ଜଳିଗଲା ଆଲୁଅ
(ଝି)
ତୁ ଆଖି ତୁ ନିଦ
ତୁ ଆଖି ତୁ ନିଦ
ତୁ ଗୋଟେ ସ୍ୱପ୍ନ ଅଭୁଲା
ତତେ ମୁଁ ଦେଖିତ ପାରିଲେ ହେଲା
(ପୁ)
ହାଏ ମୁଁ ଆସିତ ପାରିଲେ ହେଲା
ତୁ ଝର ତୁ ଧାର
ତୁ ଝର ତୁ ଧାର
ତୁ ଗୋଟେ ନଈ ବହିଲା
ତତେ ମୁଁ ରୋକିତ ପାରିଲେ ହେଲା
(ଝି)
ହାଏ ମୁଁ ଅଟକି ପାରିଲେ ହେଲା
(ପୁ)
ତତେ ମୁଁ ସାଇତି ପାରିଲେ ହେଲା
(ଝି)
ହାଏ ମୁଁ ରହିତ ପାରିଲେ ହେଲା
(ପୁ)
ତତେ ମୁଁ ଭିଜେଇ ପାରିଲେ ହେଲା
(ଝି)
ହାଏ ହାଏ ହାଏ ମୁଁ
ଭିଜିତ ପାରିଲେ ହେଲା ॥୨॥


ତୁ ସୁନା ତୁ ହୀରା ତୁ ଗୋଟେ ମୋତିର:
ମହମ୍ମଦ ଅଜିଜ୍, ଇରା ମହାନ୍ତି ଙ୍କ କଣ୍ଠରେ, ମଳୟ ମିଶ୍ର ଙ୍କ ଲିଖିତ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ ଆଲବମ “ତୁ ସୁନା ତୁ ହୀରା” ଗୀତ “ତୁ ସୁନା ତୁ ହୀରା ତୁ ଗୋଟେ ମୋତିର” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



YouTube ରେ ତୁ ସୁନା ତୁ ହୀରା ତୁ ଗୋଟେ ମୋତିର




== English ==

Song : Tu Suna Tu Hira Tu Gote Motira
Language : Odia
Album : Tu Suna Tu Hira
Singer : Mohammad Aziz, Ira Mohanty
Lyrics : Malaya Mishra
Music Director : Malaya Mishra



(M)
Tu suna tu hira
Tu suna tu hira
Tu gote motira dala
Tate mun saiti parile hela
(F)
Hae mun rahita parile hela
Tu chhai tu khara
Tu chhai tu khara
Tu gote megha chagala
Hae mun bhijita parile hela
(M)
Tate mun bhijei parile hela ॥


(M)
To laja to saja to chahani
Pagala kala kain janini
(F)
To raga to hasa to kahani
Bujhi mun jama kain paruni
(M)
To laja to saja to chahani
Pagala kala kain janini
(F)
To raga to hasa to kahani
Bujhi mun jama kain paruni
(M)
Tu janha tu tara
Tu janha tu tara
Tu gote rati jhumila
Tate mun jhumei parile hela
(F)
Hae mun jhumita parile hela
Tu asha tu basa
Tu asha tu basa
Tu gote pakhi bagula
Tate mun udei parile hela
(M)
Hae mun udita parile hela ॥1॥  


(F)
Mo ghare mo bate thila kadua
To pain phutigala paduan
(M)
Mo rati mo dina thila andhara
To pain jaligala alua
(F)
Mo ghare mo bate thila kadua
To pain phutigala paduan
(M)
Mo rati mo dina thila andhara
To pain jaligala alua
(F)
Tu akhi tu nida
Tu akhi tu nida
Tu gote swapna abhula
Tate mun dekhita parile hela
(M)
Hae mun asita parile hela
Tu jhara tu dhara
Tu jhara tu dhara
Tu gote nai bahila
Tate mun rokita parile hela
(F)
Hae mun ataki parile hela
(M)
Tate mun saiti parile hela
(F)
Hae mun raiti parile hela
(M)
Tate mun bhijei parile hela
(F)
Hae hae hae mun
Bhijita parile hela ॥2॥


Tu Suna Tu Hira Tu Gote Motira:
Lyrics of Odia album song “Tu Suna Tu Hira Tu Gote Motira”, sung by Mohammad Aziz, Ira Mohanty, lyrics and music directed by Malaya Mishra, from Odia album “Tu Suna Tu Hira”, on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ