Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

Have you seen our new site? ⇨ Smaranika.in

ଏ ଜୀବନର ବନ୍ଧନ ଲୁହରେ ହସେ ଫଗୁଣ - E jibanara Bandhana Luhare Hase Phaguna Lyrics

== ଓଡ଼ିଆ ==

ଫିଲ୍ମଗୀତ : ଏ ଜୀବନର ବନ୍ଧନ
ଭାଷା : ଓଡ଼ିଆ
ଚଳଚିତ୍ର : ଓ ମାଇଁ ଲଭ୍
କଣ୍ଠ : ପଙ୍କଜ ଜାଲ, ସଂଗୀତା ମିଶ୍ର (ପାମ୍ମି)
ଗୀତିକାର : ବିଜୟ ମଲ୍ଲ
ସଂଗୀତ ନିର୍ଦ୍ଦେଶକ : ପ୍ରଭାଂଶୁ ସାମନ୍ତରାଏ
ମସିହା : ୨୦୦୫



(ପୁ)
ଆ...
ଆ..ଆଆଆ..

(ପୁ)
ଏ ଜୀବନର ବନ୍ଧନ
ଲୁହରେ ହସେ ଫଗୁଣ
କି ଭଲମନ୍ଦ
କି ହସକାନ୍ଦ
ହଁ ଆଜି କାଇଁ ଲାଗେ ସବୁ ସମାନ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
(ଝି)
ଏ ଜୀବନର ବନ୍ଧନ
ନିଆଁରେ ଜଳେ ଶ୍ରାବଣ
କି ଜହ୍ନରାତି
କି ଖରାତାତି
ହଁ ଆଜି କାଇଁ ଲାଗେ ସବୁ ସମାନ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ ॥


(ପୁ)
ବୟସର ବଗିଚାରେ
କେତେ କଣ୍ଟା କେତେ ଫୁଲ
(ଝି)
ସମୟର ଗାଲିଚାରେ
ପାଦ ହୁଏ ଟଳମଳ
(ପୁ)
ଏ ବାଟରେ ଚାଲୁଚାଲୁ
କେବେ ମେଘ କେବେ ଝଡ଼ି
(ଝି)
ହୃଦୟ ହାରିଲେ ଥରେ
ଝଡ଼ ହୁଏ ଚଇତାଳି
(ପୁ)
ଏ ଭଙ୍ଗା ଗଢ଼ା ସପନ
ଛାତିକୁ କରେ ପାଷାଣ
କି ବାଟଘାଟ
କି ଫୁଲହାଟ
ହଁ ଆଜି କାଇଁ ଲାଗେ ସବୁ ସମାନ
(ଝି+ପୁ)
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ ॥୧॥


(ଝି)
ଏ ଆଖିର ଲୁହ ଦେଖି
ସେ ଆଖିରୁ ଝରେ ଲହୁ
(ପୁ)
ଏ ମନେ ବସନ୍ତ ଆସେ
ସେ ମନରେ ଶୁଭେ କୁହୁ
(ଝି)
ଏମିତିକା ସୁଖ ଇଏ
ଦୁଃଖରେ ଗଢ଼ା ଯା ଦେହ
(ପୁ)
ଏମିତିକା ସପ୍ନ ଇଏ
ସତଠୁ ଅଳପ ଲୁହ
(ଝି)
ଏ ହୃଦୟର ମିଳନ
ଯେମିତି ଫୁଲ ଚନ୍ଦନ
କି ସତମିଛ
କି ପାପପୂଣ୍ୟ
ହଁ ଆଜି କାଇଁ ଲାଗେ ସବୁ ସମାନ
(ଝି+ପୁ)
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ ॥୨॥


YouTube ରେ ଏ ଜୀବନର ବନ୍ଧନ



== English ==

Movie Song : E jibanara Bandhana
Language : Odia
Movie : Oh My Love
Singer : Pankaj Jal, Sangeeta Mishra (Pammi)
Lyricist : Bijay Malla
Music Director : Prabhanshu Samantray
Year : 2005



(M)
Aa..
Aa..aaaaaa..

(M)
E jibanara bandhana
Luhare hase phaguna
Ki bhalamanda
Ki hasakanda
Han aaji kain lage sabu samana
Ei bodhe prema 
Ei bodhe prema
(F)
E jibanara bandhana
Nianre jale shrabana
Ki janharati
Ki kharatati
Han aaji kain lage sabu samana
Ei bodhe prema 
Ei bodhe prema ॥


(M)
Bayasara bagichare
Kete kanta kete phula
(F)
Samayara galichare
Pada hue talamala
(M)
E batare chaluchalu
Kebe megha kebe jhadi
(F)
Hrudaya harile thare
Jhada hue chaitali
(M)
E bhanga gadha sapana
Chhatiku kare pasana
Ki bataghata
Ki phulahata
Han aaji kain lage sabu samana
(F+M)
Ei bodhe prema 
Ei bodhe prema ॥1॥


(F)
E akhira luha dekhi
Se akhiru jhare luha
(M)
E mane basanta ase
Se manare shubhe kuhu
(F)
Emitika sukha ie
Duhkhare gadha jaa deha
(M)
Emitika sapna ie
Satathu alapa luha
(F)
E hrudayara milana
Jemiti phula chandana
Ki satamichha
Ki papapunya
Han aaji kain lage sabu samana
(F+M)
Ei bodhe prema 
Ei bodhe prema
Ei bodhe prema 
Ei bodhe prema ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Beautiful website 😍

    ReplyDelete
    Replies
    1. ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ