ଏ ଜୀବନର ବନ୍ଧନ ଲୁହରେ ହସେ ଫଗୁଣ - E jibanara Bandhana Luhare Hase Phaguna Lyrics
ଫିଲ୍ମଗୀତ : ଏ ଜୀବନର ବନ୍ଧନ
ଭାଷା : ଓଡ଼ିଆ
ଚଳଚିତ୍ର : ଓ ମାଇଁ ଲଭ୍
କଣ୍ଠ : ପଙ୍କଜ ଜାଲ, ସଂଗୀତା ମିଶ୍ର (ପାମ୍ମି)
ଗୀତିକାର : ବିଜୟ ମଲ୍ଲ
ସଂଗୀତ ନିର୍ଦ୍ଦେଶକ : ପ୍ରଭାଂଶୁ ସାମନ୍ତରାଏ
ମସିହା : ୨୦୦୫
(ପୁ)
ଆ...
ଆ..ଆଆଆ..
(ପୁ)
ଏ ଜୀବନର ବନ୍ଧନ
ଲୁହରେ ହସେ ଫଗୁଣ
କି ଭଲମନ୍ଦ
କି ହସକାନ୍ଦ
ହଁ ଆଜି କାଇଁ ଲାଗେ ସବୁ ସମାନ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
(ଝି)
ଏ ଜୀବନର ବନ୍ଧନ
ନିଆଁରେ ଜଳେ ଶ୍ରାବଣ
କି ଜହ୍ନରାତି
କି ଖରାତାତି
ହଁ ଆଜି କାଇଁ ଲାଗେ ସବୁ ସମାନ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ ॥
(ପୁ)
ବୟସର ବଗିଚାରେ
କେତେ କଣ୍ଟା କେତେ ଫୁଲ
(ଝି)
ସମୟର ଗାଲିଚାରେ
ପାଦ ହୁଏ ଟଳମଳ
(ପୁ)
ଏ ବାଟରେ ଚାଲୁଚାଲୁ
କେବେ ମେଘ କେବେ ଝଡ଼ି
(ଝି)
ହୃଦୟ ହାରିଲେ ଥରେ
ଝଡ଼ ହୁଏ ଚଇତାଳି
(ପୁ)
ଏ ଭଙ୍ଗା ଗଢ଼ା ସପନ
ଛାତିକୁ କରେ ପାଷାଣ
କି ବାଟଘାଟ
କି ଫୁଲହାଟ
ହଁ ଆଜି କାଇଁ ଲାଗେ ସବୁ ସମାନ
(ଝି+ପୁ)
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ ॥୧॥
(ଝି)
ଏ ଆଖିର ଲୁହ ଦେଖି
ସେ ଆଖିରୁ ଝରେ ଲହୁ
(ପୁ)
ଏ ମନେ ବସନ୍ତ ଆସେ
ସେ ମନରେ ଶୁଭେ କୁହୁ
(ଝି)
ଏମିତିକା ସୁଖ ଇଏ
ଦୁଃଖରେ ଗଢ଼ା ଯା ଦେହ
(ପୁ)
ଏମିତିକା ସପ୍ନ ଇଏ
ସତଠୁ ଅଳପ ଲୁହ
(ଝି)
ଏ ହୃଦୟର ମିଳନ
ଯେମିତି ଫୁଲ ଚନ୍ଦନ
କି ସତମିଛ
କି ପାପପୂଣ୍ୟ
ହଁ ଆଜି କାଇଁ ଲାଗେ ସବୁ ସମାନ
(ଝି+ପୁ)
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ ॥୨॥
YouTube ରେ ଏ ଜୀବନର ବନ୍ଧନ
== English ==
Movie Song : E jibanara Bandhana
Language : Odia
Movie : Oh My Love
Singer : Pankaj Jal, Sangeeta Mishra (Pammi)
Lyricist : Bijay Malla
Music Director : Prabhanshu Samantray
Year : 2005
(M)
Aa..
Aa..aaaaaa..
(M)
E jibanara bandhana
Luhare hase phaguna
Ki bhalamanda
Ki hasakanda
Han aaji kain lage sabu samana
Ei bodhe prema
Ei bodhe prema
(F)
E jibanara bandhana
Nianre jale shrabana
Ki janharati
Ki kharatati
Han aaji kain lage sabu samana
Ei bodhe prema
Ei bodhe prema ॥
(M)
Bayasara bagichare
Kete kanta kete phula
(F)
Samayara galichare
Pada hue talamala
(M)
E batare chaluchalu
Kebe megha kebe jhadi
(F)
Hrudaya harile thare
Jhada hue chaitali
(M)
E bhanga gadha sapana
Chhatiku kare pasana
Ki bataghata
Ki phulahata
Han aaji kain lage sabu samana
(F+M)
Ei bodhe prema
Ei bodhe prema ॥1॥
(F)
E akhira luha dekhi
Se akhiru jhare luha
(M)
E mane basanta ase
Se manare shubhe kuhu
(F)
Emitika sukha ie
Duhkhare gadha jaa deha
(M)
Emitika sapna ie
Satathu alapa luha
(F)
E hrudayara milana
Jemiti phula chandana
Ki satamichha
Ki papapunya
Han aaji kain lage sabu samana
(F+M)
Ei bodhe prema
Ei bodhe prema
Ei bodhe prema
Ei bodhe prema ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Beautiful website 😍
ReplyDeleteସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।
Delete- ଦି ସ୍ମରଣିକା ଟିମ୍