Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ - Dayakara Dinabandhu Shubhe Jaau Aaja Dina Lyrics

== ଓଡ଼ିଆ ==

ଭଜନ : ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ
ଭାଷା : ଓଡ଼ିଆ
କଣ୍ଠ : ସୁବାସ ଦାସ
ଗୀତିକାର : ରାମକୃଷ୍ଣ ପଟ୍ଟନାୟକ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ



ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !

କର ଯୋଡ଼ି ତୁମ୍ଭ ପାଦେ
କରୁଅଛି ନିବେଦନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥


ଅନାଦି ଅନନ୍ତ ହରି
କ୍ଷୀର ସାଗର ବିହାରୀ
ଅନାଦି ଅନନ୍ତ ହରି
କ୍ଷୀର ସାଗର ବିହାରୀ
ଲକ୍ଷ୍ମୀଦେବୀ ମନୋହାରୀ
ପ୍ରଭୁ ପତିତପାବନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୧॥


ଜଗଜ୍ଜନ ହିତକାରୀ
ଦଶ ଅବତାରଧାରୀ
ଜଗଜ୍ଜନ ହିତକାରୀ
ଦଶ ଅବତାରଧାରୀ
ମଧୁସୂଦନ ମୁରାରି
କାଳୀୟ ଦର୍ପଗଞ୍ଜନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୨॥


ଯେଣେ ଚକ୍ଷୁ ପଡ଼େ ଚାହିଁ
ତୁମ୍ଭ କୀର୍ତ୍ତି ବିରାଜଇ
ଯେଣେ ଚକ୍ଷୁ ପଡ଼େ ଚାହିଁ
ତୁମ୍ଭ କୀର୍ତ୍ତି ବିରାଜଇ
ଭାବି ଚିତ୍ତ ପୁଲକଇ
ହେ ଭକ୍ତହୃଦ ଚନ୍ଦନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୩॥


ତୁମ୍ଭେ ଏ ସଂସାରେ ସାର
ଆଉ ସବୁ ମାୟା ଘୋର
ତୁମ୍ଭେ ଏ ସଂସାରେ ସାର
ଆଉ ସବୁ ମାୟା ଘୋର
କୃତାନ୍ତଭୟୁ ଉଦ୍ଧର କହେ
ରାମକୃଷ୍ଣ ଦୀନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !

କର ଯୋଡ଼ି ତୁମ୍ଭ ପାଦେ
କରୁଅଛି ନିବେଦନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୪॥


YouTube ରେ ଦୟାକର ଦୀନବନ୍ଧୁ


ନମିତା ଅଗ୍ରୱାଲ ଙ୍କ କଣ୍ଠରେ ଗୀତଟି ଦେଖନ୍ତୁ YouTube ରେ



== English ==

Bhajan : Dayakara Dinabandhu Shubhe Jaau Aaja Dina
Language : Odia
Singer : Subash Das 
Lyricist : Ramakrushna Pattanayak
Music Direction : Traditional



Dayakara dinabandhu !
Shubhe jau aja dina
Dayakara dinabandhu !
Shubhe jau aja dina
Dayakara dinabandhu !

Kara jodi tumbha pade
Karuachhi nibedana
Dayakara dinabandhu !
Shubhe jau aja dina
Dayakara dinabandhu ! ॥


Anadi ananta Hari
Khira sagara bihari
Anadi ananta Hari
Khira sagara bihari
Lakshmidevi manohari
Prabhu patitapabana
Dayakara dinabandhu !
Shubhe jau aja dina
Dayakara dinabandhu ! ॥1॥


Jagajjna hitakari
Dasha abataradhari
Jagajjna hitakari
Dasha abataradhari
Madhusudana murari
Kaliya darpaganjana
Dayakara dinabandhu !
Shubhe jau aja dina
Dayakara dinabandhu ! ॥2॥


Jene chakhyu pade chahin
Tumbha kirtti birajai
Jene chakhyu pade chahin
Tumbha kirtti birajai
Bhabi chitta pulakai
He bhaktahruda chandana
Dayakara dinabandhu !
Shubhe jau aja dina
Dayakara dinabandhu ! ॥3॥


Tumbhe e sansare sara
Aau sabu maya ghora
Tumbhe e sansare sara
Aau sabu maya ghora
Krutantabhayu uddhara kahe
Ramakrushna dina
Dayakara dinabandhu !
Shubhe jau aja dina
Dayakara dinabandhu !

Kara jodi tumbha pade
Karuachhi nibedana
Dayakara dinabandhu !
Shubhe jau aja dina
Dayakara dinabandhu !
Shubhe jau aja dina
Dayakara dinabandhu ! ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ବହୁତ ବଢିଆ

    ReplyDelete
    Replies
    1. ଆପଣଙ୍କ ଏ ଦୁଇ ପଦ କଥା ଆମକୁ ସର୍ବଦା ଉତ୍ସାହିତ କରୁଥିବ । ଆନ୍ତରିକ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ