ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ - Dayakara Dinabandhu Shubhe Jaau Aaja Dina Lyrics
ଭଜନ : ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ
ଭାଷା : ଓଡ଼ିଆ
କଣ୍ଠ : ସୁବାସ ଦାସ
ଗୀତିକାର : ରାମକୃଷ୍ଣ ପଟ୍ଟନାୟକ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !
କର ଯୋଡ଼ି ତୁମ୍ଭ ପାଦେ
କରୁଅଛି ନିବେଦନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥
ଅନାଦି ଅନନ୍ତ ହରି
କ୍ଷୀର ସାଗର ବିହାରୀ
ଅନାଦି ଅନନ୍ତ ହରି
କ୍ଷୀର ସାଗର ବିହାରୀ
ଲକ୍ଷ୍ମୀଦେବୀ ମନୋହାରୀ
ପ୍ରଭୁ ପତିତପାବନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୧॥
ଜଗଜ୍ଜନ ହିତକାରୀ
ଦଶ ଅବତାରଧାରୀ
ଜଗଜ୍ଜନ ହିତକାରୀ
ଦଶ ଅବତାରଧାରୀ
ମଧୁସୂଦନ ମୁରାରି
କାଳୀୟ ଦର୍ପଗଞ୍ଜନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୨॥
ଯେଣେ ଚକ୍ଷୁ ପଡ଼େ ଚାହିଁ
ତୁମ୍ଭ କୀର୍ତ୍ତି ବିରାଜଇ
ଯେଣେ ଚକ୍ଷୁ ପଡ଼େ ଚାହିଁ
ତୁମ୍ଭ କୀର୍ତ୍ତି ବିରାଜଇ
ଭାବି ଚିତ୍ତ ପୁଲକଇ
ହେ ଭକ୍ତହୃଦ ଚନ୍ଦନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୩॥
ତୁମ୍ଭେ ଏ ସଂସାରେ ସାର
ଆଉ ସବୁ ମାୟା ଘୋର
ତୁମ୍ଭେ ଏ ସଂସାରେ ସାର
ଆଉ ସବୁ ମାୟା ଘୋର
କୃତାନ୍ତଭୟୁ ଉଦ୍ଧର କହେ
ରାମକୃଷ୍ଣ ଦୀନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !
କର ଯୋଡ଼ି ତୁମ୍ଭ ପାଦେ
କରୁଅଛି ନିବେଦନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ !
ଶୁଭେ ଯାଉ ଆଜ ଦିନ
ଦୟାକର ଦୀନବନ୍ଧୁ ! ॥୪॥
YouTube ରେ ଦୟାକର ଦୀନବନ୍ଧୁ
ନମିତା ଅଗ୍ରୱାଲ ଙ୍କ କଣ୍ଠରେ ଗୀତଟି ଦେଖନ୍ତୁ YouTube ରେ
== English ==
Bhajan : Dayakara Dinabandhu Shubhe Jaau Aaja Dina
Language : Odia
Singer : Subash Das
Lyricist : Ramakrushna Pattanayak
Music Direction : Traditional
Dayakara dinabandhu !
Shubhe jau aja dina
Dayakara dinabandhu !
Shubhe jau aja dina
Dayakara dinabandhu !
Kara jodi tumbha pade
Karuachhi nibedana
Dayakara dinabandhu !
Shubhe jau aja dina
Dayakara dinabandhu ! ॥
Anadi ananta Hari
Khira sagara bihari
Anadi ananta Hari
Khira sagara bihari
Lakshmidevi manohari
Prabhu patitapabana
Dayakara dinabandhu !
Shubhe jau aja dina
Dayakara dinabandhu ! ॥1॥
Jagajjna hitakari
Dasha abataradhari
Jagajjna hitakari
Dasha abataradhari
Madhusudana murari
Kaliya darpaganjana
Dayakara dinabandhu !
Shubhe jau aja dina
Dayakara dinabandhu ! ॥2॥
Jene chakhyu pade chahin
Tumbha kirtti birajai
Jene chakhyu pade chahin
Tumbha kirtti birajai
Bhabi chitta pulakai
He bhaktahruda chandana
Dayakara dinabandhu !
Shubhe jau aja dina
Dayakara dinabandhu ! ॥3॥
Tumbhe e sansare sara
Aau sabu maya ghora
Tumbhe e sansare sara
Aau sabu maya ghora
Krutantabhayu uddhara kahe
Ramakrushna dina
Dayakara dinabandhu !
Shubhe jau aja dina
Dayakara dinabandhu !
Kara jodi tumbha pade
Karuachhi nibedana
Dayakara dinabandhu !
Shubhe jau aja dina
Dayakara dinabandhu !
Shubhe jau aja dina
Dayakara dinabandhu ! ॥4॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
ବହୁତ ବଢିଆ
ReplyDeleteBhaut sundar
Deleteଆପଣଙ୍କ ଏ ଦୁଇ ପଦ କଥା ଆମକୁ ସର୍ବଦା ଉତ୍ସାହିତ କରୁଥିବ । ଆନ୍ତରିକ ଧନ୍ୟବାଦ ।
Delete- "ଦି ସ୍ମରଣିକା" ଟିମ୍