Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋ ହୃଦୟ କିଛି କହିଲା ତୋ ହୃଦୟ କିଛି ଶୁଣିଲା - Mo Hrudaya Kichhi Kahila To Hrudaya Kichhi Sunila Lyrics

== ଓଡ଼ିଆ ==

ଗୀତ : ମୋ ହୃଦୟ କିଛି କହିଲା
ଭାଷା : ଓଡ଼ିଆ
ଆଲବମ : ଦୁଇଟି ହୃଦୟ
କଣ୍ଠ : ଅଭିଜିତ ଭଟ୍ଟାଚାର୍ଯ୍ୟ, ନିବେଦିତା (ନମିତା ଅଗ୍ରୱାଲ)
ଗୀତିକାର : ପଞ୍ଚାନନ ନାୟକ
ସଂଗୀତ ନିର୍ଦ୍ଦେଶକ : ଶରତ ନାୟକ
ମସିହା : ୨୦୦୭



(ପୁ)
ମୋ ହୃଦୟ କିଛି କହିଲା
ତୋ ହୃଦୟ କିଛି ଶୁଣିଲା
(ଝି)
ମୋ ହୃଦୟ କିଛି କହିଲା
ତୋ ହୃଦୟ କିଛି ଶୁଣିଲା
(ପୁ)
ଦୁଇ ହୃଦୟର ଭେଟ ହେଲା ପରେ
ଧୀରେ ଧୀରେ ପ୍ରେମ ହେଲା..ହାଁ
(ଝି)
ଧୀରେ ଧୀରେ ପ୍ରେମ ହେଲା
(ପୁ)
ମୋ ହୃଦୟ କିଛି କହିଲା
(ଝି)
ତୋ ହୃଦୟ କିଛି ଶୁଣିଲା ॥


(ଝି)
ଆଗରୁ ତ କେବେ ଥରେ
ଏଇ ମୋର ହୃଦୟରେ
ଟିକେ ହେଲେ..ଟିକେ ହେଲେ
ପ୍ରେମରଙ୍ଗ ଲାଗିନଥିଲା
ହୋ..ତତେ ଦେଖି ଦେଲା ପରେ
ସେଇ ଦିନ ନିରୋଳାରେ
ଛାତି ତଳେ..ଛାତି ତଳେ
ଫଗୁଣର ଋତୁ ଆସିଲା
(ପୁ)
ମୋ ହୃଦୟ କିଛି ଲେଖିଲା
ତୋ ହୃଦୟ କିଛି ପଢ଼ିଲା
(ଝି)
ମୋ ହୃଦୟ କିଛି ଲେଖିଲା
ତୋ ହୃଦୟ କିଛି ପଢ଼ିଲା
(ପୁ)
ଦୁଇ ହୃଦୟର ଲେଖାପଢ଼ା ପରେ
ଧୀରେ ଧୀରେ ପ୍ରେମ ହେଲା..ହାଁ
(ଝି)
ଧୀରେ ଧୀରେ ପ୍ରେମ ହେଲା
(ପୁ)
ମୋ ହୃଦୟ କିଛି କହିଲା
ତୋ ହୃଦୟ କିଛି ଶୁଣିଲା ॥୧॥


(ପୁ)
ରାତି ଯାଏ ରାତି ଆସେ
ତାରା ଫୁଟେ ଜହ୍ନ ହସେ
ମନେ ପଡ଼େ..ମନେ ପଡ଼େ
କଥା ଯେତେ ତୋ ସାଥିରେ
ଅଳପ କହୁ ତୁ ମୋତେ
ଅଳପ କହେ ମୁଁ ତୋତେ
ଝରି ପଡ଼େ..ଝରି ପଡ଼େ
ତାରାଫୁଲ ମୋ ହାତରେ
(ଝି)
ମୋ ହୃଦୟ କିଛି ଗାଇଲା
ତୋ ହୃଦୟ କିଛି ଗାଇଲା
(ପୁ)
ମୋ ହୃଦୟ କିଛି ଗାଇଲା
ତୋ ହୃଦୟ କିଛି ଗାଇଲା
(ଝି)
ହୃଦୟର ସୁର ମିଶିଗଲା ପରେ
ଧୀରେ ଧୀରେ ପ୍ରେମ ହେଲା
(ପୁ)
ଧୀରେ ଧୀରେ ପ୍ରେମ ହେଲା
(ଝି)
ମୋ ହୃଦୟ କିଛି କହିଲା
ତୋ ହୃଦୟ କିଛି ଶୁଣିଲା
(ପୁ)
ମୋ ହୃଦୟ କିଛି କହିଲା
ତୋ ହୃଦୟ କିଛି ଶୁଣିଲା
(ଝି)
ଦୁଇ ହୃଦୟର ଭେଟ ହେଲା ପରେ
(ଝି+ପୁ)
ଧୀରେ ଧୀରେ ପ୍ରେମ ହେଲା
ଧୀରେ ଧୀରେ ପ୍ରେମ ହେଲା
(ଝି)
ଲାଲାଲା..ଲା..ଲାଲା..ଉହୁଁ..ଉହୁଁ
(ପୁ)
ଧୀରେ ଧୀରେ..ଆହା..ଆହା ॥୨॥





== English ==

Song : Mo Hrudaya Kichhi Kahila
Language : Odia
Album : Duiti Hrudaya
Singer : Abhijit Bhattacharya, Nibedita (Namita Agrawal)
Lyrics : Panchanana Nayak
Music Director : Sarat Nayak
Year : 2007



(M)
Mo hrudaya kichhi kahila
To hrudaya kichhi shunila
(F)
Mo hrudaya kichhi kahila
To hrudaya kichhi shunila
(M)
Dui hrudayara bheta hela pare
Dhire dhire prema hela..han
(F)
Dhire dhire prema hela
(M)
Mo hrudaya kichhi kahila
(F)
To hrudaya kichhi shunila ॥


(F)
Agaru ta kebe thare
Ei mora hrudayare
Tike hele..tike hele
Premaranga laginathila
Ho..tate dekhi dela pare
Sei dina nirolare
Chhati tale..chhati tale
Phagunara rutu asila
(M)
Mo hrudaya kichhi lekhila
To hrudaya kichhi padhila
(F)
Mo hrudaya kichhi lekhila
To hrudaya kichhi padhila
(M)
Dui hrudayara lekhapadha pare
Dhire dhire prema hela..han
(F)
Dhire dhire prema hela
(M)
Mo hrudaya kichhi kahila
To hrudaya kichhi shunila ॥1॥


(M)
Rati jae rati ase
Tara phute janha hase
Mane pade..mane pade
Katha jete to sathire
Alapa kahu tu mote
Alapa kahu mun tote
Jhari pade..jharipade
Taraphula mo hatare
(F)
Mo hrudaya kichhi gaila
To hrudaya kichhi gaila
(M)
Mo hrudaya kichhi gaila
To hrudaya kichhi gaila
(F)
Hrudayara sura mishigala pare
Dhire dhire prema hela
(M)
Dhire dhire prema hela
(F)
Mo hrudaya kichhi kahila
To hrudaya kichhi shunila
(M)
Mo hrudaya kichhi kahila
To hrudaya kichhi shunila
(F)
Dui hrudayara bheta hela pare
(F+M)
Dhire dhire prema hela
Dhire dhire prema hela
(F)
Lalala..la..lala..uhun..uhun
(M)
Dhire dhire..aha..aha ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ