Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେହରୁ ହୃଦୟ ଯଦି ଅଲଗା ହବ - Deharu Hrudaya Jadi Alaga Haba Lyrics

== ଓଡ଼ିଆ ==

ଗୀତ : ଦେହରୁ ହୃଦୟ ଯଦି ଅଲଗା ହବ
ଭାଷା : ଓଡ଼ିଆ
ଆଲବମ : ରଙ୍ଗ ଚଢ଼େଇ
କଣ୍ଠ : ବାବୁଲ୍ ସୁପ୍ରିୟୋ
ଗୀତିକାର : ସୁଜିତ୍ ପରିଜା
ସଂଗୀତ ନିର୍ଦ୍ଦେଶକ : କୃଷ୍ଣଚନ୍ଦ୍ର
ମସିହା : ୨୦୦୮



ଦେହରୁ ହୃଦୟ ଯଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚିପାରିବ
ଦେହରୁ ହୃଦୟ ଯଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚିପାରିବ
ଏଇ ହୃଦୟରେ ତମେ ଅଛ ପ୍ରିୟା
ଏଇ ହୃଦୟରେ ତମେ ଅଛ ପ୍ରିୟା
ମରିଯିବି ତମେ ଯଦି ଦୁରେଇ ଯିବ
ଦେହରୁ ହୃଦୟ ଯଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚିପାରିବ ॥


ଛାତି ତଳେ ଯେଉଁ ହୃଦୟଟେ ଅଛି
ସେଇ ହୃଦୟରେ ଏକା ତମ ନାଁ ଲେଖା
ଓ..ତମେ ମୋ ଆଖିରେ ତମେ ମୋ ନିଦରେ ପ୍ରିୟା
ସବୁ ସପନରେ ହୁଏ ତମ ସାଥେ ଦେଖା
ନିଦରୁ ସପନ ଯଦି ଦୁରେଇ ଯିବ
ସପନ ବିନା କି ସୁଖେ ରାତି ପାହିବ
ଏଇ ମୋ ସପନେ ତମେ ଅଛ ପ୍ରିୟା
ଏଇ ମୋ ସପନେ ତମେ ଅଛ ପ୍ରିୟା
ମରିଯିବି ସ୍ୱପ୍ନ ଯଦି ସତ ନ ହବ
ଦେହରୁ ହୃଦୟ ଯଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚିପାରିବ ॥୧॥


ଆମ ଦୁହିଁଙ୍କର ପ୍ରେମ ଗୋଟେ ପୂଜା
ମୁଁ ଏକା ଜାଣେ ଆଉ ତମେ ଏକା ଜାଣ
ଓ..ଏକାଠି ବଞ୍ଚିବା ଏକାଠି ମରିବା ପାଇଁ
ଆମେ ଦୁହେଁ ରଖିଥିଲେ ଆମ ପ୍ରେମ ରାଣ
ପ୍ରେମରୁ ପ୍ରେମିକା ଯଦି ଦୁରେଇ ଯିବ
ପ୍ରେମିକା ବିନା କି ପ୍ରେମି ବଞ୍ଚିପାରିବ
ଏଇ ମୋ ପ୍ରେମର ତମେ ଯେ ପ୍ରେମିକା
ଏଇ ମୋ ପ୍ରେମର ତମେ ଯେ ପ୍ରେମିକା
ମରିଯିବି ତମେ ଯଦି ସାଥୀ ନ ହବ
ଦେହରୁ ହୃଦୟ ଯଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚିପାରିବ ॥୨॥


YouTube ରେ ଦେହରୁ ହୃଦୟ ଯଦି ଅଲଗା ହବ



== English ==

Song : Deharu Hrudaya Jadi Alaga Haba
Language : Odia
Album : Ranga Chadhei
Singer : Babul Supriyo
Lyrics : Sujit Parija
Music Director : Krushnachandra
Year : 2008



Deharu hrudaya jadi alaga haba
Hrudaya bina ki kehi banchipariba
Deharu hrudaya jadi alaga haba
Hrudaya bina ki kehi banchipariba
Ei hrudayare tame achha priya
Ei hrudayare tame achha priya
Marijibi tame jadi durei jiba
Deharu hrudaya jadi alaga haba
Hrudaya bina ki kehi banchipariba ॥


Chhati tale jeun hrudayate achhi
Sei hrudayare eka tama naan lekha
O..tame mo akhire tame mo nidare priya
Sabu sapanare hue tama sathe dekha
Nidaru sapana jadi durei jiba
Sapana bina ki sukhe rati pahiba
Ei mo sapane tame achha priya
Ei mo sapane tame achha priya
Marijibi swapna jadi sata na haba
Deharu hrudaya jadi alaga haba
Hrudaya bina ki kehi banchipariba ॥1॥


Aama duhinkara prema gote puja
Mun eka jane aau tame eka jana
O..ekathi banchiba ekathi mariba pain
Aame duhen rakhithile ama prema rana
Premaru premika jadi durei jiba
Premika bina ki premi banchipariba
Ei mo premara tame je premika
Ei mo premara tame je premika
Marijibi tame jadi sathi na haba
Deharu hrudaya jadi alaga haba
Hrudaya bina ki kehi banchipariba ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ