Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୀଳମାଧବ ହେ ଘେନବାରେ ମୋ ମିନତି - Nilamadhaba He Ghenabare Mo Minati Lyrics

== ଓଡ଼ିଆ ==

ଭଜନ : ନୀଳମାଧବ ହେ ଘେନବାରେ ମୋ ମିନତି
ଭାଷା : ଓଡ଼ିଆ
ଚଳଚିତ୍ର : ନୀଳମାଧବ
କଣ୍ଠ : ଭିକା
ରି ବଳ
ଗୀତିକାର : ପୁର୍ଣ୍ଣ ଚନ୍ଦ୍ର ମଲ୍ଲିକ
ସଂଗୀତ ନିର୍ଦ୍ଦେଶକ : ନିର୍ମଳ କୁମାର
ମସିହା : ୧୯୭୯



ନୀଳମାଧବ ହେ ଘେନବାରେ ମୋ ମିନତି
ନୀଳମାଧବ ହେ ଘେନବାରେ ମୋ ମିନତି
ଚରଣ ତଳେ ମୁଁ ଶରଣ ପଶୁଛି
ଚରଣ ତଳେ ମୁଁ ଶରଣ ପଶୁଛି
କରୁଣାକର ଶ୍ରୀପତି
ଘେନବାରେ ମୋ ମିନତି
ନୀଳମାଧବ ହେ ଘେନବାରେ ମୋ ମିନତି ॥୧॥


ତୁମେତ ଗଢ଼ିଛ ଏ ନୀଳଆକାଶ
ଗଢ଼ିଛ ଏ ବନଗିରି
ଦେଇଛ ଫୁଲରେ ଜାତିଜାତି ରଙ୍ଗ
ଦେଇଛ ସୁବାସ ଭରି
ତୁମରି ଆଦେଶେ ଆତଜାତ ଜୀବ
ତୁମରି ଆଦେଶେ ଆତଜାତ ଜୀବ
ତୁମ ବିନା କାହିଁ ଗତି
ଘେନବାରେ ମୋ ମିନତି
ନୀଳମାଧବ ହେ ଘେନବାରେ ମୋ ମିନତି ॥୨॥


ମହାପ୍ରଭୁ ତୁମେ ଦୟାର ସାଗର
ତୁମରି କରୁଣା ବଳେ
ମହାମୂର୍ଖ ସିନା ବୋଲାଏ ପଣ୍ଡିତ
ପଥର ଭାସଇ ଜଳେ
ଶ୍ରୀଚରଣେ ହରି ଏତିକି ଗୁହାରି
ଶ୍ରୀଚରଣେ ହରି ଏତିକି ଗୁହାରି
ରହୁ ପଦେ ସଦା ମତି
ଘେନବାରେ ମୋ ମିନତି
ନୀଳମାଧବ ହେ ଘେନବାରେ ମୋ ମିନତି
ନୀଳମାଧବ..
ନୀଳମାଧବ.. ମାଧବ.. ॥୩॥


YouTube ରେ ନୀଳମାଧବ ହେ ଘେନବାରେ ମୋ ମିନତି



== English ==

Bhajan : Nilamadhaba He Ghenabare Mo Minati
Language : Odia
Movie : Nilamadhaba
Singer : Bhikari Bala
Lyricist : Purna Chandra Mallick
Music Director : Nirmal Kumar
Year : 1979



Nilamadhaba he ghenabare mo minati  
Nilamadhaba he ghenabare mo minati
Charana tale mun sharana pashuchhi
Charana tale mun sharana pashuchhi
Karunakara shripati
Ghenabare mo minati
Nilamadhaba he ghenabare mo minati ॥1॥


Tumeta gadhichha e nilaakasha
Gadhichha e banagiri
Deichha phulare jatijati ranga
Deichha subasa bhari
Tumari adeshe atajata jiba
Tumari adeshe atajata jiba
Tuma bina kahin gati
Ghenabare mo minati
Nilamadhaba he ghenabare mo minati ॥2॥


Mahaprabhu tume dayara sagara
Tumari karuna bale
Mahamurkha sina bolae pandita
Pathara bhasai jale
Shricharane Hari etiki guhari
Shricharane Hari etiki guhari
Rahu pade sada mati
Ghenabare mo minati
Nilamadhaba he ghenabare mo minati
Nilamadhaba..
Nilamadhaba.. Madhaba.. ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ