ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି - Dharma Kanduchi Maa Dharma Kanduchi Lyrics
ଭଜନ : ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ଭାଷା : ଓଡ଼ିଆ
ଆଲବମ : ଜୟ ମା’ ତାରିଣୀ
କଣ୍ଠ : ଟି. ସୌରୀ
ଗୀତିକାର : ବସନ୍ତରାଜ ସାମଲ
ସଂଗୀତ ନିର୍ଦ୍ଦେଶକ : ବିକାଶ ଶୁକ୍ଳା
ମସିହା : ୨୦୦୦
ହୋ..ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ବେଡ଼ି ପଡ଼ିଛି ମା ବେଡ଼ି ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି ॥
ଧର୍ମ ଭରସାରେ ଯିଏ କରିଛି ଘର
ଦଇବ ଖେଳେ ତା ଭାଗ୍ୟ ସାଥିରେ ଖେଳ
ବରଷକ ବାରମାସ ଦୁଃଖ ଜଞ୍ଜାଳ
ଧରୁ ଧରୁ ଭାଙ୍ଗିଯାଏ ପୁଣ୍ୟର ଡାଳ
ଅନ୍ଧାର ବାଟରେ ଅସତ୍ୟ ହାଟରେ
ଅନ୍ଧାର ବାଟରେ ଅସତ୍ୟ ହାଟରେ
ଭିଡ଼ ଲାଗିଛି ମା ଭିଡ଼ ଲାଗିଛି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି ॥୧॥
ତୋ ଆଖି ଆଗରେ ଯଦି ବଢ଼ିଲା ପାପ
ଲିଭେଇଦେ ମା ତୋର ଦେଉଳ ଦୀପ
ଯଦି ନ ଶୁଭିବ ତତେ ଭକତ ଡାକ
ମା ହୋଇ ଲାଗିବ ତୋ ନାମେ କଳଙ୍କ
ସାହା ହୁଅ ମା ପାଷାଣ ପ୍ରତିମା
ସାହା ହୁଅ ମା ପାଷାଣ ପ୍ରତିମା
ଦୁଃଖ ପଡ଼ିଚି ମା ଦୁଃଖ ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ବେଡ଼ି ପଡ଼ିଛି ମା ବେଡ଼ି ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି ॥୨॥
YouTube ରେ ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
== English ==
Bhajan : Dharma Kanduchi Maa Dharma Kanduchi
Language : Odia
Album : Jay Maa’ Tarini
Singer : T. Shouri
Lyricist : Basantaraj Samal
Music Director : Bikash Sukla
Year : 2000
Ho..dharma kanduchi maa dharma kanduchi
Michha pakhe sata bandha padichi
Dharma kanduchi maa dharma kanduchi
Michha pakhe sata bandha padichi
To akhi agare punya di hatare
To akhi agare punya di hatare
Bedi padichhi maa bedi padichi
Dharma kanduchi maa dharma kanduchi
Michha pakhe sata bandha padichi ॥
Dharma bharasare jie karichhi ghara
Daiba khele ta bhagya sathire khela
Barasaka baramasa duhkha janjala
Dharu dharu bhangijae punyara dala
Andhara batare asatya hatare
Andhara batare asatya hatare
Bhida lagichhi maa bhida lagichhi
Dharma kanduchi maa dharma kanduchi
Michha pakhe sata bandha padichi ॥1॥
To akhi agare jadi badhila papa
Libheide maa tora deula dipa
Jadi na shubhiba tate bhakata daka
Maa hoi lagiba to name kalanka
Saha hua maa pasana pratima
Saha hua maa pasana pratima
Duhkha padichi maa duhkha padichi
Dharma kanduchi maa dharma kanduchi
Michha pakhe sata bandha padichi
Dharma kanduchi maa dharma kanduchi
Michha pakhe sata bandha padichi
To akhi agare punya di hatare
To akhi agare punya di hatare
Bedi padichhi maa bedi padichi
Dharma kanduchi maa dharma kanduchi
Michha pakhe sata bandha padichi
Dharma kanduchi maa dharma kanduchi
Michha pakhe sata bandha padichi
Dharma kanduchi maa dharma kanduchi
Michha pakhe sata bandha padichi ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...