Posts

Showing posts with the label ସଂଗୀତା ମିଶ୍ର (ପାମ୍ମି)

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏ ଜୀବନର ବନ୍ଧନ ଲୁହରେ ହସେ ଫଗୁଣ - E jibanara Bandhana Luhare Hase Phaguna Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଏ ଜୀବନର ବନ୍ଧନ ଭାଷା : ଓଡ଼ିଆ ଚଳଚିତ୍ର : ଓ ମାଇଁ ଲଭ୍ କଣ୍ଠ : ପଙ୍କଜ ଜାଲ, ସଂଗୀତା ମିଶ୍ର (ପାମ୍ମି) ଗୀତିକାର : ବିଜୟ ମଲ୍ଲ ସଂଗୀତ ନିର୍ଦ୍ଦେଶକ : ପ୍ରଭାଂଶୁ ସାମନ୍ତରାଏ ମସିହା : ୨୦୦୫ (ପୁ) ଆ... ଆ..ଆଆଆ.. (ପୁ) ଏ ଜୀବନର ବନ୍ଧନ ଲୁହରେ ହସେ ଫଗୁଣ କି ଭଲମନ୍ଦ କି ହସକାନ୍ଦ ହଁ ଆଜି କାଇଁ ଲାଗେ ସବୁ ସମାନ ଏଇ ବୋଧେ ପ୍ରେମ ଏଇ ବୋଧେ ପ୍ରେମ (ଝି) ଏ ଜୀବନର ବନ୍ଧନ ନିଆଁରେ ଜଳେ ଶ୍ରାବଣ କି ଜହ୍ନରାତି କି ଖରାତାତି ହଁ ଆଜି କାଇଁ ଲାଗେ ସବୁ ସମାନ ଏଇ ବୋଧେ ପ୍ରେମ ଏଇ ବୋଧେ ପ୍ରେମ ॥ (ପୁ) ବୟସର ବଗିଚାରେ କେତେ କଣ୍ଟା କେତେ ଫୁଲ (ଝି) ସମୟର ଗାଲିଚାରେ ପାଦ ହୁଏ ଟଳମଳ (ପୁ) ଏ ବାଟରେ ଚାଲୁଚାଲୁ କେବେ ମେଘ କେବେ ଝଡ଼ି (ଝି) ହୃଦୟ ହାରିଲେ ଥରେ ଝଡ଼ ହୁଏ ଚଇତାଳି (ପୁ) ଏ ଭଙ୍ଗା ଗଢ଼ା ସପନ ଛାତିକୁ କରେ ପାଷାଣ କି ବାଟଘାଟ କି ଫୁଲହାଟ ହଁ ଆଜି କାଇଁ ଲାଗେ ସବୁ ସମାନ (ଝି+ପୁ) ଏଇ ବୋଧେ ପ୍ରେମ ଏଇ ବୋଧେ ପ୍ରେମ ॥୧॥ (ଝି) ଏ ଆଖିର ଲୁହ ଦେଖି ସେ ଆଖିରୁ ଝରେ ଲହୁ (ପୁ) ଏ ମନେ ବସନ୍ତ ଆସେ ସେ ମନରେ ଶୁଭେ କୁହୁ (ଝି) ଏମିତିକା ସୁଖ ଇଏ ଦୁଃଖରେ ଗଢ଼ା ଯା ଦେହ (ପୁ) ଏମିତିକା ସପ୍ନ ଇଏ ସତଠୁ ଅଳପ ଲୁହ (ଝି) ଏ ହୃଦୟର ମିଳନ ଯେମିତି ଫୁଲ ଚନ୍ଦନ କି ସତମିଛ କି ପାପପୂଣ୍ୟ ହଁ ଆଜି କାଇଁ ଲାଗେ ସବୁ ସମାନ (ଝି+ପୁ)...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ