Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି - Dekhi Se Banamalli Radha Hele Batuli Lyrics

== ଓଡ଼ିଆ ==

ଭଜନ : ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି
ଭାଷା : ଓଡ଼ିଆ
ଚଳଚିତ୍ର : ମମତା
କଣ୍ଠ : ଚିତ୍ତ ଜେନା, ପି. ସୁଶୀଲା
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୫



(ପୁ)
ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି
ଗଭାରେ ଖୋଷିଲେ ଯତନେ ଚାତୁରୀ
ଗଭାରେ ଖୋଷିଲେ ଯତନେ ଚାତୁରୀ
ମଣ୍ଡିଲେ ମଥାମଣି ନୂପୁରେ ପାଦ ବେନି
ଆସିବେ ବୋଲି କୁଞ୍ଜେ ସେ ବନମାଳୀ ॥


(ପୁ)
ରାଧା ମନ ଅଧିର ନ ଦେଖି ଶ୍ୟାମସୁନ୍ଦର
କିମ୍ପା ଏତେ ଉଛୁର କଲେ ସେ ନଟବର
ଆକୁଳ ନ ହୁଅ ଆଗୋ ରାଧାରାଣୀ
ଆସିବେ ଘନଶ୍ୟାମ ଅଛିରେ କୁଞ୍ଜବନ
ଅଙ୍କରେ ନେବେ ତୋଳି ସେ ବନମାଳୀ ॥୧॥


(ଝି)
ଲିଭିଲା ମିଛେସେ ବାସର ଦୀପାଳି 
ଲିଭିଲା ମିଛେସେ ବାସର ଦୀପାଳି
କାହ୍ନୁଙ୍କ ପ୍ରୀତି ରୀତି ସତେକି ଏମିତି
ମଲାଣି ରାଧା ଝୁରି ॥୨॥ 


YouTube ରେ ଦେଖି ସେ ବଣମଲ୍ଲି



== English ==

Bhajan : Dekhi Se Banamalli Radha Hele Batuli
Language : Odia
Movie : Mamata
Singer : Chitta Jena, P. Suseela
Lyricist : Prafulla Kara
Music Director : Prafulla Kara
Year : 1975



(M)
Dekhi se banamalli Radha hele batuli
Gabhare khosile jatane chaturi
Gabhare khosile jatane chaturi
Mandile mathamani nupure pada beni
Asibe boli kunje se banamalli ॥


(M)
Radha mana adhira na dekhi Shyamasundara
Kimpa ete uchhura kale se natabara
Aakula na hua ago Radharani
Asibe Ghanashyama achhire kunjabana
Ankare nebe toli se banamalli ॥1॥


(F)
Libhila michhese basara dipali 
Libhila michhese basara dipali
Kahnunka priti riti sateki emiti
Malani Radha jhuri ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ