Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହେ ସମୟ ବୟସକୁ ମୋର ନେଲୁ ଚୋରେଇ - He Samaya Bayasaku Mora Nelu Chorei Lyrics

== ଓଡ଼ିଆ ==

ଗୀତ : ହେ ସମୟ ବୟସକୁ ମୋର
ଭାଷା : ଓଡ଼ିଆ
ଆଲବମ : ମୁଁ ଆଉ ତମେ
କଣ୍ଠ : ବାବୁଲ୍ ସୁପ୍ରିୟୋ
ଗୀତିକାର : ଶ୍ରୀକାନ୍ତ ଗୌତମ  
ସଂଗୀତ ନିର୍ଦ୍ଦେଶକ : ଶାନ୍ତିରାଜ ଖୋସଲା
ମସିହା : ୧୯୯୫



ହେ ସମୟ ବୟସକୁ ମୋର
ନେଲୁ ଚୋରେଇ
ହେ ସମୟ ବୟସକୁ ମୋର
ନେଲୁ ଚୋରେଇ
କଉ ସିନ୍ଦୁକରେ ଦେଲୁ ଲୁଚେଇ
କଉ ସିନ୍ଦୁକରେ ଦେଲୁ ଲୁଚେଇ
ହେ ସମୟ ନେହୁରା ହଉଛି
ଅଳି ମୁଁ କରୁଛି
ମୋ ପିଲାଦିନ ମତେ ଦିଅ ଫେରେଇ
ମୋ ପିଲାଦିନ ମତେ ଦିଅ ଫେରେଇ
ହେ ସମୟ ବୟସକୁ ମୋର
ନେଲୁ ଚୋରେଇ ॥


ବେତ ମାଡ଼କୁ ଡରି ବହି ବସ୍ତାନି ଧରି
ଲୁଚିଚି କେବେ ଯାଇ ଆମ୍ବ ତୋଟାରେ
କେବେ ନଈ ପଠାରେ
ହୋ..ପୁରୁଣା ଖାତା ଚିରି କାଗଜ ଡଙ୍ଗା କରି
ଭସେଇ ଦେଇଚି ମୁଁ ବରଷା ଠାରେ
ଘରେ ଦାଣ୍ଡ ଦୁଆରେ

ବଉକୁ କେତେ ମିଛ କହିଚି
ଖରାବେଳେ ଲୁଚି ଆମ୍ବ ତୋଳିଚି
ଚୋରି କରି ପୁଣି ଧରା ପଡ଼ିଚି
କାନ ଧରି ପୁଣି ଉଠ୍‌ବସ୍ ହେଇଚି
ହେ ସମୟ ନେହୁରା ହଉଚି
ଅଳି ମୁଁ କରୁଚି
ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ
ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ
ହେ ସମୟ ବୟସକୁ ମୋର
ନେଲୁ ଚୋରେଇ ॥୧॥


ତଳ ଉପର ହେଇ ଭାଇ ଭଉଣି ଦୁଇ
କରିଚୁ ବାଦ କେତେ ଋଷିଚୁ କେତେ
ଛୋଟ ଛୋଟ କଥାରେ
ହୋ..ବଉକୁ ଫୁସୁଲେଇ
ବାପାଙ୍କୁ ନ ଜଣେଇ ନାଟ ଦେଖିବାକୁ ମୁଁ
ଲୁଚି ଲୁଚି ଯାଇଚି ରାତି ଅଧରେ
ମାମୁଁ ଘରେ ଖରା ଛୁଟି କାଟିଚି
ଗଛ ଉପରୁ ଖସି ପଡ଼ିଚି
ବଢ଼ି ପାଣିରେ ମାଛ ଧରିଚି
ବାଣ ଫୁଟେଇ ହାତ ପୋଡ଼ିଚି
ହେ ସମୟ ନେହୁରା ହଉଚି
ଅଳି ମୁଁ କରୁଚି
ମୋ ହଜିଲା ଦିନକୁ ଦିଅ ଫେରେଇ
ମୋ ହଜିଲା ଦିନକୁ ଦିଅ ଫେରେଇ

ହେ ସମୟ ବୟସକୁ ମୋର
ନେଲୁ ଚୋରେଇ
ହେ ସମୟ ବୟସକୁ ମୋର
ନେଲୁ ଚୋରେଇ
କଉ ସିନ୍ଦୁକରେ ଦେଲୁ ଲୁଚେଇ
କଉ ସିନ୍ଦୁକରେ ଦେଲୁ ଲୁଚେଇ
ହେ ସମୟ ନେହୁରା ହଉଛି
ଅଳି ମୁଁ କରୁଛି
ମୋ ପିଲାଦିନ ମତେ ଦିଅ ଫେରେଇ
ମୋ ପିଲାଦିନ ମତେ ଦିଅ ଫେରେଇ
ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ
ମୋ ହଜିଲା ଦିନକୁ ଦିଅ ଫେରେଇ ॥୨॥


YouTube ରେ ହେ ସମୟ ବୟସକୁ ମୋର



== English ==

Song : He Samaya Bayasaku Mora
Language : Odia
Album : Mun Aau Tame 
Singer : Babul Supriyo
Lyricist : Srikant Goutam
Music Director : Shantiraj Khosla
Year : 1995



He samaya bayasaku mora
Nelu chorei
He samaya bayasaku mora
Nelu chorei
Kau sindukare delu luchei
Kau sindukare delu luchei
He samaya nehura hauchhi
Ali mun karuchhi
Mo piladina mate dia pherei
Mo piladina mate dia pherei
He samaya bayasaku mora
Nelu chorei ॥


Beta madaku dari bahi bastani dhari
Luchichi kebe jai amba totare
Kebe nai pathare
Ho..puruna khata chiri kagaja danga kari
Bhasei deichi mun barasa thare
Ghare danda duare

Bauku kete michha kahichi
Kharabele luchi amba tolichi
Chori kari puni dhara padichi
Kana dhari puni uthbas heichi
He samaya nehura hauchi
Ali mun karuchi
Mo dustami dinaku dia pherei   
Mo dustami dinaku dia pherei
He samaya bayasaku mora
Nelu chorei ॥1॥


Tala upara hei bhai bhauni dui
Karichu kete rusichu kete
Chhota chhota kathare
Ho..bauku phusulei
Bapanku na janei nata dekhibaku mun
Luchi luchi jaichi rati adhare
Mamun ghare khara chhuti katichi
Gachha uparu khasi padichi
Badhi panire machha dharichi
Bana phutei hata podichi
He samaya nehura hauchi
Ali mun karuchi
Mo hajila dinaku dia pherei
Mo hajila dinaku dia pherei

He samaya bayasaku mora
Nelu chorei
He samaya bayasaku mora
Nelu chorei
Kau sindukare delu luchei
Kau sindukare delu luchei
He samaya nehura hauchhi
Ali mun karuchhi
Mo piladina mate dia pherei
Mo piladina mate dia pherei
Mo dustami dinaku dia pherei   
Mo dustami dinaku dia pherei ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ