କଥା ତ ଏତିକି ତୁମେ ମୋ ପାଇଁ - Katha Ta Etiki Tume Mo Pain Lyrics
ଫିଲ୍ମଗୀତ : କଥା ତ ଏତିକି ତୁମେ ମୋ ପାଇଁ
ଭାଷା : ଓଡ଼ିଆ
ଚଳଚିତ୍ର : ସୁନା ଚଢ଼େଇ
କଣ୍ଠ : ମହମ୍ମଦ ଅଜିଜ୍, ଅନୁରାଧା ପୌଡ଼ୱାଲ
ଗୀତିକାର : ଦେବଦାସ ଛୋଟରାୟ
ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୮
(ଝି)
କଥା ତ ଏତିକି ତୁମେ ମୋ ପାଇଁ
ଦୁଃଖ ସହି ମତେ କରିବାକୁ ଚାହଁ ସୁଖି
କଥା ତ ଏତିକି ତୁମେ ମୋ ପାଇଁ
ଦୁଃଖ ସହି ମତେ କରିବାକୁ ଚାହଁ ସୁଖି
(ପୁ)
କଥା ବି ଏତିକି ତୁମକୁ ପାଇ ମୁଁ
ଦୁନିଆରେ ଆଜି ବଞ୍ଚିବା ଯାଇଚି ଶିଖି
(ଝି)
କଥା ତ ଏତିକି
(ପୁ)
କଥା ତ ସେତିକି ॥
(ପୁ)
ସପନ ଦେଖିଚି ସତବି କରିଚି
ଦୁନିଆ ଛାଡ଼ି ମୁଁ ଦୁନିଆ ପାଇଚି
(ଝି)
ତୁମକୁ ଚୋରାଇ ନେଇ ମୁଁ ଆସିଚି
ସୁଖର ବଦଳେ ଦୁଃଖ ଯେ ଦେଇଚି
(ପୁ)
କଥା ତ ଏତିକି ଏ ଯାଏଁ ରହିଚି ଗାଲରେ କଜଳ
ଲୁହତ ଯାଇଛି ଶୁଖି
(ଝି)
କଥା ତ ଏତିକି ତୁମେ ମୋ ପାଇଁ
ଦୁଃଖ ସହି ମତେ କରିବାକୁ ଚାହଁ ସୁଖି
କଥା ତ ଏତିକି
(ପୁ)
କଥା ତ ସେତିକି ॥୧॥
(ଝି)
ଫୁଲର ଶେଯରେ ଦିନେ ଯେ ଶୁଇଚି
କଣ୍ଟାର ଶେଯରେ ସେ ଆଜି ଶୁଉଚି
(ପୁ)
ତୁମରି କୋଳରେ ମଥା ଯେ ରଖିଚି
ନିଜ ହାତେ ସେ ତ ସରଗ ପାଇଚି
(ଝି)
କଥା ତ ଏତିକି ଏ ମିଠା କଥାରେ
ଏ ମିଠା ପ୍ରେମରେ ଲୁହ ମୋ ଯାଉଚି ଶୁଖି
(ପୁ)
କଥା ବି ଏତିକି ତୁମକୁ ପାଇ ମୁଁ
ଦୁନିଆରେ ଆଜି ବଞ୍ଚିବା ଯାଇଚି ଶିଖି
(ଝି+ପୁ)
କଥା ବି ଏତିକି ଆମ ଦୁଃଖ ସୁଖ
ହସ ଆଉ ଲୁହର ଦୁହେଁ ତ ଦୁହିଁଙ୍କ ସାଥୀ ॥୨॥
YouTube ରେ କଥା ତ ଏତିକି ତୁମେ ମୋ ପାଇଁ
== English ==
Movie Song : Katha Ta Etiki Tume Mo Pain
Language : Odia
Movie : Suna Chadhei
Singer : Mohammad Aziz, Anuradha paudwal
Lyricist : Devdas Chhotray
Music Director : Akshaya Mohanty
Year : 1988
(F)
Katha ta etiki tume mo pain
Duhkha sahi mate karibaku chahan sukhi
Katha ta etiki tume mo pain
Duhkha sahi mate karibaku chahan sukhi
(M)
Katha bi etiki tumaku pai mun
Duniare aji banchiba jaichi shikhi
(F)
Katha ta etiki
(M)
Katha ta setiki ॥
(M)
Sapana dekhichi satabi karichi
Dunia chhadi mun dunia paichi
(F)
Tumaku chorai nei mun asichi
Sukhara badale duhkha je deichi
(M)
Katha ta etiki e jaen rahichi galare kajala
Luhata jaichhi shukhi
(F)
Katha ta etiki tume mo pain
Duhkha sahi mate karibaku chahan sukhi
Katha ta etiki
(M)
Katha ta setiki ॥1॥
(F)
Phulara shejare dine je shuichi
Kantara shejare se aji shuuchi
(M)
Tumari kolare matha je rakhichi
Nija hate se ta saraga paichi
(F)
Katha ta etiki e mitha kathare
E mitha premare luha mo jauchi shukhi
(M)
Katha bi etiki tumaku pai mun
Duniare aji banchiba jaichi shikhi
(F+M)
Katha bi etiki ama duhkha sukha
Hasa aau luhara duhen ta duhinka sathi ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...