Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା - Koraputia Git Gai Kari Dhemsha Maru Nana Lyrics

== ଓଡ଼ିଆ ==

ଗୀତ : କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଭାଷା : କୋରାପୁଟିଆ
କଣ୍ଠ : ରାମକୃଷ୍ଣ ପଣ୍ଡା, ମାନବୀ ବାଗ
ଗୀତିକାର : ରୋଶନ କୁମାର କାର୍ତ୍ତିକ
ସଂଗୀତ ନିର୍ଦ୍ଦେଶକ : ରମେଶ ମହାନନ୍ଦ
ମସିହା : ୨୦୦୮



(ପୁ)
ହାର୍ ଶୁନା ମୋର କାକା ବଡ଼ୁ ଆତା ଆରି ମାମା
(ଝି)
ହାର୍ ଶୁନା ମୋର କାକା ବଡ଼ୁ ଆତା ଆରି ମାମା
(ପୁ)
ଏ ପରବର୍ ଯାଇ ଅମୁଲା କୋଟିଆରୁ ବେଟି ଆନା
(ଝି)
ଏ ପରବର୍ ଯାଇ ଅମୁଲା କୋଟିଆରୁ ବେଟି ଆନା
(ପୁ)
ହେ କୋଟିଆରୁ ବେଟି ଆନା
କୋଟିଆରୁ ବେଟି ଆନା
କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବାଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା
(ଝି)
ଏ ଗିତ୍‌କୁଡ଼ିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା ॥


(ପୁ)
କୁଟ୍‌ପାଡ଼ିଆ ତୁରୁଞ୍ଜି ଶୁକ୍‌ଷି ବଡ଼େ ସୁଆଦିଆ
ଆମର ମାଣ୍ଡିଆ ପେଜ୍ ଦେକା ବଡ଼େ ସୁଆଦିଆ
ବଡ଼େ ସୁଆଦିଆ
(ଝି)
ଏ ପରଜା ପିଲା କନ୍ଧ୍ ପିଲା ବାଜା ମାରୁଗେ ନାନା
ଏ ଗାନ୍ଦ୍‌ବା ଟୋକି ଦୁର୍‌ହା ଟୋକି ଢେମ୍‌ଶା ମାରୁ ନାନା
ରେ ଢେମ୍‌ଶା ମାରୁ ନାନା
(ପୁ)
ହେ କୋଟିଆରୁ ବେଟି ଆନା
କୋଟିଆରୁ ବେଟି ଆନା
କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବାଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା
(ଝି)
ଏ ଗିତ୍‌କୁଡ଼ିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା ॥୧॥


(ପୁ)
କୁଟ୍‌ପାଡ଼ର ମେର୍ଗାର୍ ଖାଦି ସବ୍‌କେ ସୁନ୍ଦର କାଲା
ବନ୍ଧୁ ଗାଁ ଲେମନ୍ ଚିକନ୍ ସବ୍‌କେ ବାୟା କଲା
ସବ୍‌କେ ବାୟା କଲା
(ଝି)
ଏ କୋଲାବ୍‌ଗଡ଼ର ରଙ୍ଗଡ଼ିଆ ପାନି ସବ୍‌କେ ଧବ୍‌ଲା କଲା 
ମାଛମୁଣ୍ଡର ଡୁଡୁମା ପାନି ସବ୍‌କେ ବିଜିଲି ଦେଲାରେ
ସବ୍‌କେ ବିଜିଲି ଦେଲା
(ପୁ)
ହେ କୋଟିଆରୁ ବେଟି ଆନା
କୋଟିଆରୁ ବେଟି ଆନା
କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବାଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା
(ଝି)
ଏ ଗିତ୍‌କୁଡ଼ିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା
(ପୁ)
କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବାଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା
(ଝି)
ଏ ଗିତ୍‌କୁଡ଼ିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା
ଡୁଡ଼ୁଙ୍ଗା ବଜାଇ ମଇରି ଫୁକି ଢେମ୍‌ଶା ମାରୁ ନାନା ॥୨॥


ଶବ୍ଦାର୍ଥ
କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା ମାରୁ ନାନା - କୋରାପୁଟିଆ ଗୀତ ଗାଇ ଗାଇ ନାଚ କରିବା ଆମେ, ହାର୍ - ସମସ୍ତେ, ଶୁନା - ଶୁଣ, ଶୁଣିବା, କାକା - ଦାଦା, ବଡ଼ୁ - ବଡ଼ବାପା, ଆତା - ବାପା ଙ୍କ ଭଉଣୀ, ପିଉସୀ, ଆରି - ଆହୁରି, ମାମା - ମାମୁଁ, ନାନା - ଭାଇ, ପରବ - ପର୍ବ, ଯାଇ - ଯିବା, ଅମୁଲା - ନିଆଁ ଲାଗିଥିବା କାଠ, ମଶାଲ, କୋଟିଆ - କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ର ଗୋଟିଏ ଗାଁ ର ନାମ, ବେଟି ଆନା - କାଢ଼ି ଆଣିବା, ଢେମ୍‌ଶା - କୋରାପୁଟ ଜିଲ୍ଲା ର ଏକ ପାରମ୍ପରିକ ନୃତ୍ୟ, ଡୁଡ଼ୁଙ୍ଗା - ବୀଣା (ବାଦ୍ୟଯନ୍ତ୍ରବିଶେଷ), ମଇରି - ତୁରି, (ବାଦ୍ୟଯନ୍ତ୍ରବିଶେଷ), ଫୁକି - ଫୁଙ୍କିବା, ଗିତ୍‌କୁଡ଼ିଆ - ଗାୟକ, କୁଟ୍‌ପାଡ଼ିଆ - କୋଟ୍‌ପାଡ଼, ଏକ ଗାଁ ର ନାମ, ତୁରୁଞ୍ଜି - ମାଛ ର ନାମ, ଶୁକ୍‌ଷି - ଶୁଖୁଆ, ତୁରୁଞ୍ଜି ଶୁକ୍‌ଶି - ତୁରୁଞ୍ଜି ମାଛ ଶୁଖୁଆ, ଦେକା - ଦେଖ, ବାଜା ମାରୁଗେ - ବାଦ୍ୟ ବଜାଇବା, ପରଜା - ଏକ ଜନଜାତି, କନ୍ଧ୍ - କନ୍ଧ, ଏକ ଜନଜାତି, ଗାନ୍ଦ୍‌ବା - ଗାଦବା, ଏକ ଜନଜାତି, ଦୁର୍‌ହା - ଦୁରୁଆ/ଦୁରୁବା, ଏକ ଜନଜାତି, କୁଟ୍‌ପାଡ଼ର ମେର୍ଗାର ଖାଦି - କୋଟ୍‌ପାଡ଼ ର ମେର୍ଗର୍ ଖଦି/ଧୋତି ର ନାମ, ସବ୍‌କେ - ସମସ୍ତଙ୍କୁ, ସବ୍‌କେ ସୁନ୍ଦର କାଲା - ସମସ୍ତଙ୍କୁ ସୁନ୍ଦର କରିଲା, ଲେମନ୍ - ଘାସର ନାମ, ଚିକନ୍ - ତେଲ, ଲେମନ୍ ଚିକନ୍ - ଲେମନ୍ ଘାସର ତେଲ, ପାନି - ପାଣି, ରଙ୍ଗଡ଼ିଆ ପାନି - ପାଣି ର ରଙ୍ଗ, ସବ୍‌କେ ଧବ୍‌ଲା କଲା - ସମସ୍ତଙ୍କୁ ଗୋରା କରିଲା, ବନ୍ଧୁ ଗାଁ ଲେମନ୍ ଚିକନ୍ ସବ୍‌କେ ବାୟା କଲା - ବନ୍ଧୁ! ଗାଁ ଅଞ୍ଚଳ ର ଲେମନ୍ ଘାସତେଲ ସମସ୍ତଙ୍କୁ ବାଇଆ କଲା


Note:
Lyrics proofreading by Kapilendradev Samantray & Prasanna Das, Koraput, Odisha on April 06, 2020


YouTube ରେ କୋରାପୁଟିଆ ଗୀତ୍ ଗାଇକରି ଢେମ୍‌ଶା 



== English ==

Song : Koraputia Git Gai Kari Dhemsha Maru Nana
Language : Koraputia
Singer : Ramakrushna Panda, Manavi Bag
Lyricist : Roshan  Kumar Karthik
Music Director : Ramesh Mahanand
Year : 2008



(M)
Haar shuna mora kaka badu ata ari mama
(F)
Haar shuna mora kaka badu ata ari mama
(M)
E parbar jai amula kotiaru beti ana
(F)
E parbar jai amula kotiaru beti ana
(M)
He kotiaru beti ana
Kotiaru beti ana
Koraputia git gaikari dhemsha maru nana
Dudunga bajai mairi phuki dhemsha maru nana
(F)
E gitkudia git gaikari dhemsha maru nana
Dudunga bajai mairi phuki dhemsha maru nana ॥


(M)
Kutpadia turunji shukshi bade suadia
Aamar mandia pej deka bade suadia
Bade suadia
(F)
E Paraja pila Kandh pila baja maruge nana
E Gandba toki Durha toki dhemsha maru nana
Re dhemsha maru nana
(M)
He kotiaru beti ana
Kotiaru beti ana
Koraputia git gaikari dhemsha maru nana
Dudunga bajai mairi phuki dhemsha maru nana
(F)
E gitkudia git gaikari dhemsha maru nana
Dudunga bajai mairi phuki dhemsha maru nana ॥1॥


(M)
Kutpadara megar khadi sabke sundara kala
Bandhu Gaan leman chikan sabke baya kala
Sabke baya kala
(F)
E Kolabargadara rangadia pani sabke dhabal kala
Machhamundara Duduma pani sabke bijili delare
Sabke bijili dela
(M)
He kotiaru beti ana
Kotiaru beti ana
Koraputia git gaikari dhemsha maru nana
Dudunga bajai mairi phuki dhemsha maru nana
(F)
E gitkudia git gaikari dhemsha maru nana
Dudunga bajai mairi phuki dhemsha maru nana
(M)
Koraputia git gaikari dhemsha maru nana
Dudunga bajai mairi phuki dhemsha maru nana
(F)
E gitkudia git gaikari dhemsha maru nana
Dudunga bajai mairi phuki dhemsha maru nana ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ